ଏଠି ୧୦ ଟଙ୍କାରେ ମିଳନ୍ତି ଗାର୍ଲଫ୍ରେଣ୍ଡ: ରୋମାନ୍ସ ଟାଇମ୍‌ ମାତ୍ର ୨୦ ମିନିଟ୍‌

ନୂଆଦିଲ୍ଲୀ: ବ୍ୟସ୍ତବହୁଳ ଜୀବନରେ ପରିବାର ସହ ସମୟ ବିତାଇବାକୁ ଲୋକଙ୍କ ପାଖରେ ସମୟ ନାହିଁ। କିଛି ଲୋକ ପରିବାରକୁ ସମୟ ଦେଉଥିଲେ ବି ବିଭିନ୍ନ କାରଣରୁ ମତଭେଦ ରହିଛି ଓ ପରିବାର ଭିତରେ ସେମାନେ ଯେଉଁ ସୁଖ ସୁବିଧା ଚାହୁଁଛନ୍ତି ପାଉନାହାଁନ୍ତି। ଏପରି ସମସ୍ୟାରେ ଥିବା ଲୋକମାନେ ସାଧାରଣତଃ ବାହାରେ ସମୟ ବିତାଇବାକୁ ଅଧିକ ପସନ୍ଦ କରିଥାନ୍ତି। ଏଥିପାଇଁ ସେମାନଙ୍କୁ ପାର୍ଟନରର ଆବଶ୍ୟକତା ପଡ଼ିଥାଏ। ପାର୍ଟନରଟେ ଖୋଜିବାକୁ ମଧ୍ୟ ସେମାନଙ୍କୁ ନାକେଦମ ହେବାକୁ ପଡିଥାଏ। ହେଲେ ଦୁନିଆରେ […]

china

china

Rakesh Mallick
  • Published: Thursday, 24 May 2018
  • Updated: 24 May 2018, 04:56 PM IST

Sports

Latest News

ନୂଆଦିଲ୍ଲୀ: ବ୍ୟସ୍ତବହୁଳ ଜୀବନରେ ପରିବାର ସହ ସମୟ ବିତାଇବାକୁ ଲୋକଙ୍କ ପାଖରେ ସମୟ ନାହିଁ। କିଛି ଲୋକ ପରିବାରକୁ ସମୟ ଦେଉଥିଲେ ବି ବିଭିନ୍ନ କାରଣରୁ ମତଭେଦ ରହିଛି ଓ ପରିବାର ଭିତରେ ସେମାନେ ଯେଉଁ ସୁଖ ସୁବିଧା ଚାହୁଁଛନ୍ତି ପାଉନାହାଁନ୍ତି। ଏପରି ସମସ୍ୟାରେ ଥିବା ଲୋକମାନେ ସାଧାରଣତଃ ବାହାରେ ସମୟ ବିତାଇବାକୁ ଅଧିକ ପସନ୍ଦ କରିଥାନ୍ତି। ଏଥିପାଇଁ ସେମାନଙ୍କୁ ପାର୍ଟନରର ଆବଶ୍ୟକତା ପଡ଼ିଥାଏ। ପାର୍ଟନରଟେ ଖୋଜିବାକୁ ମଧ୍ୟ ସେମାନଙ୍କୁ ନାକେଦମ ହେବାକୁ ପଡିଥାଏ। ହେଲେ ଦୁନିଆରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ମାତ୍ର ୧୦ ଟଙ୍କାରେ ଗାର୍ଲଫ୍ରେଣ୍ଡ ମିଳୁଛନ୍ତି। ଆସନ୍ତୁ ଜାଣିବା ଏହି ସହରର ଏହି ୧୦ ଟଙ୍କିଆ ଗାର୍ଲଫ୍ରେଣ୍ଡଙ୍କ ସମ୍ପର୍କରେ।

ଚୀନ୍‌ର ଗୁଆନ୍‌ଡଙ୍ଗ ଅଞ୍ଚଳରେ ମାତ୍ର ୧୦ ଟଙ୍କାରେ ଗାର୍ଲଫ୍ରେଣ୍ଡ ମିଳିଯାଉଛନ୍ତି। ଏଠାରେ ‘The Wildlife City in Hyun City’ ନାମରେ ଏକ ଷ୍ଟୋର ରହିଛି। ଏଠାରେ ବହୁତ ସୁନ୍ଦର ସୁନ୍ଦର ଝିଅ ପୋଡ଼ିୟମରେ ଛିଡା ହୋଇଥାନ୍ତି। ଏଠାରେ କେହି ବି ପୁରୁଷ ନିଜ ପସନ୍ଦର ଯୁବତୀଙ୍କୁ ୨୦ ମିନିଟ ପାଇଁ ୧୦ ଟଙ୍କା ଦେଇ ଗାର୍ଲଫ୍ରେଣ୍ଟ ଭାବେ ଗ୍ରହଣ କରିପାରିବେ। ଯଦି ଆପଣଙ୍କୁ ୨୦ ମିନିଟ୍‌ରୁ ଅଧିକ ସମୟ ଯୁବତୀଙ୍କ ସହ ବିତାଇବାର ଅଛି ତେବେ ସେହି ଅନୁସାରେ ଅଧିକ ଟଙ୍କା ଦେବାକୁ ପଡ଼ିବ।

chinaହେଲେ ଏହି ଯୁବତୀମାନଙ୍କୁ କମ ସମୟ ପାଇଁ ଗାର୍ଲଫ୍ରେଣ୍ଡ କରିବାକୁ ହେଲେ କିଛି ନିୟମ ପାଳନ କରିବାକୁ ପଡ଼ିଥାଏ। ଆପଣ ସପିଂ କମ୍ପ୍ଲେକ୍ସ ଭିତରେ ହିଁ ଯୁବତୀଙ୍କ ସହ ବୁଲିପାରିବେ ଓ ସମୟ ବିତାଇ ପାରିବେ। ବାହାରକୁ ନେଇ ଯିବାକୁ ଅନୁମତି ନାହିଁ। ଆପଣ ଚାହିଁଲେ ତାଙ୍କୁ ସପିଂ କରାଇ ପାରିବେ। ସେମାନଙ୍କ ବିନା ଅନୁମତିରେ ଆପଣ ତାଙ୍କୁ ଛୁଇଁ ପାରିବେ ନାହିଁ। ଏପରିକି ତାଙ୍କୁ ସାଙ୍ଗରେ ଯିବାକୁ ପ୍ରସ୍ତାବ ମଧ୍ୟ ଦେଇ ପାରିବେ ନାହିଁ।

ଯଦିଓ ଏହା ନାରୀମାନଙ୍କ ପ୍ରତି ଏକ ଅସମ୍ମାନ ବୋଲି ବିଚାର କରାଯାଏ, କିନ୍ତୁ ଚୀନ୍‌ ପରି ରକ୍ଷଣଶୀଳ ଦେଶରେ ଏହା ଭଲ ଚାଲିଛି ଓ ଲୋକମାନେ ଏହାକୁ ଗ୍ରହଣ ବି କରୁଛନ୍ତି। ଏହାକୁ କେତେକ ‘ସୌନ୍ଦର୍ଯ୍ୟ ବ୍ୟବସାୟ’ ବୋଲି କହିପାରନ୍ତି। କିନ୍ତୁ ସେଠାକାର ଝିଅଙ୍କ ପାଇଁ ଏହା ଅର୍ଥ ରୋଜଗାରର ଏକ ଭଲ ମାଧ୍ୟମ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story