ସିଲ୍ ହେବ ସୀମା: ପାକ୍‌ର ପଥରୋଧ କରିବ ଭାରତ

ନୂଆଦିଲ୍ଲୀ:କଥାରେ ଅଛି ମୂଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି । ଏବେ ଏହି ମନ୍ତ୍ରକୁ ଶେଷ ଅସ୍ତ୍ର ଭାବେ ଧରିନେଇଛନ୍ତି ଭାରତ ସରକାର। ପାକ୍ତିସ୍ତାନକୁ ପାନେ ଦେବା ପାଇଁ ଶେଷରେ ଭାରତ କଠୋର ପଦକ୍ଷେପ ନେଇଛି।  ଆଉ ସୀମାରେ ଲାଗି ରହିଥିବା ସମସ୍ୟାର ସ୍ଥାୟୀ ସମାଧାନ ଯୋଜନାରେ ଅଛନ୍ତି ଭାରତ ସରକାର। ଶତ୍ରୁର ପଥରୋଧ ପାଇଁ ପ୍ରସ୍ତୁତି ହେଉଛି ରଣନୀତି। ଏନେଇ ସୀମା ସିଲ ପାଇଁ ହୋଇଛି ଯୋଜନା।  ଆସନ୍ତା ମାର୍ଚ୍ଚ ମାସରୁ […]

pak

pak

Rakesh Mallick
  • Published: Wednesday, 02 August 2017
  • Updated: 02 August 2017, 11:09 PM IST

Sports

Latest News

ନୂଆଦିଲ୍ଲୀ:କଥାରେ ଅଛି ମୂଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି । ଏବେ ଏହି ମନ୍ତ୍ରକୁ ଶେଷ ଅସ୍ତ୍ର ଭାବେ ଧରିନେଇଛନ୍ତି ଭାରତ ସରକାର। ପାକ୍ତିସ୍ତାନକୁ ପାନେ ଦେବା ପାଇଁ ଶେଷରେ ଭାରତ କଠୋର ପଦକ୍ଷେପ ନେଇଛି।  ଆଉ ସୀମାରେ ଲାଗି ରହିଥିବା ସମସ୍ୟାର ସ୍ଥାୟୀ ସମାଧାନ ଯୋଜନାରେ ଅଛନ୍ତି ଭାରତ ସରକାର। ଶତ୍ରୁର ପଥରୋଧ ପାଇଁ ପ୍ରସ୍ତୁତି ହେଉଛି ରଣନୀତି। ଏନେଇ ସୀମା ସିଲ ପାଇଁ ହୋଇଛି ଯୋଜନା।  ଆସନ୍ତା ମାର୍ଚ୍ଚ ମାସରୁ ଏହି ପ୍ରକ୍ରିୟା ଆରମ୍ଭ ହେବ।

ଏନେଇ ବିଏସଏଫ ମୁଖ୍ୟ ଆଜି ସୂଚନା ଦେଛନ୍ତି। ଆସନ୍ତା ମାର୍ଚ୍ଚମାସରେ ଜମ୍ମୁ ସେକ୍ଟରରେ କାମ ଆରମ୍ଭ ହେବ। ସ୍ମାର୍ଟ ଟେକ୍ନୋଲୋଜିରେ ଏହି ପ୍ରୋଜେକ୍ଟ ଆରମ୍ଭ ହେବ। ବୋର୍ଡ଼ର ସୁରକ୍ଷା ବଳର ଡିଜି କେକେ ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ପୂର୍ବାଞ୍ଚଳ ସୀମା ତଥା ବଂଲାଦେଶ ସହ ଭାରତ ମଧ୍ୟରେ ଏବେ ଭଲ ସମ୍ପର୍କ ରହିଛି।

ତେବେ ଆବଶ୍ୟକ ପଡ଼ିଲେ ଭାରତ-ବଂଲାଦେଶ ସୀମା ବି ସିଲ୍‌ ହେବ ବୋଲି ସେ କହିଛନ୍ତି। ହେଲେ ଏବେ ପାକ୍‌ ସୀମା ସିଲ୍‌ କରିବା ଆମର ପ୍ରାଥମିକ ଦାୟିତ୍ୱ ବୋଲି ସେ କହିଛନ୍ତି। ପୂର୍ବରୁ ଆଶାମ ସୀମା ସିଲ ହେବ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂ କହିଥିଲେ। ୨୦୧୮ ସୁଦ୍ଧା ଭାରତ-ବାଂଲାଦେଶ ସୀମା ତଥା ଆଶାମ ସୀମାରେ ୨୦୦ କିମି ସିଲ କରାଯିବ ବୋଲି ରାଜନାଥ କହିଥିଲେ। ରାଜନାଥ ଏହି ପ୍ରସ୍ତାବ ଦେବା ପରେ ଆକି ପାକ୍‌ ସୀମା ସିଲ ସମ୍ପର୍କରେ ବିଏସଏଫ ମୁଖ୍ୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story