ଭାରତୀୟ ଡାକ ବିଭାଗରେ ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

post-office

କାର ଚାଳକ ପାଇଁ ନିଯୁକ୍ତି ପ୍ରକାଶ କରିଛି ଡାକ ବିଭାଗ।  ଏଥିପାଇଁ ଇଚ୍ଛୁକ ଥିବା ବ୍ୟକ୍ତି  ଜୁନ୍‌ ୨୫, ୨୦୧୮ କିମ୍ବା ତା ପୂର୍ବରୁ ଆବେଦନ କରିପାରିବେ।

ପୋଷ୍ଟର ନାଁ: କାର ଚାଳକ

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ମଧ୍ୟରେ ହୋଇଥିବ। ଏସ୍‌ସି ଓ ଏସ୍‌ଟି ଆବେଦନକାରୀଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଥିବା ବେଳେ ଓବିସି ଆବେଦନକାରୀଙ୍କ ପାଇଁ ୩ବର୍ଷ କୋହଳ ରହିଛି।

ଦରମା:  ଏଥିରେ ୧୯୯୦୦/- ରହିବ।

ପଦ ସଂଖ୍ୟା: 10

ଶିକ୍ଷାଗତ ଯୋଗ୍ୟତା: ମୋଟର ମେକାନିଜିମ୍‌ରେ ଜ୍ଞାନ ଥିବା ଦରକାର। ୩ ବର୍ଷ ପର୍ଯ୍ୟନ୍ତ ଗାଡ଼ିଚଳେଇବାର ଦକ୍ଷତା ଥିବ। ଆବେଦନକାରୀ ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ୧୦ମ ପାସ୍‌ କରିଥିବେ। ଭ୍ୟାଲିଡ୍ ଡ୍ରାଇଭିଂ ଲାଇସେନ୍ସ ଓ ତିନିବର୍ଷର ଦକ୍ଷତା ସହ ମୋଟର ମେକାନିଜିମ୍ ଉପରେ ଧାରଣା ଥିବା ଆବଶ୍ୟକ।

ଆବଶ୍ୟକ ଯୋଗ୍ୟତା:  ତିନି ବର୍ଷର  ହୋମ୍‌ ଗାର୍ଡ ଓ ସିଭିଲ୍‌ ଭଲ୍ୟୁଣ୍ଟାରୀ ଭାବେ କାର୍ଯ୍ୟ କରିଥିବା ଦରକାର।

କେମିତି ଆବେଦନ କରିବେ:

ଆବେଦନ କରିବା ପାଇଁ ନିଜ ଶିକ୍ଷାଗତ ଯୋଗ୍ୟତା ସହ ଓ ଦକ୍ଷତା ସାର୍ଟିଫିକେଟ୍‌କୁ  ଏକ ଖାମ୍‌ ସାହାଯ୍ୟରେ ଏହି ଠିକଣାକୁ ପଠାନ୍ତୁ। ଠିକଣାଟି ହେଲା  “The Manager, Mail Motor Service, Koti, Hyderabad – 500 095”। ଏଥିପାଇଁ ଆପଣ ୨୫.୦୬ ୨୦୧୮ ୫.୩୦ ସୁଦ୍ଧା ସ୍ପିଡ୍‌ ପୋଷ୍ଟ ବି କରିପାରିବେ।

ଅଧିକ ତଥ୍ୟ ପାଇଁ ଏହି ଲିଙ୍କକୁ ଉପରେ କ୍ଲିକ୍ କରନ୍ତୁ

 

 

 
https://www.indiapost.gov.in/VAS/Pages/Recruitment/DriverRct_MMSHyd.pdf

Previous ArticleNext Article

Send this to a friend