ଓଠ କହିଦିଏ କେଉଁ ମହିଳା ରହସ୍ୟମୟୀ: ଜାଣନ୍ତୁ ଆଉ କିଛି ରୋଚକ ତଥ୍ୟ

ଖାଇବା ହେଉ ଅବା କଥା କହିବା ହେଉ ଓଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଠ କୋମଳ, ସୁନ୍ଦର, ମୁଲାୟମ ହୋଇଥାଏ। ଯେଉଁ କାରଣରୁ  ଆମେ ଓଠକୁ  ଅଧିକ ଯତ୍ନ ନେଇଥାଉ। ତେବେ  ଓଠର ଭାବ ଉଚ୍ଛା କିଛି କହିଥାଏ। ଏହା ମଧ୍ୟ କିଛି ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା ଓଠ ସହ ଜଡ଼ିତ କିଛି ରୋଚକ ତଥ୍ୟ। ୧. ବିଜ୍ଞାନ ଭାଷାରେ ଉପର ଭାଗ ଓଠ କୁ ଲବିଅମ୍‌ ସୁପରିଓସ୍‌ ଓରିସ୍‌ ଓ ତଳ ଭାଗକୁ ଲବିଅମ୍‌ […]

cute_indian-babe

cute_indian-babe

Rakesh Mallick
  • Published: Saturday, 14 April 2018
  • Updated: 14 April 2018, 11:36 AM IST

Sports

Latest News

ଖାଇବା ହେଉ ଅବା କଥା କହିବା ହେଉ ଓଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଠ କୋମଳ, ସୁନ୍ଦର, ମୁଲାୟମ ହୋଇଥାଏ। ଯେଉଁ କାରଣରୁ  ଆମେ ଓଠକୁ  ଅଧିକ ଯତ୍ନ ନେଇଥାଉ। ତେବେ  ଓଠର ଭାବ ଉଚ୍ଛା କିଛି କହିଥାଏ। ଏହା ମଧ୍ୟ କିଛି ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା ଓଠ ସହ ଜଡ଼ିତ କିଛି ରୋଚକ ତଥ୍ୟ।

୧. ବିଜ୍ଞାନ ଭାଷାରେ ଉପର ଭାଗ ଓଠ କୁ ଲବିଅମ୍‌ ସୁପରିଓସ୍‌ ଓରିସ୍‌ ଓ ତଳ ଭାଗକୁ ଲବିଅମ୍‌ ଇନ୍‌ଫିରିଅସ୍‌ କୁହାଯାଏ।

୨. ଓଠ ଆମ ଶରୀରର ଏପରି ଏକ ଅଙ୍ଗ ଯେଉଁଠି ଝାଳ ଗ୍ରନ୍ଥୀ ନଥାଏ।

୩. ତ୍ୱଚା ସହ ଓଠ ଯେଉଁଠି ମିଶିଛି  ସେହି ଭାଗକୁ ବର୍ମିଲିୟନ୍‌ ବର୍ଡର କୁହାଯାଏ।

୪. ଯେପରି ଆଙ୍ଗୁଠିର ଭିନ୍ନ ଭିନ୍ନ ଦାଗ ଥାଏ ସେହିପରି ଓଠର ମଧ୍ୟ ଭିନ୍ନ ଭିନ୍ନ ଦାଗ ରହିଛି।

୫. ଚମର ୩ରୁ ୪ ପରସ୍ତ ମିଶାଇ ଓଠର ସମ୍ମିଶ୍ରଣ। ଯେଉଁ କାରଣରୁ ଓଠର ତଳ ଭାଗରେ  ଲାଲ ଗୋଲାପି ରଙ୍ଗର ନଜର ଆସିଥାଏ।

୬. ବୟସ ବଢିବା ସହ ଓଠର ମୋଟାପଣ କମିବାକୁ ଲାଗେ।

୭. କୁମ୍ଭୀର ଏପରି ଏକ ସ୍ତନଧାରୀ ଜୀବ ଯାହାର ଓଠ ନାହିଁ।

୮.  ଓଠ ଆମ ଶରୀରର ଏପରି ଏକ ଭାଗ ଯାହା ଶରୀର ଭିତରେ ଥାଇ ସୁଦ୍ଧା ଏହା ବାହାର ଆଡକୁ ରହିଛି।

୯ ମନୁଷ୍ୟର ଓଠ ଅତ୍ୟନ୍ତ ସମ୍ବେଦନଶୀଳ। ଅନ୍ତରଙ୍ଗ ମୂହୁର୍ତରେ ଓଠ କାମୁକତା ବଢାଇଥାଏ।

୧୦. ଦୁନିଆରେ ଏପରି କିଛି ରୀତିନୀତି ରହିଛି ଯାହା ମୁତାବକ ମହିଳାଙ୍କୁ ଓଠ ଢାଙ୍କିବା ଜରୁରୀ ହୋଇଥାଏ।

୧୧. ଗବେଷଣାରୁ ଜଣାପଡିଛି ଯେଉଁ ମହିଳାଙ୍କ ଓଠ ଲାଲ, ପତଳା, ଚିକ୍କଣ ଓ ଭଲ ଆକୃତିର ସେମାନେ ନିଜ ସ୍ୱାମୀଙ୍କ ଠାରୁ ପ୍ରଚୁର ଭଲ ପାଇବା ପାଇଥାନ୍ତି।

୧୨.ଓଠରେ ଦଶ ଲକ୍ଷରୁ ଅଧିକ ନର୍ଭଏଣ୍ଡିଂରହିଛି। ଏହାକୁ ବଞ୍ଚାଇବା ଲାଗି ଅନେକ ରକ୍ଷକ ଝିଲ୍ଲୀ ମଧ୍ୟ ରହିଛି।

୧୩. ଟମାଟୋ ରସ ପିଇବା ଦ୍ୱାରା ଓଠ ରଙ୍ଗ ଲାଲ ହୋଇଥାଏ।

୧୪. ଯେଉଁ ମହିଳାଙ୍କ ଓଠ ଭିତରକୁ ପସି ହୋଇ ରହିଥାଏ ସେମାନେ ରହସ୍ୟମୟୀ ହୋଇଥାନ୍ତି।

୧୫. ବଡ ଓଠ ଥିବା ବ୍ୟକ୍ତି ଖାଇବା ସୌକିନ ହୋଇଥାନ୍ତି।

୧୬. ପତଳା ଓଠ ଥିବା ବ୍ୟକ୍ତି ଦେଖାଇ ହେବାକୁ ଭଳ ପାଇଥାନ୍ତି। ଏମାନେ ଅନ୍ୟକୁ ଆକର୍ଷିତ କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story