ଜନାଦେଶକୁ ଚାପିବା ପାଇଁ ବିଜେପି କର୍ମୀଙ୍କୁ ହତ୍ୟା କରାଯାଉଛି: ସମୀର ମହାନ୍ତି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଜନାଦେଶକୁ ଚାପିବା ପାଇଁ ବିଜେଡି ଗୁଣ୍ଡାରାଜ ଚଳାଇଛି। ବିଜେପି ସମର୍ଥକଙ୍କୁ ହତ୍ୟା କରୁଛନ୍ତି। ବିଜେଡିର ଏପରି ଆଭିମୁଖ୍ୟକୁ ଆମେ ନିନ୍ଦା କରୁଛୁ ବୋଲି ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି। ଭୁବନେଶ୍ୱର ପାର୍ଟି ଅଫିସରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟାକ୍ଷିତ ହେବା ସମ୍ଭାବନାକୁ ଲକ୍ଷ୍ୟ କରି ବିଜେପି ସମର୍ଥକଙ୍କୁ ହତ୍ୟା କରାଯାଇଛି। ଗତକାଲି ରାତିରେ ବିଜେଡି ଗୁଣ୍ଡାମାନେ ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗାଁରେ ପ୍ରବେଶ […]

samirmohanty

samirmohanty

Rakesh Mallick
  • Published: Tuesday, 21 February 2017
  • Updated: 21 February 2017, 06:14 PM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଜନାଦେଶକୁ ଚାପିବା ପାଇଁ ବିଜେଡି ଗୁଣ୍ଡାରାଜ ଚଳାଇଛି। ବିଜେପି ସମର୍ଥକଙ୍କୁ ହତ୍ୟା କରୁଛନ୍ତି। ବିଜେଡିର ଏପରି ଆଭିମୁଖ୍ୟକୁ ଆମେ ନିନ୍ଦା କରୁଛୁ ବୋଲି ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି।

ଭୁବନେଶ୍ୱର ପାର୍ଟି ଅଫିସରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟାକ୍ଷିତ ହେବା ସମ୍ଭାବନାକୁ ଲକ୍ଷ୍ୟ କରି ବିଜେପି ସମର୍ଥକଙ୍କୁ ହତ୍ୟା କରାଯାଇଛି। ଗତକାଲି ରାତିରେ ବିଜେଡି ଗୁଣ୍ଡାମାନେ ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗାଁରେ ପ୍ରବେଶ କରି ବିଜେପି ସମର୍ଥକ ବୁଲୁ ପ୍ରଧାନଙ୍କୁ ହତ୍ୟା କରି ରୁଷିକୂଲ୍ୟା ନଦୀକୁ ଫିଙ୍ଗି ଦେଇଥିଲେ। ଏହି ଆକ୍ରମଣରେ ୧୦ରୁ ଅଧିକ ବିଜେପି ସମର୍ଥକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ବିଜେଡି ଗୁଣ୍ଡାଙ୍କ ଏପରି କାର୍ଯ୍ୟକୁ ଆମେ ନିନ୍ଦା କରୁଛୁ।”

ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନ ମଣ୍ଡଳୀରେ ଜନାଦେଶ ପ୍ରତ୍ୟାକ୍ଷିତ ହେବା ଆଶଙ୍କା କରି ବିଜେଡି କର୍ମୀମାନେ ବୁଲୁ ପ୍ରଧାନଙ୍କୁ ହତ୍ୟା କରିଥିବା ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“କୌଣସି ପରିସ୍ଥିତିରେ ଜନାଦେଶକୁ ଚପାଇ ହେବ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ଗଣମାଧ୍ୟମ ଏତେ ପରିମାଣରେ ସକ୍ରିୟ ଯେ ଜନାଦେଶକୁ ଚପାଇବା ସମ୍ଭବ ନୁହେଁ। ଲୋକ ମତ ସ୍ପଷ୍ଟ ଭାବେ ପ୍ରକାଶ ପାଇବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story