ନାବାଳକ ଦିଅରକୁ ମାରିଦେଲା ନୂଆ ଭାଉଜ

କୋଲକାତା: ‘ମୁଁ ଯେଉଁ ଭୁଲ କରିଛି ତାହା ପାଇଁ କ୍ଷମା ନାହିଁ।’ ଏହି ସ୍ୱୀକାରୋକ୍ତି ହେଉଛି ଜଣେ ହତ୍ୟାକାରୀ ଭାଉଜର ଯିଏ ତାଙ୍କର ୮ ବର୍ଷ ବୟସର ଦିଅରକୁ ହତ୍ୟା କରିଛନ୍ତି। ସୋମବାର କୋଲକାତା ମେଟିଆବ୍ରୁଜ ପୋଲିସ୍‌ ଅଭିଯୁକ୍ତ ଭାଉଜଙ୍କୁ ଗିରଫ କରିଛି। ପରିବାରର ଗେହ୍ଲାପୁଅ ରିଜୁକୁ ସମସ୍ତେ ଭଲ ପାଉଥିବାରୁ ଈର୍ଷା ପରାୟଣା ହୋଇ ତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ଭାଉଜ। ଏହି ଖବରକୁ ସଂପୂର୍ଣ୍ଣ ପଢ଼ି ହୁଏ ତ ଆପଣ କିଛି […]

riju

riju

Rakesh Mallick
  • Published: Wednesday, 04 July 2018
  • Updated: 04 July 2018, 06:31 PM IST

Sports

Latest News

କୋଲକାତା: 'ମୁଁ ଯେଉଁ ଭୁଲ କରିଛି ତାହା ପାଇଁ କ୍ଷମା ନାହିଁ।' ଏହି ସ୍ୱୀକାରୋକ୍ତି ହେଉଛି ଜଣେ ହତ୍ୟାକାରୀ ଭାଉଜର ଯିଏ ତାଙ୍କର ୮ ବର୍ଷ ବୟସର ଦିଅରକୁ ହତ୍ୟା କରିଛନ୍ତି। ସୋମବାର କୋଲକାତା ମେଟିଆବ୍ରୁଜ ପୋଲିସ୍‌ ଅଭିଯୁକ୍ତ ଭାଉଜଙ୍କୁ ଗିରଫ କରିଛି। ପରିବାରର ଗେହ୍ଲାପୁଅ ରିଜୁକୁ ସମସ୍ତେ ଭଲ ପାଉଥିବାରୁ ଈର୍ଷା ପରାୟଣା ହୋଇ ତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ଭାଉଜ।

ଏହି ଖବରକୁ ସଂପୂର୍ଣ୍ଣ ପଢ଼ି ହୁଏ ତ ଆପଣ କିଛି ସମୟ ପାଇଁ ଚିନ୍ତାରେ ପଡ଼ିଯିବେ। କାରଣ ଆପଣ ବି ବିଶ୍ୱାସ କରିବେ ନାହିଁ ଯେ, ଗୋଟିଏ ନୂଆ ବୋହୂ କାଳ ନାଗୁଣି ସାଜି ଏମିତି ବି କରିପାରେ। ସତ କେବେ ଲୁଚି ନ ରହିଲା ଭଳି କଥାକୁ ବେଶୀ ଦିନ ଲୁଚାଇ ପାରି ନ ଥିଲା ଏହି କାଳ ନାଗୁଣି।

ଘଟଣାଟି ଏହିପରି.... ଜୁନ ୨୯ ତାରିଖ, ସକାଳ ପ୍ରାୟ ୯ଟା ହେବ। ସକାଳୁ ସକାଳୁ ନାବାଳକ ଦିଅର ରିଜୁ ଗାଧୁଆ ଘରକୁ ପଶି କୌତୁହଳବଶତଃ ପାଣି ଟାଙ୍କିରେ ପଶି ମଜା ନେଉଥିଲା। ଏହା ଦେଖି ଭାଉଜ ବାଥରୁମ୍‌ ଭିତରକୁ ପଶି ରିଜୁ ଗାଧୋଉଥିବା ଟାଙ୍କିର ଢାଙ୍କୁଣୀ ଢାଙ୍କି ଦେଇ ଅନେକ ସମୟଧରି ଚାପି ରଖିଥିଲା। ଫଳରେ ଟାଙ୍କି ପାଣିରେ ଅଣନିଶ୍ୱାସୀ ହୋଇ ରିଜୁର ମୃତ୍ୟୁ ଘଟିଥିଲା।

କାହିଁକି ନାବାଳକ ରିଜୁକୁ ହତ୍ୟା କଲା ଭାଉଜ ?

ରିଜୁ ଘରେ ସମସ୍ତଙ୍କଠାରୁ ସାନ ଓ ଗେହ୍ଲା ଥିଲା। ସମସ୍ତେ ତାକୁ ଭଲ ପାଉଥିଲେ ଓ ସ୍ନେହ କରୁଥିଲେ। ଏକଥା କିନ୍ତୁ ଆଦୌ ସହିପାରୁ ନ ଥିଲେ ଭାଉଜ ପ୍ରିୟଙ୍କା। ଛୋଟ ପିଲାଟିକୁ ସେ ନିଜର ଭଗାରୀ ବୋଲି ଭାବୁଥିଲା। ଦିନେ ସେ ବଡ଼ ହୋଇ ତା' ପାଇଁ କଣ୍ଟା ହେବ ବୋଲି ଅନୁମାନ କରି ରାସ୍ତାରୁ ହଟାଇ ଦେବା ପାଇଁ ଚିନ୍ତା କରୁଥିଲା।

ରିଜୁର ବାପା ଅର୍ଥାତ୍ ପ୍ରିୟଙ୍କାର ଶ୍ୱଶୁର ଏକ ଜୀବନ ବୀମା ପିଲିସି କରିଥିଲେ। ସେଥିରେ ନମିନି ଥିଲା ନାବାଳକ ରିଜୁ। ଏକଥା ପ୍ରିୟଙ୍କାଙ୍କୁ ଆହୁରି ବାଧିଥିଲା। ତେଣୁ ସେ ରିଜୁକୁ ସମ୍ଭବତଃ ମାରିଦେବାକୁ ଭାବୁଥିଲା।

ରିଜୁର ଅସ୍ୱାଭାବିକ ମୃତ୍ୟୁକୁ ସମସ୍ତେ ଏକ ଦୁର୍ଘଟଣା ବୋଲି ଭାବୁଥିଲେ। ରିଜୁ କୌତୁହଳବଶତଃ ପାଣିଟାଙ୍କିରେ ପଶିଯାଇ ଅଣନିଃଶ୍ୱାସୀ ହୋଇ ମରିଯାଇଥିବ ଭାବି ଭାଗ୍ୟକୁ ନିନ୍ଦିବା ଛଡ଼ା ପରିବାର ଲୋକଙ୍କ ପାଖରେ ଆଉ କିଛି ବାଟ ନ ଥିଲା। କିନ୍ତୁ ନୂଆ ହୋଇ ଘରକୁ ଆସିଥିବା ଭାଉଜ ଯେ, ହତ୍ୟାକାରୀ ଏକଥା କେହି ବି ବିଶ୍ୱାସ କରିପାରୁ ନ ଥିଲେ।

କିନ୍ତୁ ରିଜୁକୁ ମାରିବା ପରେ ହତ୍ୟାକାରୀ ଭାଉଜ ନିଜକୁ ଧିକାର କରି ଚାଲିଥିଲା। ସେ ରିଜୁକୁ ମାରି ଠିକ୍ କରିନି ଆଉ ଏ କଥା ସ୍ୱାମୀ ଆଗରେ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲା। ସୋମବାର ରାତିରେ ନିଜେ ପ୍ରିୟଙ୍କା ତାଙ୍କ ସ୍ୱାମୀ ମାନେ ରିଜୁର ବଡ଼ ଭାଇ ସୁବ୍ରତକୁ ସବୁ କଥା କହିଥିଲେ। ସେ ଯେଉଁ ଭୁଲ କରିଛନ୍ତି ସେଥିପାଇଁ କ୍ଷମା ନାହିଁ ବୋଲି ସେ ନିଜେ କହିଥିଲେ। ଏହାପରେ ନିଜେ ସୁବ୍ରତ ତାଙ୍କ ପତ୍ନୀଙ୍କୁ ପୋଲିସ୍ ଜିମା ଦେଇଥିଲେ। ବର୍ତ୍ତମାନ ପ୍ରିୟଙ୍କା ହାଜତରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story