ୟଙ୍ଗ୍‌ ଦିଶିବାକୁ ଚାହୁଁଛନ୍ତି, ପିଅନ୍ତୁ ଏହି ୫ ପ୍ରକାର ଜୁସ୍‌

ଜୁସ୍‌ ପିଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ନିୟମିତ ଜୁସ୍‌ ବା ଫଳ ରସ ପିଇବା ଶରୀର ଲାଗି ଉପକାରୀ। ଏହା ଶରୀରରୁ ଅନେକ ରୋଗ ସହ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଥିଲେ ଦୂର କରିଥାଏ ଓ ରଙ୍ଗ ଫିଟାଇଥାଏ।  ତେବେ ଆସନ୍ତୁ ଜାଣିବା କେଉଁ ଫଳର ରସ ପିଇବା ତ୍ୱଚା ପାଇଁ ଲାଭକାରୀ। କମଳା ରସ: ନିୟମିତ କମଳା ରସ ପିଇବା ଦ୍ୱାରା ମୁହଁରେ ଚମକ ଆସିଥାଏ। କମଳାରେ ଥିବା Citric acid ତ୍ୱଚାକୁ ହାଇଡ୍ରେଡ୍‌ ରଖିବା […]

Fresh-juice (1)

Fresh-juice (1)

Rakesh Mallick
  • Published: Monday, 12 March 2018
  • Updated: 12 March 2018, 10:17 AM IST

Sports

Latest News

ଜୁସ୍‌ ପିଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ନିୟମିତ ଜୁସ୍‌ ବା ଫଳ ରସ ପିଇବା ଶରୀର ଲାଗି ଉପକାରୀ। ଏହା ଶରୀରରୁ ଅନେକ ରୋଗ ସହ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଥିଲେ ଦୂର କରିଥାଏ ଓ ରଙ୍ଗ ଫିଟାଇଥାଏ।  ତେବେ ଆସନ୍ତୁ ଜାଣିବା କେଉଁ ଫଳର ରସ ପିଇବା ତ୍ୱଚା ପାଇଁ ଲାଭକାରୀ।

କମଳା ରସ: ନିୟମିତ କମଳା ରସ ପିଇବା ଦ୍ୱାରା ମୁହଁରେ ଚମକ ଆସିଥାଏ। କମଳାରେ ଥିବା Citric acid ତ୍ୱଚାକୁ ହାଇଡ୍ରେଡ୍‌ ରଖିବା ସହ ସନ୍‌ବର୍ଣ୍ଣରୁ ମୁକ୍ତି ଦେଇଥାଏ। ତ୍ୱଚାର ରିଙ୍କଲ୍ସ ମଧ୍ୟ ଏହା କମାଇବାରେ ସାହାଯ୍ୟ କରେ।

ମୋସମ୍ବି ରସ:  ମୋସମ୍ବି ରସ ତ୍ୱଚା ପାଇଁ ଅତ୍ୟନ୍ତ ଲାଭକାରୀ। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଓ ଭିଟାମିନ ସି ତ୍ୱଚା ଉପରେ କୌଣସି ସଂକ୍ରମଣ ହେବାକୁ ଦିଏ ନାହିଁ। ଏହାସହ ଏହା ରକ୍ତକୁ ଶୁଦ୍ଧ କରିବା ସହ ବ୍ରଣ ସମସ୍ୟା ଦୂର କରେ।

ଡାଳିମ୍ବ ରସ: ଡାଳିମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ। ଏହା ତ୍ୱଚାକୁ ମଧ୍ୟ ଅନେକ ଫାଇଦା ଯୋଗାଇଥାଏ। ଏହା ମୁହଁରେ ନୂତନ କୋଷିକା ନିର୍ମାଣ କରିବାରେ ସହାୟକ ହୋଇଥାଏ। ମୁହଁରେ ବୟସର ଛାପ ସହଜରେ ଆସେନାହିଁ। ଯୁବା ଦିଶିବାକୁ ଚାହୁଁଥିଲେ ନିୟମିତ ଡାଳିମ୍ବ ରସ ସେବନ କରନ୍ତୁ।

ଗାଜର ଜୁସ୍‌: ଗାଜର ଆଖି ସହ ତ୍ୱଚା ପାଇଁ ମଧ୍ୟ ଅତ୍ୟନ୍ତ ଲାଭକାରୀ। ଏହି ରସ ପିଇବା ଦ୍ୱାରା ମୁହଁରେ ପଡୁଥିବା କୁଞ୍ଚନ ରେଖା ଦାଗରୁ ମୁକ୍ତି ମିଳିଥାଏ। ଗାଜର ରକ୍ତ ସଫା କରିଥାଏ। ଏଥିଲାଗି ମୁହଁରେ ଚମକ ଆସିଥାଏ।

ବିଟ୍‌ ଜୁସ୍‌: ଆଇରନ୍‌ ଓ ପୋଟାସିୟମ୍‌ରେ ଭରପୂର ଥିବା ବିଟ୍‌ ରକ୍ତକୁ ସଫା କରିବାରେ ସାହାଯ୍ୟ କରେ। ନିୟମିତ ଏହି ଜୁସ୍‌ ପିଇବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story