୧୨ ଜୁନ୍‌, ମଙ୍ଗଳବାର: ଜାଣନ୍ତୁ କେଉଁମାନେ ପାରିବାରିକ ସମ୍ପର୍କକୁ ନେଇ ସତର୍କ ରହିବେ

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ପାରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି।

ବୃଷ: ବନ୍ଧୁଙ୍କ ସହ ଦେଖା ହୋଇପାରେ। ଉପାହାର ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: କଥାବାର୍ତ୍ତାରେ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। କୌଣସି କଥାକୁ ନେଇ ପରିବାରରେ ଅଶାନ୍ତି ଦେଖାଯାଇପାରେ। ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି।

କର୍କଟ: ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ଅଧିକ ଲାଭ ହେବ। ପରିବାର ସଦସ୍ୟଙ୍କ ସହ ଦୂରସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଆୟ ବୃଦ୍ଧି ହେବ।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆଜି ଦିନରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ପିତାଙ୍କ ସହିତ ମତାନ୍ତର ହୋଇପାରେ।

କନ୍ୟା: ହାଲିଆ ଅନୁଭବ କରିବେ। ପରିବାରରେ ଅଶାନ୍ତି ଦେଖାଯିବ। ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ଅଫିସରେ କୌଣସି କର୍ମଚାରୀଙ୍କ ସହ ଝଗଡ଼ା ହୋଇପାରେ।

ତୁଳା: ଅସୁସ୍ଥ ଅନୁଭବ କରିବେ। କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁଙ୍କ ସହ କଳହ ହେବାର ସମ୍ଭାବନା ରହିଛି। ମାନସିକ ଚିନ୍ତାରେ ରହିପାରନ୍ତି।

ବିଚ୍ଛା: ଚାକିରି କ୍ଷେତ୍ରରେ ଲାଭ ମିଳିବ। ପ୍ରିୟଜନଙ୍କ ଗହଣରେ ଦିନ କଟିବ।  ଭ୍ରମଣରେ ଯାଇପାରନ୍ତି। ଆୟ ବୃଦ୍ଧି ହେବେ।

ଧନୁ: ଆର୍ଥିକ କାରବାର ତଥା ବ୍ୟବସାୟ ପାଇଁ ଦିନଟି ଶୁଭ। ହସଖୁସିରେ ଦିନଟି କଟିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ପାରିବାରିକ ଜୀବନରେ ଶାନ୍ତି ରହିବ।

ମକର: ଆଜି ଦିନଟି ମିଶ୍ର ଫଳଦାୟୀ ରହିବ। ବ୍ୟବସାୟରେ ନୂଆ ଯୋଜନା କରିବେ। ସୃଜନ ଶକ୍ତି ବୃଦ୍ଧି ପାଇବା ସହିତ ଲେଖାପଢ଼ା ପ୍ରତି ଆକୃଷ୍ଟ ହେବେ। ଅସୁସ୍ଥତା ଅନୁଭବ କରିପାରନ୍ତି।

କୁମ୍ଭ: ନକାରାତ୍ମକ ଭାବନାରୁ ଦୂରେଇ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ସତର୍କତା ଅବଲମ୍ବନ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ: ବ୍ୟବସାୟରେ ଅଧିକ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବନ୍ଧୁଙ୍କ ସହ ଦିନଟି କଟିବ। ମାନସମ୍ମାନ ବୃଦ୍ଧି ପାଇବ।

Previous ArticleNext Article

Leave a Reply

Send this to a friend