୧୬ ଜୁନ୍‌,ଶନିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ଅଳସୁଆ ଅନୁଭବ କରିବେ

ମେଷ: ଆର୍ଥିକ ସ୍ଥିତି ଭଲ ରହିବ। ପିଲାଙ୍କୁ ନେଇ ରହିଥିବା ଚିନ୍ତା ଦୂର ହେବ। କର୍ମକ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ।

ବୃଷ: ବ୍ୟବସାୟରେ ଲାଭବାନ ହେବେ। ସମ୍ପତ୍ତିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହେବ। ପରିବାରରେ ହସ ଓ ଖୁସିର ପରିବେଶ ରହିବ।

ମିଥୁନ: ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଶୁଭ ଖବର ମିଳିପାରେ। ପାଚନ କ୍ରିୟାରେ ସମସ୍ୟା ଦେଖା ଦେଇପାରେ।

କର୍କଟ: ଆର୍ଥିକ ସ୍ଥିତି ଭଲ ରହିବ। ସୁସ୍ଥ ରହିବେ। ବ୍ୟବସାୟରେ ଲାଭବାନ ହେବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ସିଂହ: ପରିବାରରେ ବାଦ-ବିବାଦ ଦେଖାଦେଇପାରେ। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। ଅସୁସ୍ଥ ଅନୁଭବ କରିବେ।

କନ୍ୟା: ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

ତୁଳା: ଚାକିରିରେ ପଦନ୍ନୋତିର ଯୋଗ ରହିଛି। ପିଲାଙ୍କ ସଫଳତା ନେଇ ଖୁସି ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ।

ବିଚ୍ଛା: ଅସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ। ପରିବାର ଲୋକଙ୍କ ସହଯୋଗ ମିଳିବ।

ଧନୁ: ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ନୂତନ ଯାନବାହନ କିଣି ପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

ମକର: ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଚାକିରିରେ ପଦନ୍ନୋତି ହୋଇପାରେ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି।

କୁମ୍ଭ: ଅଳସୁଆ ଅନୁଭବ କରିବେ। ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ। ଉପହାର ମିଳିପାରେ।

ମୀନ: ମାନ-ସମ୍ମାନ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ଲାଭବାନ ହେବେ। ବିବାହ ସ୍ଥିର ହୋଇପାରେ।

Previous ArticleNext Article

Send this to a friend