ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ଖରାପ ହେବାରୁ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ଭଲ ନହେବା କାରଣରୁ  ଭୁବନେଶ୍ୱରର ଏକ ଘରୋଇ କଲେଜରେ  ଛାତ୍ରୀ  ମୀନାକ୍ଷୀ ପ୍ରଧାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତା ଛାତ୍ରୀଙ୍କ ଘର ଅସ୍ତରଙ୍ଗରେ  ବୋଲି ଜଣାପଡ଼ିଛି। ମୀନାକ୍ଷୀ  ସେକେଣ୍ଡ ଡିଭିଜନ୍‌ ପାଇଥିଲେ। ଏଥିରେ ସେ ଭାରସାମ୍ୟ ହରାଇ ହଷ୍ଟେଲରେ କେହି ନ ଥିବା ବେଳେ  ଆତ୍ମହତ୍ୟା କରିଥିଲେ। ସୂଚନାଯୋଗ୍ୟ, ପରୀକ୍ଷାଫଳ ବାହାରିବା ପରେ ପରିବାର ଲୋକ ତାଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ତାହା ସତ୍ତ୍ୱେ ସେ ହଷ୍ଟେଲ ରୁମ୍‌ […]

s

s

Rakesh Mallick
  • Published: Friday, 13 May 2016
  • Updated: 14 May 2016, 04:34 PM IST

Sports

Latest News

sଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ଭଲ ନହେବା କାରଣରୁ  ଭୁବନେଶ୍ୱରର ଏକ ଘରୋଇ କଲେଜରେ  ଛାତ୍ରୀ  ମୀନାକ୍ଷୀ ପ୍ରଧାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତା ଛାତ୍ରୀଙ୍କ ଘର ଅସ୍ତରଙ୍ଗରେ  ବୋଲି ଜଣାପଡ଼ିଛି।

ମୀନାକ୍ଷୀ  ସେକେଣ୍ଡ ଡିଭିଜନ୍‌ ପାଇଥିଲେ। ଏଥିରେ ସେ ଭାରସାମ୍ୟ ହରାଇ ହଷ୍ଟେଲରେ କେହି ନ ଥିବା ବେଳେ  ଆତ୍ମହତ୍ୟା କରିଥିଲେ।

ସୂଚନାଯୋଗ୍ୟ, ପରୀକ୍ଷାଫଳ ବାହାରିବା ପରେ ପରିବାର ଲୋକ ତାଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ତାହା ସତ୍ତ୍ୱେ ସେ ହଷ୍ଟେଲ ରୁମ୍‌ ଭିତରକୁ ଯାଇ କବାଟ ଦେଇ ଆତ୍ମହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos