ରାସ୍ତା କଡ଼ରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

Kalahandi

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ମୂଷାନାଳ ଗାଁ ରାସ୍ତା ପାର୍ଶ୍ୱରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟଙ୍କ ପାଟିରୁ ଫେଣ ବାହାରୁଥିବାରୁ ବିଷୟ କ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମାତ୍ର ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଓ ପରିଚୟ ଜଣାପଡ଼ିନି। ମୃତଦେହ ପଡ଼ିଥିବା ସ୍ଥାନରୁ ଗୋଟିଏ ବାଇକ ମଧ୍ୟ ମିଳିଛି।

Previous ArticleNext Article

Send this to a friend