ଜାଣନ୍ତୁ କେଉଁ ୨ଟି ଜିନିଷ ଠାକୁର ଘରେ ରହିଲେ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି

Lakshmi-maa

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଧନସମ୍ପଦ, ସୌଭାଗ୍ୟ ଏବଂ ସୁଖ ସମୃଦ୍ଧିର ଦେବୀ ହେଉଛନ୍ତି ଲକ୍ଷ୍ମୀ। ସେ ଅସନ୍ତୁଷ୍ଟ ହେଲେ ଘରେ ଅଭାବ ଦେଖାଦିଏ। ତେଣୁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି। କିଛି ଲୋକ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ନାନ ପୂଜା ପାଠ ମଧ୍ୟ କରନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ନାହିଁ। ଠାକୁର ଘରେ ‘ଶ୍ରୀଯନ୍ତ୍ର’ ଓ ‘ଲାଲ କପଡାରେ ଗୁଡା ହୋଇଥିବା ନଡିଆ’କୁ ନେଇ ଠାକୁର ଘରେ ରଖନ୍ତୁ । ଏହାଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

Previous ArticleNext Article

Send this to a friend