କେତେ ଆସିଲେଣି ଗଲେଣି,ମୋର କିଏ କ’ଣ କରିବ: ତାରା

ଜୟପୁର: ୪ ଜଣ କଂଗ୍ରେସ ବିଧାୟକ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କୁ ଭେଟିବା ମୋ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏମିତି କେତେ ନେତା ଆସିଲେଣି ଗଲେଣି। ମୋର କେହି କିଛି କରିପାରିବେ ନାହିଁ। ମୁଁ ‘ମୁଁ’କୁ କଡ଼ା ବିରୋଧ କରେ ବୋଲି ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି। ସେ କହିଛନ୍ତି,“କଂଗ୍ରେସ ବଞ୍ଚିବା ଦରକାର। ହାଇକମାଣ୍ଡଙ୍କ ପାଖକୁ କିଏ ଗଲା, କିଏ ନ ଗଲା କିଛି ଫରକ ପକାଇବ […]

tara

tara

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 06:37 PM IST

Sports

Latest News

taraଜୟପୁର: ୪ ଜଣ କଂଗ୍ରେସ ବିଧାୟକ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କୁ ଭେଟିବା ମୋ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏମିତି କେତେ ନେତା ଆସିଲେଣି ଗଲେଣି। ମୋର କେହି କିଛି କରିପାରିବେ ନାହିଁ। ମୁଁ ‘ମୁଁ’କୁ କଡ଼ା ବିରୋଧ କରେ ବୋଲି ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି।

ସେ କହିଛନ୍ତି,“କଂଗ୍ରେସ ବଞ୍ଚିବା ଦରକାର। ହାଇକମାଣ୍ଡଙ୍କ ପାଖକୁ କିଏ ଗଲା, କିଏ ନ ଗଲା କିଛି ଫରକ ପକାଇବ ନାହିଁ। ଭବିଷ୍ୟତ କହିବ ଭାଲୁ ବାହିନୀପତି, ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳ ନୁହେଁ। ମୁଁ ଲଢି ଲଢି ଏତେ ବାଟ ଆସିଛି। ଆହୁରି କେତେ ବାଟ ଯିବି ଓ କେତେ ଲଢେଇ ଲଢିବି ଭବିଷ୍ୟତ କହିବ।”

ଅବିଭକ୍ତ କୋରାପୁଟର ୩ ଜଣ ବିଧାୟକ ଦିଲ୍ଲୀ ଯିବାକୁ ନେଇ ସେ କହିଛନ୍ତି,“ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ କାହାକୁ ମନା ନାହିଁ। ଯିଏ ଚାହିଁବେ ସେ ମିଶିବେ। ଗାଁ ଗହଳିରେ ବୁଲିଲେ ପଞ୍ଚାୟତ ନିର୍ବାଚନର ସଫଳତା ମିଳିଥାଏ। କାହାର କେତେ ଦମ୍‌ ଅଛି ଆସନ୍ତା ପଞ୍ଚାୟତ ନିର୍ବାଚନରେ ଜଣାପଡିବ।”

ସେ କହିଛନ୍ତି,“ସାଧାରଣ ଜନତା ହାଇକମାଣ୍ଡଙ୍କ ପାଖକୁ ମୋ ବିରୋଧରେ ଅଭିଯୋଗ ନେଇ ଗଲେ ମୁଁ ଭୟଭୀତ ହେବି। ମୋ ନେତା ହେଉଛନ୍ତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ। ମୁଁ ଯେଉଁ ଷ୍ଟାଣ୍ଡ ନିଏ, ସେଥିରେ କାଏମ ରହେ। ରାଜନୀତି କଲେ କରିବୁ ନ କଲେ ଘରେ ରହିବୁ। କାହାରିଙ୍କୁ ଡରିବାର ନାହିଁ।”

୪ ବିଧାୟକ କାହିଁକି ଦିଲ୍ଲୀ ଯାଇଥିଲେ ଓ ରାହୁଲଙ୍କ ସହ କ’ଣ ଆଲୋଚନା କଲେ ଏ ନେଇ ମୋ ପାଖରେ କିଛି ଖବର ନାହିଁ। ବିରୋଧୀ ଦଳ ନେତା ଏ ନେଇ ଜାଣିଛନ୍ତି କି ନାହିଁ ମୁଁ କିଛି କହିପାରିବେ ନାହିଁ ବୋଲି ତାରା କହିଛନ୍ତି।

ସେ ଆହୁରି କହିଛନ୍ତି,“ମୁଁ ସବୁବେଳେ କହିଛି, ଏଆଇସିସିର କାମ ହେଉଛି ସମସ୍ତଙ୍କୁ ନେଇ ଚାଲିବା। ଯଦି କେହି ବ୍ରିଟିଶ ପଲିସି (ଡିଭାଇଡ୍‌ ଏଣ୍ଡ ରୁଲ୍‌) କରିବେ କିଛି ଅସୁବିଧା ନାହିଁ। ମୁଁ କ’ଣ କସରତ କରୁଛି ଯେ ଦୁର୍ବଳ ହୋଇଯିବି?”

ଗତକାଲି ୪ଜଣ ଏସସି/ଏସଟି ବିଧାୟକ ଜ୍ୟାକବ ପ୍ରଧାନ, କୃଷ୍ଣଚନ୍ଦ୍ର ଶଗରିଆ, କୈଳାସ କୁଲେସିକା ଓ ଭୁଜବଳ ମାଝି ରାହୁଲ ଗାନ୍ଧୀଙ୍କୁ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଭେଟି ଥିଲେ। ଏହି ବିଧାୟକମାନେ ରାହୁଲଙ୍କ ସହ ପଞ୍ଚାୟତ ନିର୍ବାଚନ ରଣନୀତି, କଳାହାଣ୍ଡି ଓ କନ୍ଧମାଳ ଘଟଣା ନେଇ ଆଲୋଚନା କରିଥିଲେ ବୋଲି ଓଡ଼ିଶା ପ୍ରଭାରୀ ବି.କେ. ହରିପ୍ରସାଦ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story