ଆସିବ ‘ଅକ୍ସିଟେକ୍‌’ ମଶା, ଆଉ ହେବନି ମ୍ୟାଲେରିଆ

ନୂଆଦିଲ୍ଲୀ: ଲୋକଙ୍କୁ ଆଉ ମ୍ୟାଲେରିଆ ଜ୍ୱର ହେବ ନାହିଁ। ଆପଣ ଭାବୁଥିବେ ଯେଉଁ ଜ୍ୱର ବର୍ଷ ବର୍ଷ ଧରି ଲୋକଙ୍କୁ ଅତିଷ୍ଠ କରୁଛି, ତାହା ମୂଳପୋଛ କେମିତି ହେବ? ସଂକ୍ରମିତ ମାଈ ଏନୋଫିଲିସ୍‌ ମଶା କାମୁଡ଼ିଲେ ମ୍ୟାଲେରିଆ ହୋଇଥାଏ। ଆଉ ଏହି ମଶାକୁ ମାରି ମ୍ୟାଲେରିଆକୁ ପୂରାପୂରି ଶେଷ କରିବାକୁ ଏକ ବିଶେଷ ପ୍ରକାରର ମଶା ସୃଷ୍ଟି କରାଯିବ। ଏମାନେ ମାଈ ମଶାଙ୍କ ସହ ସମ୍ଭୋଗ କରିବେ ଓ ଏହା ପରେ ଦୁହିଁଙ୍କର ମୃତ୍ୟୁ ହୋଇଯିବ। ମାଇକ୍ରୋସଫ୍ଟ […]

maleria

maleria

Rakesh Mallick
  • Published: Monday, 25 June 2018
  • Updated: 25 June 2018, 01:33 PM IST

Sports

Latest News

ନୂଆଦିଲ୍ଲୀ: ଲୋକଙ୍କୁ ଆଉ ମ୍ୟାଲେରିଆ ଜ୍ୱର ହେବ ନାହିଁ। ଆପଣ ଭାବୁଥିବେ ଯେଉଁ ଜ୍ୱର ବର୍ଷ ବର୍ଷ ଧରି ଲୋକଙ୍କୁ ଅତିଷ୍ଠ କରୁଛି, ତାହା ମୂଳପୋଛ କେମିତି ହେବ? ସଂକ୍ରମିତ ମାଈ ଏନୋଫିଲିସ୍‌ ମଶା କାମୁଡ଼ିଲେ ମ୍ୟାଲେରିଆ ହୋଇଥାଏ। ଆଉ ଏହି ମଶାକୁ ମାରି ମ୍ୟାଲେରିଆକୁ ପୂରାପୂରି ଶେଷ କରିବାକୁ ଏକ ବିଶେଷ ପ୍ରକାରର ମଶା ସୃଷ୍ଟି କରାଯିବ। ଏମାନେ ମାଈ ମଶାଙ୍କ ସହ ସମ୍ଭୋଗ କରିବେ ଓ ଏହା ପରେ ଦୁହିଁଙ୍କର ମୃତ୍ୟୁ ହୋଇଯିବ। ମାଇକ୍ରୋସଫ୍ଟ କମ୍ପାନିର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଏହି ମଶା ସୃଷ୍ଟି କରିବା ପାଇଁ ଏକ ପ୍ରୋଜେକ୍ଟକୁ ୨୭ କୋଟି ଟଙ୍କା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ବିଲ୍‌ ଏବଂ ମିଲିଣ୍ଡା ଫାଉଣ୍ଡେସନ୍‌ ଏହି ମଶାକୁ ସୃଷ୍ଟି କରିବେ। ଆଶା କରାଯାଉଛି ଯେ ଗୋଟିଏ ପିଢ଼ି ଭିତରେ ଏହା ମ୍ୟାଲେରିଆ ଜ୍ୱରକୁ ଶେଷ କରିବାରେ ସକ୍ଷମ ହେବ। ଯେଉଁଥିରେ ଏପରି ନୂଆ ମଶା ସୃଷ୍ଟି କରାଯିବ ସେମାନେ ମ୍ୟାଲେରିଆ ବିସ୍ତାର କରୁଥିବା ମଶାଙ୍କୁ ସବୁଦିନ ପାଇଁ ଶେଷ କରିଦେବେ।  ଏହି ମଶାର ନାମ ଅକ୍ସିଟେକ୍‌ ରଖାଯାଇଛି।

ଏହି ମଶା ବିଷୟରେ ଆଉ କିଛି ତଥ୍ୟ

Nypost.comର ରିପୋର୍ଟ ଅନୁସାରେ ଅକ୍ସିଟେକ ଗୋଟିଏ କିଲର୍‌ ସେକ୍ସ ମଶା ଯାହାକୁ ୨୦୨୦ ମଧ୍ୟରେ ପରୀକ୍ଷଣ ପାଇଁ ସୃଷ୍ଟି କରାଯିବ।

ମଶାଙ୍କ ଜିନ୍‌ରେ ପରିବର୍ତ୍ତନ କରାଯାଇ ଏହି ନୂଆ ପୁରୁଷ ମଶା ସୃଷ୍ଟି କରାଯିବ। କେବଳ ମାଈ ମଶା ହିଁ ମଣିଷକୁ କାମୁଡ଼ିଥାଏ। ଜିନ୍‌ ପରିବର୍ତ୍ତନ ପରେ ଅଣ୍ଡିରା ମଶାମାନେ ମଣିଷଙ୍କର କୌଣସି କ୍ଷତି କରିବେ ନାହିଁ। ନୂଆ ମଶାଙ୍କର ଜିନ୍‌ ଏପରି ରହିବ ଯେପରିକି ସେମାନେ ସୀମିତ ସମୟ ମଧ୍ୟରେ ମାଈ ମଶାଙ୍କୁ ମାରି ଦେବେ। ଯଦି ମାଈ ମଶା ନୂଆ ମଶାଙ୍କୁ ଜନ୍ମ ଦିଏ, ତେବେ ବୟସ୍କ ହେବା ପୂର୍ବରୁ ସେମାନଙ୍କର ମୃତ୍ୟୁ ହେବ। ମଶାମାନେ ବୟସ୍କ ହେବା ପରେ ହିଁ ମଣିଷଙ୍କୁ କାମୁଡ଼ିଥାନ୍ତି। କିନ୍ତୁ ଜିନ୍‌ ପରିବର୍ତ୍ତନ ଯୋଗୁଁ ସମୟ ପୂର୍ବରୁ ଏମାନଙ୍କର ମୃତ୍ୟୁ ହେବ। ଇଂଲଣ୍ଡର ଏକ କମ୍ପାନୀ ଏହି ଅକ୍ସିଟେକ୍‌ ମଶାଙ୍କୁ ତିଆରି କରିବେ ଯାହାକୁ ‘ବନ୍ଧୁ ମଶା’ ବୋଲି ମଧ୍ୟ କୁହାଯିବ।

ଅକ୍ସିଟେକ୍‌ ମଶା ପୂର୍ବରୁ ଜିକା ଭାଇରସ୍‌କୁ ରୋକିବା ପାଇଁ ଜିନ୍‌- ଇଞ୍ଜିନିୟର୍ଡ ମଶା ସୃଷ୍ଟି କରାଯାଇଥିଲା । ଏକ ରିପୋର୍ଟ ମୁତାବକ ଏହା ଯୋଗୁଁ ଜିକା ଭାଇରସ୍‌ ବିସ୍ତାରରେ ସହଯୋଗ କରୁଥିବା ମଶାଙ୍କ ସଂଖ୍ୟା ୯୦ପ୍ରତିଶତ କମ୍‌ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story