କଫି ବଢ଼ାଏ ସୌନ୍ଦର୍ଯ୍ୟ: ଜାଣନ୍ତୁ କେମିତି ବ୍ୟବହାର କରିବେ?

ଅନେକ ଲୋକ ଚାହାଠୁ ଅଧିକ କଫି ପିଇବାକୁ ଭଲ ପାଆନ୍ତି। ସକାଳୁ ଗୋଟାଏ କପ୍‌ କଫି ପିଇ ଦେଲେ ଦିନ ସାରା ସତେଜ ଅନୁଭବ ହୁଏ। ଶରୀର ମାନ୍ଦା ଲାଗେ ନାହିଁ। କଫିରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ଶରୀରକୁ ଅନେକ ଫଇଦା ଦେଇଥାଏ। ହେଲେ ଆପଣ ଜାଣିଛନ୍ତି କି କଫି ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ? ଆସନ୍ତୁ ଜାଣିବା କଫି କେମିତି ସୌନ୍ଦର୍ଯ୍ୟ ବଢ଼ାଇଥାଏ। ୧- କଫିକୁ ମହୁ ସହ ମିଶାଇ ସ୍କ୍ରବ ଭାବେ […]

coffeecopy

coffeecopy

Rakesh Mallick
  • Published: Thursday, 07 June 2018
  • Updated: 07 June 2018, 09:37 AM IST

Sports

Latest News

ଅନେକ ଲୋକ ଚାହାଠୁ ଅଧିକ କଫି ପିଇବାକୁ ଭଲ ପାଆନ୍ତି। ସକାଳୁ ଗୋଟାଏ କପ୍‌ କଫି ପିଇ ଦେଲେ ଦିନ ସାରା ସତେଜ ଅନୁଭବ ହୁଏ। ଶରୀର ମାନ୍ଦା ଲାଗେ ନାହିଁ। କଫିରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ଶରୀରକୁ ଅନେକ ଫଇଦା ଦେଇଥାଏ। ହେଲେ ଆପଣ ଜାଣିଛନ୍ତି କି କଫି ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ? ଆସନ୍ତୁ ଜାଣିବା କଫି କେମିତି ସୌନ୍ଦର୍ଯ୍ୟ ବଢ଼ାଇଥାଏ।

୧- କଫିକୁ ମହୁ ସହ ମିଶାଇ ସ୍କ୍ରବ ଭାବେ ବ୍ୟବହାର କଲେ ମୁହଁରେ ଥିବା ଡେଡ୍ ସ୍କିନ୍‌ ସବୁ ସଫା ହୋଇଯାଏ। ଏହାସହ ସ୍କିନ୍‌କୁ ମଶ୍ଚରାଇଜ କରି ଶୁଷ୍କପଣ ଦୂର କରିଥାଏ।

୨-  ରୁକ୍ଷ ଓ ଝଡ଼ୁଥିବା ଚୁଟିକୁ ନେଇ ଚିନ୍ତିତ ଅଛନ୍ତି କି? ତେବେ କଫିର ବ୍ୟବହାର ଫାଇଦା ଦେବ। କଫି ବ୍ୟବହାର କଲେ ଚୁଟି ଝଡ଼ିବା କମିଯାଇଥାଏ। ମେହେନ୍ଦିରେ କଫି ମିଶାଇ କରି ଚୁଟିରେ ଲଗାନ୍ତୁ। ଏହାଦ୍ୱାରା ଚୁଟି ଝଡ଼ିବା ସମସ୍ୟା ଦୂର ହେବ। ଏହା ସହ ଚୁଟି କଳା ହେବ।

୩- କଫି ପାଉଡରରେ ଟି-ଟ୍ରି ଅଏଲ ମିଶାଇ ମୁହଁରେ ମାଲିସ କଲେ ବର୍ଦ୍ଧିତ ବୟସର ଲକ୍ଷଣ କମ୍‌ ଦେଖାଯାଏ ଓ ଚେହେରାରେ ଚମକ ଆସିଥାଏ।

୪-  ମୁହଁରେ କଫି ମାଲିସ କଲେ ତେଲିଆ ଅଂଶ ଓ ବ୍ଲାକହେଡ୍ସ୍ ସମସ୍ୟା ଦୂର ହୋଇଥାଏ।

coffeemask୫- କଫିରେ ଥିବା ଆଣ୍ଟି ଅକ୍ସିଡ଼େଣ୍ଟ୍ ଚେହରାରେ ଗୋରାପଣ ଆଣିଥାଏ। ଆପଣ ଏହା ମସାଜ କିମ୍ବା ଫେସପ୍ୟାକ୍‌ ପରି ବ୍ୟବହାର କରିପାରିବେ।

୬-  କଫିରେ ଆଣ୍ଟି ଇମ୍ଫ୍ଲୋମେଟାରୀ ଗୁଣ ରହିଛି। ଏହାଦ୍ୱାରା ଆଖିତଳ କଳା ଦାଗର ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ଆଖି ଯଦି ଫୁଲିଥାଏ, ଏହା ତାକୁ ମଧ୍ୟ କମ୍‌ କରିଥାଏ।

୭- ମୁହଁରେ କଫିର ପେଷ୍ଟ ଲଗାଇବା ଦ୍ୱାରା ଏଥିରେ ଚମକ ଆସିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story