ଆପଣଙ୍କୁ ବାରମ୍ବାର ଏସିଡିଟି ହେଉଛି କି ? ଜାଣନ୍ତୁ କ’ଣ ସବୁ ଖାଇବା ଉଚିତ

ଆଜିକାଲି ଲୋକଙ୍କ ଜୀବନଶୈଳୀ ବଦଳିବାରେ ଲାଗିଛି। ବ୍ୟସ୍ତବହୁଳ ଜୀବନରେ ଖାଇବାପିଇବା ପ୍ରତି ଉଚିତ ଧ୍ୟାନ ଦେଉ ନାହାଁନ୍ତି। ଏଥିପାଇଁ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ୁଛି। ଖାଇବାପିଇବାରେ ଅନିୟମିତତା ଅବା ଅନୁଚିତ ଖାଦ୍ୟାଭ୍ୟାସ ଯୋଗୁଁ ଅନେକ ଲୋକ ଏସିଡିଟି ଭଳି ସମସ୍ୟାରେ ପଡୁଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଖାଉଛନ୍ତି। ବାରମ୍ବାର ଔଷଧ ଖାଇବା ଦ୍ୱାରା ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଏ, ଯାହା ସ୍ୱାସ୍ଥ୍ୟାବସ୍ଥାକୁ ଜଟିଳ କରି ଦିଏ। ବାରମ୍ବାର […]

health

health

Rakesh Mallick
  • Published: Sunday, 03 June 2018
  • Updated: 03 June 2018, 03:45 PM IST

Sports

Latest News

ଆଜିକାଲି ଲୋକଙ୍କ ଜୀବନଶୈଳୀ ବଦଳିବାରେ ଲାଗିଛି। ବ୍ୟସ୍ତବହୁଳ ଜୀବନରେ ଖାଇବାପିଇବା ପ୍ରତି ଉଚିତ ଧ୍ୟାନ ଦେଉ ନାହାଁନ୍ତି। ଏଥିପାଇଁ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ୁଛି। ଖାଇବାପିଇବାରେ ଅନିୟମିତତା ଅବା ଅନୁଚିତ ଖାଦ୍ୟାଭ୍ୟାସ ଯୋଗୁଁ ଅନେକ ଲୋକ ଏସିଡିଟି ଭଳି ସମସ୍ୟାରେ ପଡୁଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଖାଉଛନ୍ତି। ବାରମ୍ବାର ଔଷଧ ଖାଇବା ଦ୍ୱାରା ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଏ, ଯାହା ସ୍ୱାସ୍ଥ୍ୟାବସ୍ଥାକୁ ଜଟିଳ କରି ଦିଏ।

ବାରମ୍ବାର ଏସିଡିଟିର ଶିକାର ହେଉଥିବା ଲୋକେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଇବା ସହିତ ସେମାନଙ୍କ ଖାଦ୍ୟାଭାସରେ ପରିବର୍ତ୍ତନ କରିବା ଜରୁରୀ। ତା’ସହ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ କରିବା ଆବଶ୍ୟକ। ଠିକ୍ ସମୟରେ ଉଚିତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଏସିଡିଟି ସମସ୍ୟା ଦୂର କରାଯାଇପାରିବ। ପ୍ରତିଦିନ ସେହି ସବୁ ଖାଦ୍ୟକୁ ଖାଇବା ଉଚିତ, ଯାହାକୁ ଖାଇଲେ ଏସିଡିଟି ସମସ୍ୟା ଦୂର ହୋଇଥାଏ ଓ  ପୋଷକତତ୍ତ୍ୱ ମିଳିଥାଏ।

ତା’ହେଲେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ୱାରା ଏସିଡିଟିରୁ ମୁକ୍ତି ମିଳିଥାଏ

Watermelonsତରଭୁଜ- ଏଥିରେ ପ୍ରଚୁର ମାତ୍ରାରେ ପାଣି, ଆଣ୍ଟି ଅକ୍ସିଡେଣ୍ଟ ଓ ଫାଇବର ରହିଥାଏ। ତରଭୁଜ ଖାଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ ପରିମାଣ ଠିକ୍ ରହେ ଓ ପେଟ ଥଣ୍ଡା ରହେ। ଏହା ସହିତ ଶରୀରର ପିଏଚ୍ ସ୍ତର କମ୍ ରହିଥାଏ, ଯାହା ଦ୍ୱାରା ଏସିଡିଟି କମ୍ ହୋଇଥାଏ।

Coconut waterପଇଡ଼ପାଣି- ପଇଡ଼ ପାଣି ଶରୀର ପାଇଁ ବହୁତ ଉପକାରୀ। ଏହା ଶରୀରରୁ ଜଳୀୟ ଅଂଶ କମିବାକୁ ଦେଇ ନ ଥାଏ। ତା’ସହ ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ। ପଇଡ଼ ପାଣି ଶରୀରରୁ ଟକସିନ୍ ବାହାର କରିଦିଏ, ଯାହା ଦ୍ୱାରା ଏସିଡିଟି ଦୂର ହାଇଥାଏ।

babana1କଦଳୀ- କଦଳୀ ଏପରି ଏକ ଫଳ ଯେଉଁଥିରେ ପୋଟାସିୟମ ଓ ଆଣ୍ଟିଅକ୍ସିଡେଣ୍ଟ ଭରପୂର ମାତ୍ରାର ରହିଥାଏ। ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଫାଇବର ମଧ୍ୟ ଥାଏ। କଦଳୀ ଖାଇବା ଦ୍ୱାରା ଏସିଡିଟିରୁ ମୁକ୍ତି ମିଳିଥାଏ।

babana1କାକୁଡ଼ି- କାକୁଡ଼ିର ପ୍ରଚୁର ପରିମାଣରେ ଜଳ ରହିଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ଜଳର ମାତ୍ରା କମ୍ ହୋଇ ନ ଥାଏ। କାକୁଡ଼ି ଶରୀରରୁ ଏସିଡ୍ ରିଫ୍ଲେକସ୍ କମ୍ କରିଥାଏ। ଫଳରେ ଏସିଡିଟି ସମସ୍ୟା କମ୍ ହୋଇଥାଏ।

milkଥଣ୍ଡା କ୍ଷୀର- କ୍ଷୀର ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ସେହିଭଳି ଥଣ୍ଡା କ୍ଷୀର ଏସିଡିଟି ସମସ୍ୟା ଦୂର କରିଥାଏ। ଏସିଡିଟି ହେଲେ ପେଟରେ ଜଳା ପୋଡ଼ା ହୋଇଥାଏ। ଥଣ୍ଡା କ୍ଷୀର ପିଇଲେ ସେଥିରୁ ଆରାମ ମିଳେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story