ଜାଣନ୍ତୁ କ’ଣ କଲେ ଘରେ ଅଭାବ ଲାଗି ରହେନାହିଁ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ପ୍ରତ୍ୟେକ ମଣିଷ ଧନୀ ହେବାକୁ ଚାହେଁ। ଧନ ପ୍ରାପ୍ତି ପାଇଁ ଦିନରାତି ପରିଶ୍ରମ କରେ। କିଛି ଲୋକ ଅଛନ୍ତି ଅର୍ଥ ଅର୍ଜନ କରିବା ପାଇଁ ପୂଜା ପାଠ ମଧ୍ୟ କରନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଅଭାବ ଦୂର କରିବାର ଏବଂ ଅର୍ଥ ଉପାର୍ଜନା କରିବାର ଆଉ ଏକ ଉପାୟ ରହିଛି। ସୋରିଷ ତେଲରେ ସିନ୍ଦୂର ଗୋଳାଇ ମୁଖ୍ୟ ଦ୍ୱାର କବାଟରେ ଟିକା ଟିଏ ଲଗାନ୍ତୁ। ଏହାଦ୍ୱାରା ଘରୁ ଅଭାବ ଦୂର ହୋଇଥାଏ।</p> <p>&amp;nbsp;</p>

Ordigital Desk
  • Published: Saturday, 17 March 2018
  • Updated: 17 March 2018, 01:04 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ପ୍ରତ୍ୟେକ ମଣିଷ ଧନୀ ହେବାକୁ ଚାହେଁ। ଧନ ପ୍ରାପ୍ତି ପାଇଁ ଦିନରାତି ପରିଶ୍ରମ କରେ। କିଛି ଲୋକ ଅଛନ୍ତି ଅର୍ଥ ଅର୍ଜନ କରିବା ପାଇଁ ପୂଜା ପାଠ ମଧ୍ୟ କରନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଅଭାବ ଦୂର କରିବାର ଏବଂ ଅର୍ଥ ଉପାର୍ଜନା କରିବାର ଆଉ ଏକ ଉପାୟ ରହିଛି। ସୋରିଷ ତେଲରେ ସିନ୍ଦୂର ଗୋଳାଇ ମୁଖ୍ୟ ଦ୍ୱାର କବାଟରେ ଟିକା ଟିଏ ଲଗାନ୍ତୁ। ଏହାଦ୍ୱାରା ଘରୁ ଅଭାବ ଦୂର ହୋଇଥାଏ।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos