ଅନେକ ରୋଗର ମହୌଷଧି ଆଖୁ ରସ, ଜାଣନ୍ତୁ କେମିତି କରିବେ ସେବନ

ଆଖୁ ରସ କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ, ଏହା ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ସାଧାରଣତଃ ଆମେ ରାସ୍ତାକଡ଼ରେ ମେସିନ୍‌ ସାହାଯ୍ୟରେ ଆଖୁରୁ ବାହାର କରାଯାଉଥିବା ରସକୁ  ପିଇଥାଉ। କିନ୍ତୁ ମେସିନ୍ ଯୋଗେ ଆଖୁରୁ ଯେଉଁ ରସ ବାହାର କରାଯାଏ ତାହା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ନୁହେଁ। କାରଣ ମେସିନ୍‌ ଦ୍ୱାରା ବାହାରୁ ଥିବା ଆଖୁ ରସ ସଂକ୍ରମିତ ମଧ୍ୟ ହୋଇପାରେ। ଆଖୁକୁ ଦାନ୍ତରେ ଚୋବାଇ ତା’ର ରସ ଶୋଷିଲେ ଶରୀର ପାଇଁ […]

sugarcanejuice

sugarcanejuice

Rakesh Mallick
  • Published: Monday, 29 January 2018
  • Updated: 29 January 2018, 12:16 PM IST

Sports

Latest News

ଆଖୁ ରସ କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ, ଏହା ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ସାଧାରଣତଃ ଆମେ ରାସ୍ତାକଡ଼ରେ ମେସିନ୍‌ ସାହାଯ୍ୟରେ ଆଖୁରୁ ବାହାର କରାଯାଉଥିବା ରସକୁ  ପିଇଥାଉ। କିନ୍ତୁ ମେସିନ୍ ଯୋଗେ ଆଖୁରୁ ଯେଉଁ ରସ ବାହାର କରାଯାଏ ତାହା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ନୁହେଁ। କାରଣ ମେସିନ୍‌ ଦ୍ୱାରା ବାହାରୁ ଥିବା ଆଖୁ ରସ ସଂକ୍ରମିତ ମଧ୍ୟ ହୋଇପାରେ। ଆଖୁକୁ ଦାନ୍ତରେ ଚୋବାଇ ତା’ର ରସ ଶୋଷିଲେ ଶରୀର ପାଇଁ ଅଧିକ ଉପକାରୀ ହୋଇଥାଏ। ତା’ହେଲେ ଆସନ୍ତୁ ଆଖୁ ରସ ସେବନ କଲେ କ’ଣ ସବୁ ଫାଇଦା ମିଳେ ସେ ସଂପର୍କରେ ଜାଣିବା।

  • ଆୟୁର୍ବେଦ ଅନୁସାରେ ଆଖୁକୁ ଦାନ୍ତରେ ଚୋବାଇ ରସ ଶୋଷିବା ଦ୍ୱାରା ଦାନ୍ତ ମଜଭୁତ ହୁଏ।
  • ଶରୀରରୁ କଫ, ମୂତ୍ର ସମ୍ୱନ୍ଧୀୟ ରୋଗ ଓ ରକ୍ତ ପିତ୍ତ ପରି ସମସ୍ୟା ଦୂର ହୋଇଥାଏ। ଆଖୁ ରସ ବୀର୍ଯ୍ୟବର୍ଦ୍ଧକ ମଧ୍ୟ।
  • ପେଟରେ ଷ୍ଟୋନ୍‌ ସମସ୍ୟା ପାଇଁ ଆଖୁ ଖାଇବା ଅତ୍ୟନ୍ତ ଭଲ। କିଛି ଦିନ ନିୟମିତ ଭାବେ ସକାଳେ ଆଖୁକୁ ଦାନ୍ତରେ ଚୋବାଇ ତାର ରସ ସେବନ କରନ୍ତୁ। ଏହା ଦ୍ୱାରା ପେଟରେ ଥିବା ପଥର ଗୁଣ୍ଡ ହୋଇ ବାହାରକୁ ଚାଲିଆସେ।
  • ଏକ କପ୍ ଆଖୁ ରସରେ ଅଧା କପ୍ ଡାଳିମ୍ୱ ରସ ମିଶାଇ ପିଇବା ଦ୍ୱାରା ରକ୍ତ ସଫା ହୁଏ ଓ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ।
  • ପିତ୍ତ କାରଣରୁ ବାନ୍ତି ହେଉଥିଲେ ଏକ ଗ୍ଲାସ୍ ଆଖୁ ରସରେ ଦୁଇ ଚାମଚ ମହୁ ମିଶାଇ ପିଇଲେ ଆରାମ ମିଳିଥାଏ।
  • ଆଖୁ ରସ ନିୟମିତ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।

ତେବେ ଶରୀରରେ କୌଣସି ପ୍ରକାର ସମସ୍ୟା ଥିଲେ ଆଖୁ ରସ ସେବନ କରିବା ପୂର୍ବରୁ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ ନେଲେ ଭଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story