ଜାଣନ୍ତୁ କେଉଁ କୋଣରେ ଘର ତିଆରି କଲେ ଅଶୁଭ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସମସ୍ତଙ୍କର ଇଚ୍ଛା ଥାଏ ଗୋଟେ ସୁନ୍ଦର ଘର ତିଆରି କରିବା। ଆପଣଙ୍କର ମଧ୍ୟ ଇଚ୍ଛା ଥିବ। ହେଲେ ଏସବୁ ଏତେ ସହଜ ନୁହେଁ। ଗୋଟେ ଘର କରିବା ପୂର୍ବରୁ ଆମକୁ ବିଭିନ୍ନ ଦିଗ ଉପରେ ଚିନ୍ତା କରିବାକୁ ହୁଏ। ଜମିଟି ଠିକ୍&zwnj; ସ୍ଥାନରେ ଅଛି କି ନାହିଁ। ଜମି ଆଖପାଖରେ କିଛି ଶ୍ମଶାନ ନାହିଁ ତ? କେଉଁ ବାରରେ ଘର ତିଆରି ଆରମ୍ଭ କଲେ ଶୁଭ ହେବ। ଏମିତି ଅନେକ କିଛି। ଖାସ୍&zwnj;କରି ଘର ତିଆରି କରିବା ସମୟରେ କୋଣ ଉପରେ ଅଧିକ ଧ୍ୟାନ ଦିଆଯାଏ। ଅର୍ଥାତ ଯେମିତି ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଚାରୋଟି ଦିଗ ରହିଛି ସେମିତି ଅଗ୍ନି, ଐଶାନ୍ୟ, ନଋତ ଏବଂ ବାୟବ ଚାରୋଟି କୋଣ ରହିଛି। ଆପଣମାନେ ଯେଉଁଠି ଘର କରନ୍ତୁ ନା କାହିଁକି କିନ୍ତୁ କେବେ ଅଗ୍ନି କୋଣରେ ଘର କରିବେ ନାହିଁ। ଏହାଦ୍ୱାରା ଘରେ ଅଶୁଭ ଦୃଷ୍ଟି ପଡିଥାଏ। ଘର କରିସାରିବା ପରେ ଏରୁଣ୍ଡି ବନ୍ଧରେ କେବେ ପାଦ ରଖିବେ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ ଏବଂ ପରିବାରରେ ଅଶାନ୍ତି ଦେଖାଦେଇଥାଏ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Thursday, 19 April 2018
  • Updated: 19 April 2018, 12:27 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସମସ୍ତଙ୍କର ଇଚ୍ଛା ଥାଏ ଗୋଟେ ସୁନ୍ଦର ଘର ତିଆରି କରିବା। ଆପଣଙ୍କର ମଧ୍ୟ ଇଚ୍ଛା ଥିବ। ହେଲେ ଏସବୁ ଏତେ ସହଜ ନୁହେଁ। ଗୋଟେ ଘର କରିବା ପୂର୍ବରୁ ଆମକୁ ବିଭିନ୍ନ ଦିଗ ଉପରେ ଚିନ୍ତା କରିବାକୁ ହୁଏ। ଜମିଟି ଠିକ୍&zwnj; ସ୍ଥାନରେ ଅଛି କି ନାହିଁ। ଜମି ଆଖପାଖରେ କିଛି ଶ୍ମଶାନ ନାହିଁ ତ? କେଉଁ ବାରରେ ଘର ତିଆରି ଆରମ୍ଭ କଲେ ଶୁଭ ହେବ। ଏମିତି ଅନେକ କିଛି। ଖାସ୍&zwnj;କରି ଘର ତିଆରି କରିବା ସମୟରେ କୋଣ ଉପରେ ଅଧିକ ଧ୍ୟାନ ଦିଆଯାଏ। ଅର୍ଥାତ ଯେମିତି ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଚାରୋଟି ଦିଗ ରହିଛି ସେମିତି ଅଗ୍ନି, ଐଶାନ୍ୟ, ନଋତ ଏବଂ ବାୟବ ଚାରୋଟି କୋଣ ରହିଛି। ଆପଣମାନେ ଯେଉଁଠି ଘର କରନ୍ତୁ ନା କାହିଁକି କିନ୍ତୁ କେବେ ଅଗ୍ନି କୋଣରେ ଘର କରିବେ ନାହିଁ। ଏହାଦ୍ୱାରା ଘରେ ଅଶୁଭ ଦୃଷ୍ଟି ପଡିଥାଏ। ଘର କରିସାରିବା ପରେ ଏରୁଣ୍ଡି ବନ୍ଧରେ କେବେ ପାଦ ରଖିବେ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ ଏବଂ ପରିବାରରେ ଅଶାନ୍ତି ଦେଖାଦେଇଥାଏ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos