ଭୂତ ! କେଉଁ ଦେଶର ଲୋକେ ଅଧିକ ଡରିଥାନ୍ତି, ଜାଣନ୍ତୁ କିଛି ଅଜଣା କଥା

ଯେତେବଡ଼ ସାହସୀ ଲୋକ ହୁଅନ୍ତୁ ନା କାହିଁକି ଭୂତ ପ୍ରେତ ନାଁ ଶୁଣିଲେ ମନରେ ଟିକେ ଭୟ ସଂଚାର ହୁଏ। ଯଦିଓ ଭୂତପ୍ରେତଙ୍କ ଅସ୍ତିତ୍ୱ ନେଇ କୌଣସି ସଠିକ୍‌ ପ୍ରମାଣ ମିଳିନି, କିନ୍ତୁ ଏ ବିଷୟରେ ନାନା ପ୍ରକାର କଥା ଶୁଣିବାକୁ ମିଳେ। ଲୋକମାନଙ୍କ କଥା ଶୁଣି ଶୁଣି ଭୂତ ବିଷୟରେ ଆମର ଧାରଣା ମଧ୍ୟ ଅଲଗା ହୋଇଯାଇଛି। ଆମେ ଆଜି ଆପଣଙ୍କୁ ଏ ବିଷୟରେ ଏମିତି କିଛି କଥା ଜଣାଇବୁ, ଯାହା ହୁଏତ ଆପଣ ପୂର୍ବରୁ […]

ghost

ghost

Rakesh Mallick
  • Published: Tuesday, 27 February 2018
  • Updated: 27 February 2018, 08:42 PM IST

Sports

Latest News

ଯେତେବଡ଼ ସାହସୀ ଲୋକ ହୁଅନ୍ତୁ ନା କାହିଁକି ଭୂତ ପ୍ରେତ ନାଁ ଶୁଣିଲେ ମନରେ ଟିକେ ଭୟ ସଂଚାର ହୁଏ। ଯଦିଓ ଭୂତପ୍ରେତଙ୍କ ଅସ୍ତିତ୍ୱ ନେଇ କୌଣସି ସଠିକ୍‌ ପ୍ରମାଣ ମିଳିନି, କିନ୍ତୁ ଏ ବିଷୟରେ ନାନା ପ୍ରକାର କଥା ଶୁଣିବାକୁ ମିଳେ। ଲୋକମାନଙ୍କ କଥା ଶୁଣି ଶୁଣି ଭୂତ ବିଷୟରେ ଆମର ଧାରଣା ମଧ୍ୟ ଅଲଗା ହୋଇଯାଇଛି। ଆମେ ଆଜି ଆପଣଙ୍କୁ ଏ ବିଷୟରେ ଏମିତି କିଛି କଥା ଜଣାଇବୁ, ଯାହା ହୁଏତ ଆପଣ ପୂର୍ବରୁ କେବେ ଶୁଣି ନଥିବେ।

ରାତିରେ କାହିଁକି ଦେଖାଯାଆନ୍ତି ଭୂତ: କୁହାଯାଏ ଭୂତମାନେ ରାତିରେ ଦେଖାଯାଆନ୍ତି। କିନ୍ତୁ ଏପରି କାହିଁକି କୁହାଯାଏ। ସେମାନେ କ'ଣ ଦିନରେ ଚାଲୁଥିବା ଗାଡ଼ି ଘୋଡ଼ା ଶବ୍ଦକୁ ଡରି ଆସନ୍ତି ନାହିଁ ? ଏକଥା ଆପଣ କେବେ ଭାବିଛନ୍ତି କି ?

୧. କୁହାଯାଏ ରାତିରେ ଭୂତପ୍ରେତଙ୍କ ଶକ୍ତି ଦ୍ୱିଗୁଣିତ ହୋଇଯାଏ। ଅଧିକାଂଶ ଜିନିଷକୁ ସେମାନେ ନିୟନ୍ତ୍ରଣ କରିପାରନ୍ତି। ଏଥିପାଇଁ ରାତିର ନର୍ଚ୍ଛାଟିଆ ସ୍ଥାନରେ ଭୂତମାନେ ଶକ୍ତିଶାଳୀ ହୋଇଯାଆନ୍ତି ବୋଲି ଶୁଣିବାକୁ ମିଳେ।

୨. ବହୁତ କମ୍‌ ଲୋକଙ୍କୁ ଭୂତ ଦେଖାଯାଏ ବୋଲି ଶୁଣିବାକୁ ମିଳେ। କୁହାଯାଏ ଯାହାର ‘ଗଣ’ ଦୁର୍ବଳ ହୋଇଥାଏ ସେମାନଙ୍କୁ ଅଧିକ ଭୂତ ଦେଖାଯାଆନ୍ତି।

୩. ଏକ ଗବେଷଣାରୁ ଜଣା ପଡ଼ିଛି ଯେ ଛୋଟ ପିଲାମାନଙ୍କୁ ଓ ପଶୁମାନଙ୍କୁ ଅଧିକ ଭୂତ ଦେଖାଯାଆନ୍ତି। ଏଥିପାଇଁ ପିଲାମାନେ ଭୂତ ନାଁ ଶୁଣିଲେ ଡରନ୍ତି।

୪. ଆତ୍ମାର କୌଣସି ନିର୍ଦ୍ଦିଷ୍ଟ ରୂପ କିମ୍ବା ଆକାର ନଥାଏ।

୫. ବୈଜ୍ଞାନିକ  ଆଲବର୍ଟ ଆଇନିଷ୍ଟାଇନି ମଧ୍ୟ ଭୂତ-ପ୍ରେତ ସମ୍ବନ୍ଧରେ ଗବେଷଣା କରିଥିଲେ। ତାଙ୍କ ମତରେ ଶକ୍ତି କେବେ ସରେନା କେବଳ ଶରୀର ବଦଳିଯାଏ।

୬. ଆପଣ ଜାଣିଛନ୍ତି କି ମାଉଣ୍ଟଏଭେରେଷ୍ଟରେ ୨୦୦ରୁ ଅଧିକ ମୃତ ଶରୀର ପଡ଼ିରହିଛି।

କେଉଁ ଦେଶର ଲୋକଙ୍କୁ ଅଧିକ ଭୂତ ଦେଖାଯାଆନ୍ତି।

ଚୀନର କାର୍ଯ୍ୟରତ କର୍ମଚାରୀଙ୍କୁ ଅଧିକ ଭୂତ ଦେଖା ଯାଆନ୍ତି। ଏମାନଙ୍କ ମଧ୍ୟରୁ ୮୭ ପ୍ରତିଶତ ଲୋକେ ଭୂତ ଥିବା ସ୍ୱୀକାର ମଧ୍ୟ କରନ୍ତି। ଚୀନର ଲୋକେ ଭୂତକୁ ଦେଖିବା ସହିତ ଅନୁଭବ କରିଛନ୍ତି ବୋଲି ମଧ୍ୟ କହିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story