ଶନିଙ୍କ କୋପରୁ ତ୍ରାହି ପାଇବାକୁ ଦାନ କରନ୍ତୁ ଏହି ତେଲ

ଶନି ଗ୍ରହଙ୍କୁ ନ୍ୟାୟାଧିଶ କୁହାଯାଇଥାଏ। ଶନିଙ୍କ ପ୍ରଭାବ ସବୁ ରାଶି ଉପରେ ରହିଥାଏ। ଆସନ୍ତାକାଲି ଏପ୍ରିଲ ୧୮ ତାରିଖରେ ଶନି, ଧନୁ ରାଶିରେ ପ୍ରବେଶ କରୁଛନ୍ତି। ଏହାର ପ୍ରଭାବରେ କିଛି ରାଶିଙ୍କୁ ଶୁଭ ଫଳ ମିଳିବାକୁ ଯାଉଥିବା ବେଳେ ଆଉ କିଛି ରାଶିର ବ୍ୟକ୍ତି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି। ଶନିଙ୍କର ଧନୁ ରାଶିରେ ପ୍ରବେଶ ପରେ ମିଥୁନ, ତୁଳା ଓ କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ଲାଭ ହେବ। ଅନ୍ୟ ୯ଟି […]

sani

sani

Rakesh Mallick
  • Published: Tuesday, 17 April 2018
  • Updated: 17 April 2018, 02:10 PM IST

Sports

Latest News

ଶନି ଗ୍ରହଙ୍କୁ ନ୍ୟାୟାଧିଶ କୁହାଯାଇଥାଏ। ଶନିଙ୍କ ପ୍ରଭାବ ସବୁ ରାଶି ଉପରେ ରହିଥାଏ। ଆସନ୍ତାକାଲି ଏପ୍ରିଲ ୧୮ ତାରିଖରେ ଶନି, ଧନୁ ରାଶିରେ ପ୍ରବେଶ କରୁଛନ୍ତି। ଏହାର ପ୍ରଭାବରେ କିଛି ରାଶିଙ୍କୁ ଶୁଭ ଫଳ ମିଳିବାକୁ ଯାଉଥିବା ବେଳେ ଆଉ କିଛି ରାଶିର ବ୍ୟକ୍ତି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି। ଶନିଙ୍କର ଧନୁ ରାଶିରେ ପ୍ରବେଶ ପରେ ମିଥୁନ, ତୁଳା ଓ କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ଲାଭ ହେବ। ଅନ୍ୟ ୯ଟି ରାଶିର ବ୍ୟକ୍ତି କିଛିଟା ସମସ୍ୟାରେ ପଡ଼ିପାରନ୍ତି। ଶନିଙ୍କ ଅଶୁଭ ପ୍ରଭାବରୁ ବଞ୍ଚିବା ଓ ଶନିଦଶା ଦୂର ପାଇଁ ଜ୍ୟୋତିଷଶାସ୍ତ୍ରରେ ଉପାୟ ରହିଛି। ଶନିଙ୍କ କୋପରୁ ବଞ୍ଚିବା ପାଇଁ ତେଲ ଦାନ ସବୁଠାରୁ ଭଲ ଉପାୟ। ହେଲେ ତେଲ ଦାନ କରିବାର କିଛିଟା ଉପାୟ ରହିଛି। ଆସନ୍ତୁ ଜାଣିବା କେଉଁ ଉପାୟ ଅବଲମ୍ବନ କରିବା ସହ ତେଲ ଦାନ କରିଲେ ଶନିଦେବଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିବେ।

oil

ଚମେଲି ତେଲ: ପ୍ରତି ମଙ୍ଗଳବାର ଓ ଶନିବାରକୁ ଚମେଲି ତେଲ ସହ ସିନ୍ଦୁର ହନୁମାନଙ୍କୁ ଚଢ଼ାନ୍ତୁ। ଧୂପ ଓ ଦୀପ ଜଳେଇ ହନୁମାନ ଚାଳିଶା ପାଠ କରନ୍ତୁ। ଏମିତି କରିବା ଦ୍ୱାରା ହନୁମାନଙ୍କ କୃପାରୁ ସବୁ ମନୋକାମନା ପୂରା ହୋଇଥାଏ।

oil

ସୋରିଷ ତେଲ: ପ୍ରତି ଶନିବାର ଗୋଟିଏ ପାତ୍ରରେ ସୋରିଷ ତେଲ ନେଇ ସେଥିରେ ନିଜ ଚେହେରା ବା ମୁହଁ ଦେଖନ୍ତୁ। ଏହାପରେ ସେହି ତେଲକୁ ନେଇ ଶନିଦେବଙ୍କ ମନ୍ଦିରରେ ଚଢେଇ ଦିଅନ୍ତୁ, ନଚେତ୍‌ କୌଣସି ଗରିବଙ୍କୁ ଦାନ କରି ଦିଅନ୍ତୁ। ଏପରି କରିବା ଦ୍ୱାରା ଶନିଦେବଙ୍କ କୃପା ପ୍ରାପ୍ତ ହେବ।

oil

ରାଶି ତେଲ: ଲଗାତାର ୪୧ ଦିନ ପର୍ଯ୍ୟନ୍ତ ଓଶ୍ୱତ୍ଥ ଗଛ ମୂଳେ ରାଶି ତେଲରେ ଦୀପ ଜଳାନ୍ତୁ। ଏପରି କରିବା ଦ୍ୱାରା ଭଗବାନ୍‌ ବିଷ୍ଣୁଙ୍କ ସହ ଶନିଦେବଙ୍କ କୃପା ମିଳିବ।

oil

ତେଲ ସହ ଲବଙ୍ଗ: ଧନ ସମ୍ବନ୍ଧୀୟ ଅସୁବିଧାକୁ ଦୂର କରିବାକୁ ହେଲେ ପ୍ରତି ଶନିବାର ଓ ମଙ୍ଗଳବାର ହନୁମାନଙ୍କ ପାଖରେ ସୋରିଷ ତେଲର ଦୀପ ଜଳାନ୍ତୁ। ଦୀପରେ ତେଲ ସହ ୨ଟି ଲବଙ୍ଗ ବି ପକାନ୍ତୁ। ଏହା ତନ୍ତ୍ରଶାସ୍ତ୍ରର ଉପାୟ। ଏଥିରେ ହନୁମାନ ଖୁବ୍‌ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।

ତେଲ ସହ ଅଟା: ପ୍ରତି ଶନିବାର ଓ ମଙ୍ଗଳବାର ସୋରିଷ ତେଲ ସହ ଗହମ ଅଟା କୌଣସି ମନ୍ଦିରକୁ ଦାନ କରନ୍ତୁ। ଏପରି କରିବା ଦ୍ୱାରା ସବୁ ପ୍ରକାର ଗ୍ରହଦୋଷ ଦୂର ହୋଇଯିବ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story