କ’ଣ ପାଇଁ ବ୍ୟବହାର କରାଯାଏ ହେୟାର ସ୍ପ୍ରେ? ଜାଣନ୍ତୁ ଏହାର ବ୍ୟବହାର

ହେୟାର ସ୍ପ୍ରେ ଏକ ପ୍ରକାରର ଷ୍ଟାଇଲିଂ ପ୍ରଡକ୍ଟ। ଏହା ବାଳକୁ ସେଟ୍‌ କରି ରଖିବାରେ ସାହାଯ୍ୟ କରେ। ଯଦି ଆପଣ କିଛି ଖାସ୍‌ ହେୟାର ଷ୍ଟାଇଲ ତିଆରି କରିଛନ୍ତି ତେବେ ହେୟାରସ୍ପ୍ରେ ଏହାକୁ ଅନେକ ସମୟ ଧରି ସେଟ୍‌ କରି ରଖିବାରେ ସାଯ୍ୟ କରିବ। ମହିଳାମାନେ ଏହାକୁ ବ୍ୟବହାର କରିବାକୁ ଖୁବ୍‌ ଭଲପାଆନ୍ତି। ହେଲେ ଏବେ ପୁରୁଷମାନେ ମଧ୍ୟ ଏହାର ବ୍ୟବହାର କଲେଣି। ହେୟାର କଲର୍‌ଠୁ ଆରମ୍ଭ କରି ଯେକୌଣସି ନୂଆ ହେୟାରଷ୍ଟାଇଲ୍‌ ଆପଣାଇବା ପର୍ଯ୍ୟନ୍ତ ସବୁ […]

2cf201cf-4050-418c-9ee6-04dafae9fbd7

2cf201cf-4050-418c-9ee6-04dafae9fbd7

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 01:24 PM IST

Sports

Latest News

ହେୟାର ସ୍ପ୍ରେ ଏକ ପ୍ରକାରର ଷ୍ଟାଇଲିଂ ପ୍ରଡକ୍ଟ। ଏହା ବାଳକୁ ସେଟ୍‌ କରି ରଖିବାରେ ସାହାଯ୍ୟ କରେ। ଯଦି ଆପଣ କିଛି ଖାସ୍‌ ହେୟାର ଷ୍ଟାଇଲ ତିଆରି କରିଛନ୍ତି ତେବେ ହେୟାରସ୍ପ୍ରେ ଏହାକୁ ଅନେକ ସମୟ ଧରି ସେଟ୍‌ କରି ରଖିବାରେ ସାଯ୍ୟ କରିବ। ମହିଳାମାନେ ଏହାକୁ ବ୍ୟବହାର କରିବାକୁ ଖୁବ୍‌ ଭଲପାଆନ୍ତି। ହେଲେ ଏବେ ପୁରୁଷମାନେ ମଧ୍ୟ ଏହାର ବ୍ୟବହାର କଲେଣି। ହେୟାର କଲର୍‌ଠୁ ଆରମ୍ଭ କରି ଯେକୌଣସି ନୂଆ ହେୟାରଷ୍ଟାଇଲ୍‌ ଆପଣାଇବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ହେୟାରସ୍ପ୍ରେ ବ୍ୟବହାର କରାୟାଏ। ଏମିତି ଆଉ କେଉଁଥିରେ ହେୟାରସ୍ପ୍ରେ ବ୍ୟବହାର ହୁଏ ଆସନ୍ତୁ ଜାଣିବା।

୧) ଚୁଟିକୁ ରୋଲ୍‌ କରିବା -  ଚୁଟି ରୋଲ୍‌ କରିବା ସମୟରେ ସମସ୍ତ ଚୁଟିକୁ ରୋଲ୍‌ କରିବା ପରେ ଏହା ଉପରେ ହେୟାର ସ୍ପ୍ରେ ମାରିଦିଅନ୍ତୁ। ଏଭଳି କଲେ ଏହା ସେମତି ସେଟ୍‌ ହୋଇ ରହିବ। ଏଥି ସହ ଚୁଟି ସାଇନିଂ କରିବ।

୨) ଚୁଟି ଘନ ଦେଖାଯିବା - ପ୍ରାୟ ଅନେକ ମହିଳା ଚୁଟିକୁ ବାଉନ୍ସି ଲୁକ୍‌  ଦେବା ପାଇଁ ହେୟାର ସ୍ପ୍ରେର ବ୍ୟବହାର କରନ୍ତି। ଚୁଟି  ମୂଳରୁ ବା ଭିତରପଟୁ ସ୍ପ୍ରେ କରିବା ଦ୍ୱାରା ଏହା ଅଧିକ ଘନ ଓ ସୁନ୍ଦର ଦେଖାଯାଏ।

୩) ପ୍ରାକୃତିକ ଚମକ- ରୁକ୍ଷ ବାଳରେ ଅଳ୍ପ ଭିଜା ଥିବା ସମୟରେ ହେୟାର ବ୍ରସ୍‌ରେ ହେୟାର ସ୍ପ୍ରେ ପକାଇ ଚୁଟିକୁ ଭଲଭାବେ କୁଣ୍ଡାଇଦିଅନ୍ତୁ। ବାଳରେ ପ୍ରାକୃତିକ ଚମକ ଫେରିଆସିବ।

୪) ଚୁଟିକୁ ଫିକ୍ସ ରଖିବା- ଯଦି ଆପଣ କିଛି ହେୟାର ଷ୍ଚାଇଲ କରିଛନ୍ତି ଆଉ ଏହାକୁ ଦିନ ସାରା ରଖିବା ପାଇଁ ଚାହୁଁଛନ୍ତି, ତେବେ ହେୟାର ଷ୍ଟାଇଲ କରିସାରିବା ପରେ ଉପରେ ହେୟାର ସ୍ପ୍ରେ ମାରିଦିଅନ୍ତୁ। ଏହା ଦିନସାରା ସେଟ୍‌ ବା ଫିକ୍ସ ହୋଇ ରହିବ।

୫) କଲର ହେୟାର ଯତ୍ନ- କଲର ହୋଇଥିବା ଚୁଟି ରୁକ୍ଷ ଦେଖାଯାଏ। ତେବେ ଏହାକୁ ନରମ ରଖିବା ପାଇଁ  ଗ୍ଲିସରିନ୍‌ ଯୁକ୍ତ ହେୟାର ସ୍ପ୍ରେ ବ୍ୟବହାର କରନ୍ତୁ।  ଆପଣ ଯଦି ଚାହିଁବେ ଏହାକୁ ଘରେ ମଧ୍ୟ ତିଆରି କରି ପାରିବେ। ଏଥିପାଇଁ ପାଣି ଓ ଗ୍ଲିସରିନ୍‌ ଯୁକ୍ତ ହେୟାର ସ୍ପ୍ରେ ଲଗାନ୍ତୁ। ଏହାକୁ ଭଲଭାବେ ମିଶାଇ ଏଥିରେ କିଛି ବୁନ୍ଦା ହେୟାର ଅଏଲ ମିଶାନ୍ତୁ। ଏହାକୁ ଗାଧୋଇ ସାରିବା ପରେ ଚୁଟିରେ ସ୍ପ୍ରେ କରନ୍ତୁ। କଲର ହେୟାରକୁ ସିଧା ସୂର୍ଯ୍ୟକିରଣ ଠାରୁ ଦୂରେଇ ରଖିବା ପାଇଁ ଏସପିଏଫ୍‌ ଯୁକ୍ତ ହେୟାର ସ୍ପ୍ରେ ବ୍ୟବହାର କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story