ଓଦା ଲୁଗା କେଉଁଠି ଶୁଖାଇବା ଉଚିତ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗାଧୋଇ ସାରିବ ପରେ ଆମେ ଓଦା ଲୁଗାକୁ ଛାତ ଉପରେ ନହେଲେ ଘର ଅଗଣାରେ ଶୁଖାଇ ଦେଉ। ଯିବା ଆସିବା ସମୟରେ ଆଗଣାରେ ଶୁଖା ଯାଇଥିବା ଓଦା ଲୁଗା ମୁଣ୍ଡରେ ବାଜିଯାଏ। ବେଳେବେଳେ ଓଦା ଲୁଗାର ପାଣି ଦେହରେ ପଡିଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଓଦା ଲୁଗାର ପାଣି ଦେହରେ ପଡିବା ଦ୍ୱାରା ଅମଙ୍ଗଳ ହୋଇଥାଏ। ତେଣୁ ଓଦା ଲୁଗାକୁ ସବୁବେଳେ ଏମିତି ସ୍ଥାନରେ ଶୁଖାଇବାକୁ ଚେଷ୍ଟା କରନ୍ତୁ ଯେମିତି ତାର ପାଣି କାହା ଦେହରେ ପଡୁନଥିବ।</p>

Ordigital Desk
  • Published: Thursday, 15 March 2018
  • Updated: 15 March 2018, 01:40 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗାଧୋଇ ସାରିବ ପରେ ଆମେ ଓଦା ଲୁଗାକୁ ଛାତ ଉପରେ ନହେଲେ ଘର ଅଗଣାରେ ଶୁଖାଇ ଦେଉ। ଯିବା ଆସିବା ସମୟରେ ଆଗଣାରେ ଶୁଖା ଯାଇଥିବା ଓଦା ଲୁଗା ମୁଣ୍ଡରେ ବାଜିଯାଏ। ବେଳେବେଳେ ଓଦା ଲୁଗାର ପାଣି ଦେହରେ ପଡିଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଓଦା ଲୁଗାର ପାଣି ଦେହରେ ପଡିବା ଦ୍ୱାରା ଅମଙ୍ଗଳ ହୋଇଥାଏ। ତେଣୁ ଓଦା ଲୁଗାକୁ ସବୁବେଳେ ଏମିତି ସ୍ଥାନରେ ଶୁଖାଇବାକୁ ଚେଷ୍ଟା କରନ୍ତୁ ଯେମିତି ତାର ପାଣି କାହା ଦେହରେ ପଡୁନଥିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos