ଜାଣନ୍ତୁ କେଉଁ ସମ୍ପର୍କୀୟକୁ ଘରେ ରଖିଲେ ମଙ୍ଗଳ ଓ ଅମଙ୍ଗଳ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): କୁହାଯାଏ ଅତିଥି ଦେବୋ ଭବଃ। ଅର୍ଥାତ ଅତିଥି ଭଗବାନ ସମାନ। ତେଣୁ ସେମାନଙ୍କର ଆଦର ସମ୍ମାନ କରିବା ଆବଶ୍ୟକ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଅତିଥିଙ୍କୁ ରଖିବା&nbsp; ସମୟରେ ଟିକେ ଧ୍ୟାନ ଦିଅନ୍ତୁ। କାରଣ ସବୁ ଅତିଥି ଘର ପାଇଁ ମଙ୍ଗଳ ନୁହଁନ୍ତି। ଭଣଜାକୁ ଘରେ ରଖନ୍ତୁ କାରଣ ଭଣଜା ହେଉଛି ଶାଳଗ୍ରାମ। ଘରେ ରହିଲେ ମଙ୍ଗଳ। ମାମୁଁଙ୍କୁ ଘରେ ରଖନ୍ତୁ ନାହିଁ କାରଣ ମାତୁଳ ଗୃହ ନାଶାୟ। ତେଣୁ ମାମୁଁ ଅଧିକ ଦିନ ଘରେ ରହିବ ଭଲ ନୁହେଁ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Sunday, 18 March 2018
  • Updated: 18 March 2018, 08:08 AM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): କୁହାଯାଏ ଅତିଥି ଦେବୋ ଭବଃ। ଅର୍ଥାତ ଅତିଥି ଭଗବାନ ସମାନ। ତେଣୁ ସେମାନଙ୍କର ଆଦର ସମ୍ମାନ କରିବା ଆବଶ୍ୟକ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଅତିଥିଙ୍କୁ ରଖିବା&nbsp; ସମୟରେ ଟିକେ ଧ୍ୟାନ ଦିଅନ୍ତୁ। କାରଣ ସବୁ ଅତିଥି ଘର ପାଇଁ ମଙ୍ଗଳ ନୁହଁନ୍ତି। ଭଣଜାକୁ ଘରେ ରଖନ୍ତୁ କାରଣ ଭଣଜା ହେଉଛି ଶାଳଗ୍ରାମ। ଘରେ ରହିଲେ ମଙ୍ଗଳ। ମାମୁଁଙ୍କୁ ଘରେ ରଖନ୍ତୁ ନାହିଁ କାରଣ ମାତୁଳ ଗୃହ ନାଶାୟ। ତେଣୁ ମାମୁଁ ଅଧିକ ଦିନ ଘରେ ରହିବ ଭଲ ନୁହେଁ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos