ଜୀବନ ହାରିଲେ ଯବାନ, ସର୍ଭିସ୍‌ ରାଇଫଲରୁ ନିଜକୁ କଲେ ଗୁଳି

jawan

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡ଼ାର ୨୦୨ କୋବ୍ରା ବାଟାଲିୟନ୍‌ ଯବାନ ନିଜ ସର୍ଭିସ୍‌ ରାଇଫଲରୁ ଗୁଳି କରି  ଆଜି ଆତ୍ମହତ୍ୟା କରିଛନ୍ତି। ମୃତ ଯବାନ ହେଲେ ଶଙ୍କର ପ୍ରସାଦ। ତାଙ୍କ ଘର ଦିଲ୍ଲୀରେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

Previous ArticleNext Article

Send this to a friend