ସୁଆଦିଆ ଲାଉ କୋଫ୍‌ତା

ଆବଶ୍ୟକ ସାମଗ୍ରୀ: ଲାଉ, ତେଲ, ପିଆଜ, ଅଦା, ବେସନ, ତେଜପତ୍ର, ଟମାଟୋ ପ୍ୟୁରୀ, ହଳଦୀ, ଲଙ୍କା ଗୁଣ୍ଡ, ଗରମ ମସଲା, ଧନିଆ ଗୁଣ୍ଡ, କାଜୁ ଓ ଲୁଣ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଲାଉକୁ କାଟନ୍ତୁ। କଟା ଲାଉରେ ପିଆଜ, ଅଦା ପେଷ୍ଟ୍‌ ଓ ବେସନ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଏହାକୁ ଗୋଲ ଆକାରରେ ବେସନରେ ଗୋଳାଇ ତେଲରେ ଛାଣିଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ତେଜପତ୍ର ଓ […]

lauki-kofta-curry

lauki-kofta-curry

Rakesh Mallick
  • Published: Thursday, 29 March 2018
  • Updated: 29 March 2018, 12:46 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ଲାଉ, ତେଲ, ପିଆଜ, ଅଦା, ବେସନ, ତେଜପତ୍ର, ଟମାଟୋ ପ୍ୟୁରୀ, ହଳଦୀ, ଲଙ୍କା ଗୁଣ୍ଡ, ଗରମ ମସଲା, ଧନିଆ ଗୁଣ୍ଡ, କାଜୁ ଓ ଲୁଣ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଲାଉକୁ କାଟନ୍ତୁ। କଟା ଲାଉରେ ପିଆଜ, ଅଦା ପେଷ୍ଟ୍‌ ଓ ବେସନ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଏହାକୁ ଗୋଲ ଆକାରରେ ବେସନରେ ଗୋଳାଇ ତେଲରେ ଛାଣିଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ତେଜପତ୍ର ଓ ପିଆଜ ପେଷ୍ଟ୍‌ ପକାନ୍ତୁ।  ଏହାକୁ କିଛି ସମୟ ଭାଜନ୍ତୁ।  ଭାଜିବା ପରେ  ସେଥିରେ ଟମାଟର ପ୍ୟୁରୀ ପକାନ୍ତୁ। ଏହା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା ଓ ଧନିଆ ଗୁଣ୍ଡ ପକାନ୍ତୁ। ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ। ଏବେ ଏସବୁକୁ ଭଲ ଭାବେ କଷନ୍ତୁ। ମସଲା କଷି ହୋଇଗଲେ ସେଥିରେ କାଜୁ ପେଷ୍ଟ୍‌ ଓ ଅଳ୍ପ ପାଣି ଦିଅନ୍ତୁ। ଏବେ ପୂର୍ବରୁ ଛଣା ହୋଇଥିବା ଲାଉକୁ ପକାଇ ମସଲାରେ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ ଖାଲି ପାତ୍ରକୁ କାଢି ଆଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଲାଉ କୋଫ୍‌ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story