କେତେବେଳେ ଓ କାହିଁକି ହନୁମାନଙ୍କ ପୂଜା କରିବା ମନା

ଭଗବାନ ହନୁମାନଙ୍କୁ ଜୀବନ୍ତ ଠାକୁର ବୋଲି କୁହାଯାଏ। ତାଙ୍କ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ହନୁମାନଙ୍କୁ ଆରାଧନା କରିବା ସମୟରେ କିଛିଟା ବିଷୟ ଉପରେ ଧ୍ୟାନ ଦେବା ଉଚିତ। ନହେଲେ ଅଶୁଭ ହୋଇଥାଏ। ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କେଉଁ ଅବସ୍ଥାରେ ହନୁମାନଙ୍କୁ ପୂଜା କରିବା ଉଚିତ ଓ କେତେବେଳେ ପୂଜା ନକରିବା ଉଚିତ। ଅସ୍ୱଚ୍ଛ ପୋଷାକରେ: କିଛି ଲୋକ ସ୍ନାନ କରିବା ପରେ ଗାମୁଚ୍ଛା କିମ୍ୱା ଇନର ପିନ୍ଧି […]

lord-hanuman

lord-hanuman

Rakesh Mallick
  • Published: Saturday, 31 March 2018
  • Updated: 31 March 2018, 10:25 AM IST

ଭଗବାନ ହନୁମାନଙ୍କୁ ଜୀବନ୍ତ ଠାକୁର ବୋଲି କୁହାଯାଏ। ତାଙ୍କ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ହନୁମାନଙ୍କୁ ଆରାଧନା କରିବା ସମୟରେ କିଛିଟା ବିଷୟ ଉପରେ ଧ୍ୟାନ ଦେବା ଉଚିତ। ନହେଲେ ଅଶୁଭ ହୋଇଥାଏ। ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କେଉଁ ଅବସ୍ଥାରେ ହନୁମାନଙ୍କୁ ପୂଜା କରିବା ଉଚିତ ଓ କେତେବେଳେ ପୂଜା ନକରିବା ଉଚିତ।

ଅସ୍ୱଚ୍ଛ ପୋଷାକରେ: କିଛି ଲୋକ ସ୍ନାନ କରିବା ପରେ ଗାମୁଚ୍ଛା କିମ୍ୱା ଇନର ପିନ୍ଧି ହନୁମାନଙ୍କୁ ପୂଜା କରିଥାନ୍ତି। ଏପରି କରିବା ଉଚିତ ନୁହେଁ। ହନୁମାନଙ୍କୁ ପୂଜା କରିବା ସମୟରେ ଶୁଦ୍ଧତା ଉପରେ ପୂରା ଧ୍ୟାନ ଦେବା ଉଚିତ। ଅପରିଷ୍କାର ପୋଷାକରେ ପୂଜା କରିବା ଉଚିତ ନୁହେଁ।

ଅଶୌଚ ଅବସ୍ଥାରେ: ମହିଳାମାନେ ଅଶୌଚ ଅବସ୍ଥାରେ ହନୁମାନଙ୍କ ସହ ଅନ୍ୟ ଦେବାଦେବୀଙ୍କ ପୂଜା କରିବା ଉଚିତ ନୁହେଁ। ଏପରି ଅବସ୍ଥାରେ ନିଜ ଛାୟୀ ମଧ୍ୟ ହନୁମାନଙ୍କ ପ୍ରତୀମା ଓ ଫଟୋ ଉପରେ ପଡ଼ିବା କଥା ନୁହେଁ।

ସ୍ନାନ ନ କରି: ହନୁମାନଙ୍କ ସହ ଅନ୍ୟ ଦେବୀ, ଦେବତାଙ୍କୁ ସ୍ନାନ ନ କରି ପୂଜା କରନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ସକାଳେ ସ୍ନାନ କରିବା ପରେ ହିଁ ଭଗବାନଙ୍କୁ ଆରଧାନ କରିବାର ବିଧି ରହିଛି। ସ୍ନାନ ନ କରି ହନୁମାନଙ୍କ ପ୍ରତୀମାଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ। ଏହାର ନକାରାତ୍ମକ ପରିଣାମ ଭବିଷ୍ୟରେ ଦେଖିବାକୁ ମିଳିଥାଏ।

ଶ୍ମଶାନରୁ ଆସିଲା ପରେ: ଶବ ଯାତ୍ରାରୁ ଆସିବା ପରେ ଶୁଦ୍ଧ ନ ହୋଇ କୌଣସି ଦେବୀ, ଦେବତାଙ୍କୁ ସ୍ପର୍ଶ କରନ୍ତୁ ନାହିଁ। ହନୁମାନଙ୍କୁ ପୂଜା କରିବା ସମୟରେ ଏହି ଦିଗ ଉପରେ ଧ୍ୟାନ ଦେବା ଦରକାର।

ଅଶୁଦ୍ଧ ଅବସ୍ଥାରେ: କିଛି ଲୋକ ଅଶୁଦ୍ଧ ଅବସ୍ଥାରେ ହନୁମାନଙ୍କ ପୂଜା କରିଥାନ୍ତି। ତାହା ସଂପୂର୍ଣ୍ଣ ଭୁଲ୍। ଦିନସାରା ବାହାରେ କାମ କରି ଘରକୁ ଆସିବା ପରେ ସନ୍ଧ୍ୟାରେ ସ୍ନାନ ସାରି ହନୁମାନଙ୍କୁ ପୂଜା କରାଯାଇଥାଏ। ଖାଦ୍ୟ ଖାଇବା ପରେ ଅଇଁଠା ମୁହଁରେ ହନୁମାନଙ୍କ ସହ କୌଣସି ଦେବୀ, ଦେବତାଙ୍କୁ ପୂଜା କରିବା ନିଷେଧ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story