ଏହି ସବୁ ରାଶିର ବ୍ୟକ୍ତିଙ୍କ ମଧ୍ୟରେ ଭାଙ୍ଗିଯାଏ ପ୍ରେମ ସମ୍ପର୍କ, କ’ଣ କହେ ଜ୍ୟୋତିଷ ଶାସ୍ତ୍ର

କୁହାଯାଏ ପ୍ରେମ ଅନ୍ଧ। ପ୍ରେମମାନେ ନି ବାଧା କି ବନ୍ଧନ। ଏହି ପ୍ରେମ ଭଲ ପାଇବା ଆଗରେ ଜାତି, ଗୋତ୍ର ଓ ରଙ୍ଗ ବି ଫିକା ପଡ଼ିଯାଏ। ପ୍ରେମ କେତେ ବେଳେ କାହା ସହ ହୋଇଯାଏ କହିହେବନି।  ଏ ସବୁତ ଠିକ୍‌। ହେଲେ ଆପଣ କେବେ ଭାବିଛନ୍ତି କି ଆପଣ ଯାହାକୁ ଭଲ ପାଉଛନ୍ତି ତାର ରାଶି ସହିତ ସମ୍ପର୍କ ରହିଛି। ଯଦି ଆପଣଙ୍କ ରାଶି ସହ ପାର୍ଟନରଙ୍କ ରାଶି ମଧ୍ୟରେ ମେଳ ରହିବନି ତେବେ ସମ୍ପର୍କ […]

tttt-1

tttt-1

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 12:28 PM IST

କୁହାଯାଏ ପ୍ରେମ ଅନ୍ଧ। ପ୍ରେମମାନେ ନି ବାଧା କି ବନ୍ଧନ। ଏହି ପ୍ରେମ ଭଲ ପାଇବା ଆଗରେ ଜାତି, ଗୋତ୍ର ଓ ରଙ୍ଗ ବି ଫିକା ପଡ଼ିଯାଏ। ପ୍ରେମ କେତେ ବେଳେ କାହା ସହ ହୋଇଯାଏ କହିହେବନି।  ଏ ସବୁତ ଠିକ୍‌। ହେଲେ ଆପଣ କେବେ ଭାବିଛନ୍ତି କି ଆପଣ ଯାହାକୁ ଭଲ ପାଉଛନ୍ତି ତାର ରାଶି ସହିତ ସମ୍ପର୍କ ରହିଛି। ଯଦି ଆପଣଙ୍କ ରାଶି ସହ ପାର୍ଟନରଙ୍କ ରାଶି ମଧ୍ୟରେ ମେଳ ରହିବନି ତେବେ ସମ୍ପର୍କ ଭାଙ୍ଗିଯାଇପାରେ। ଏକଥା  ଆମେ କହୁନୁ। ଜ୍ୟୋତିଷ ଶାସ୍ତ୍ର ହିଁ ବିଶ୍ୱାସ କରେ। ତେବେ ଆସନ୍ତୁ ଜାଣିବା କେଉଁ ରାଶି ସହ କେଉଁ ରାଶି ମଧ୍ୟରେ ଅପଡ଼ ହୋଇଥାଏ।  

ସିଂହ ଓ ବୃଷ: ବୃଷ ରାଶିର ଲୋକମାନେ ସ୍ଥାୟୀତ୍ୱ ଓ ସିଂହ ରାଶିର ଲୋକମାନେ ନୂଆ ନୂଆ କାମ କରିବାରେ ଆଗ୍ରହୀ ଥାଆନ୍ତି। ସେମାନଙ୍କୁ ଦୁନିଆର ସବୁ ଜିନିଷ ଦରକାର। ତେଣୁ ସିଂହ ରାଶିର ଲୋକମାନେ କେବେ ସ୍ଥାୟୀ ରହିପାରନ୍ତି ନାହିଁ। ଏଭଳି ପରସ୍ପର ଭିନ୍ନ ସ୍ୱଭାବର ପୁଅଝିଅ  ବାହା ହେଲେ ଏକାଠି ରହିବା କଷ୍ଟକର ହୋଇପଡ଼େ।

ବିଚ୍ଛା ଓ ମେଷ:  ଏହି ଦୁଇ ରାଶି ନିଜ ନିଜ ସ୍ୱାଧିନତା ଓ ଆତ୍ମନିର୍ଭରତାକୁ ନେଇ ଗମ୍ଭୀର। ମେଷ ରାଶିର ଲୋକମାନେ ଉଦାର ହୋଇଥିବା ବେଳେ ବିଚ୍ଛା ରାଶିର ଲୋକମାନେ ଈର୍ଷାଳୁ ହୋଇଥାଆନ୍ତି। ଏମାନଙ୍କ ମଧ୍ୟରେ ବିଶ୍ୱାସ ନଥିବାରୁ ଏମାନଙ୍କ ସମ୍ପର୍କ ବେଶି ଦିନ ପର୍ଯ୍ୟନ୍ତ ଚାଲି ନଥାଏ।

ମିଥୁନ ଓ କର୍କଟ: ମିଥୁନ ରାଶିର ଲୋକମାନେ ଖୁବ୍‌ କଠୋର। ଏମାନଙ୍କ ବ୍ୟବହାର ରୁକ୍ଷ। କିନ୍ତୁ କର୍କଟ ରାଶିର ଲୋକମାନେ ଭାରି ସମ୍ବାଦନାଶୀଳ। ସେଥିପାଇଁ ଦୁହିଁଙ୍କ ମଧ୍ୟରେ ସଂପର୍କ ତିଷ୍ଟିରହିବା କଷ୍ଟକର ହୋଇଥାଏ।

ସିଂହ ଓ କନ୍ୟା: ସିଂହ ରାଶିର ଲୋକେ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି। । କିନ୍ତୁ କନ୍ୟାରାଶିର ଲୋକ ସଞ୍ଚୟରେ ବିଶ୍ୱାସ କରନ୍ତି। ତେଣୁ ଉଭୟଙ୍କ ମଧ୍ୟରେ ଭଲ ପଡ଼ିନଥାଏ। ଯଦି ଏହି ଦୁଇ ରାଶିର ଲୋକମାନେ ବିବାହ କରନ୍ତି, ତେବେ ଏମାନଙ୍କ ମଧ୍ୟରେ ଅର୍ଥ ବ୍ୟୟକୁ  ନେଇ  ଅଶାନ୍ତି ସୃଷ୍ଟି ହୋଇଥାଏ।

ମକର ଓ ତୁଳା: ତୁଳା ରାଶିର ଲୋକମାନେ ନେବାଠୁ ଅଧିକ ଦେବାରେ ବିଶ୍ୱାସ କରନ୍ତି।  ଏମାନେ ଅନ୍ୟମାନଙ୍କ ଖୁସି ଦେଖି ଖୁସି ହୋଇଯାଆନ୍ତି। କିନ୍ତୁ ମକର ରାଶିର ଲୋକମାନେ ପୂରା ଓଲଟା। ତେଣୁ ମକର ରାଶିର ଲୋକମାନେ ତୁଳା ରାଶିର ଲୋକମାନଙ୍କର ପୂରା ଲାଭ ଉଠାଇଆଆନ୍ତି। ତେଣୁ ଏମାନଙ୍କ ମଧ୍ୟରେ ସମ୍ପର୍କ ଭଲ ରହି ନଥାଏ।

କୁମ୍ଭ ଓ ବୃଷ: କୁମ୍ଭ ରାଶିର ଲୋକେ ଖୋଲା ବିଚାରର ହୋଇଥାଆନ୍ତି। କିନ୍ତୁ ବୃଷ ରାଶିର ଲୋକମାନେ ପୂରା ଓଲଟା। ତେଣୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ହୋଇ ନଥାଏ।

ମୀନ ଓ ସିଂହ: ସିଂହ ରାଶିର ଲୋକମାନେ ପ୍ରତ୍ୟେକ ମୁହୂର୍ତ୍ତରେ ନିଜ ସାଥୀର ଧ୍ୟାନକର୍ଷଣ ହେବାକୁ ଚାହାଁନ୍ତି। ସେମାନଙ୍କୁ କିଛି ଫରକ ପଡ଼େନାହିଁ ସାଥୀ ଖୁସି ଅଛି ନା ଦୁଃଖୀ। ଏମାନେ ସୁବିଧା ବାଦୀ। ନିଜ କାମ କରାଇନେବାରେ ଏମାନେ ମାହିର। କିନ୍ତୁ ମୀନ ରାଶିର ଲୋକମାନେ ସ୍ୱପ୍ନ ରାଇଜରେ ବୁଡ଼ିକି ରୁହନ୍ତି। ଚତୁରତାର ସହ କାମ ହାସଲ କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ଦୁଇ ରାଶିଙ୍କ ସଂପର୍କ ମଧ୍ୟରେ ତିକ୍ତତା ଦେଖା ଦେଇଥାଏ।

ଯଦି ଆପଣ ଏଭଳି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story