ମାନସିକ ଅଶାନ୍ତିରେ ରହୁଛନ୍ତି କି? ଏହି ୫ଟି କାମ କଲେ ମିଳିବ ଶାନ୍ତି

ଜଣେ ବ୍ୟକ୍ତିଟି ଜାଣତରେ ହେଉ ବା ଅଜାଣତରେ କିଛି ପାପ କରିଥାଏ। ଏହି ପାପ ପାଇଁ ସେ ସବୁବେଳେ ଅଶାନ୍ତିରେ ରହିଥାଏ। ବେଳେ ବେଳେ ଏପରି ହୋଇଥାଏ, ଏହି ପାପର ପଶ୍ଚାତାପ ପାଇଁ  ଆଉ ଗୋଟିଏ ଭୁଲ କାମ କରିବସେ। ମନୁଙ୍କ କହିବା ଅନୁସାରେ ଜଣାଅଜଣାରେ କରିଥିବା ପାପରୁ ଶାନ୍ତି ପାଇଁ ୫ ଟି ଜିନିଷ କରିବା ଦରକାର। ଯାହାକୁ ମାନିଲେ ଆମର ମନକୁ ଶାନ୍ତି ମିଳିଥାଏ। ଆସନ୍ତୁ ଜାଣିବା  ସେହି ୫ଟି କାମ ବିଷୟରେ। ବ୍ରହ୍ମଯଜ୍ଞ: […]

Untitled-1

Untitled-1

Rakesh Mallick
  • Published: Tuesday, 13 March 2018
  • Updated: 13 March 2018, 05:53 PM IST

Sports

Latest News

ଜଣେ ବ୍ୟକ୍ତିଟି ଜାଣତରେ ହେଉ ବା ଅଜାଣତରେ କିଛି ପାପ କରିଥାଏ। ଏହି ପାପ ପାଇଁ ସେ ସବୁବେଳେ ଅଶାନ୍ତିରେ ରହିଥାଏ। ବେଳେ ବେଳେ ଏପରି ହୋଇଥାଏ, ଏହି ପାପର ପଶ୍ଚାତାପ ପାଇଁ  ଆଉ ଗୋଟିଏ ଭୁଲ କାମ କରିବସେ। ମନୁଙ୍କ କହିବା ଅନୁସାରେ ଜଣାଅଜଣାରେ କରିଥିବା ପାପରୁ ଶାନ୍ତି ପାଇଁ ୫ ଟି ଜିନିଷ କରିବା ଦରକାର। ଯାହାକୁ ମାନିଲେ ଆମର ମନକୁ ଶାନ୍ତି ମିଳିଥାଏ। ଆସନ୍ତୁ ଜାଣିବା  ସେହି ୫ଟି କାମ ବିଷୟରେ।

ବ୍ରହ୍ମଯଜ୍ଞ:

ପ୍ରତିଦିନ ବେଦ ପାଠ କରିବାକୁ  ବ୍ରହ୍ମଯଜ୍ଞ କୁହାଯାଇଥାଏ। ବେଦ ପାଠ କରିବା ସହ ପୁରାଣ, ଉପନିଷଦ, ମହାଭାରତ ଓ ଗୀତା ପାଠ କରିବା ଦ୍ୱାରା ଆମ ମନକୁ ଶାନ୍ତି ମିଳିଥାଏ ବୋଲି ମନୁ କହିଛନ୍ତି। ସେହିପରି ଧାର୍ମିକ ଶାସ୍ତ୍ର ଅନୁସାରେ ଗାୟତ୍ରୀ ମନ୍ତ୍ର ଯପ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।

ଦେବ ଯଜ୍ଞ:

ଆମେ ଜାଣତ ହେଉ ବା ଅଜାଣତରେ କରିଥିବା ପାପରୁ ମୁକ୍ତି ପାଇବା ପାଇଁ ଦେବୀ  ଦେବତାଙ୍କ ପାଖରେ ପୂଜାପାଠ ଓ ଯଜ୍ଞ କରିବା ଦରକାର। ଏହା ଦ୍ୱାରା ଆମକୁ ଶାନ୍ତି ମିଳିଥାଏ। ସେହିପରି କୌଣସି ଏକ କାମ ଆରମ୍ଭ କରିଲେ ଆମେ ପ୍ରଥମେ ଦେବୀଦେବତାଙ୍କ ପୂଜାପାଠ କରିଥାଉ। ଏହା କରିବା ଦ୍ୱାରା ଶାନ୍ତି ମିଳିଥାଏ।

 ପିତୃ ଯଜ୍ଞ:

ପିତୃପୁରୁଷଙ୍କ ଆତ୍ମାକୁ ତୁପ୍ତ କରିବା ଅନ୍ନ ଓ ଜଳ ସମର୍ପିତ କରାଯାଇଥାଏ। ଏହାକୁ  ପିତୃ ଯଜ୍ଞ  କୁହାଯାଏ। ଏହା ଦ୍ୱାରା ପିତୃପୁରୁଷଙ୍କ ଅସୀମ କୃପା ମିଳିଥାଏ ଓ ଘରର ସୁଖ ସବୃଦ୍ଧି ବଢ଼ିଥାଏ। ଅମାବାସ୍ୟ ଓ ଶ୍ରାଦ୍ଧରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ଏକ ବିଶେଷ ଦିନ ହୋଇଥାଏ।

 ଭୂତ ଯଜ୍ଞ

କୀଟ ପତଙ୍ଗ ଓ ପଶୁ ପକ୍ଷୀଙ୍କୁ ଖାଇବାକୁ ଦେଲେ ଆମେ କରିଥିବା ପାପରୁ କ୍ଷୟ ହୋଇଯାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ କେତେକ ଲୋକେ ସକାଳେ ପାରା, କଳା କୁକୁର ଓ କୁଆକୁ ଖାଇବାକୁ ଦେଇଥାନ୍ତି। ଏହାକୁ ଭୂତ ଯଜ୍ଞ କୁହାଯାଏ।

ମନୁଷ୍ୟ ଯଜ୍ଞ:

ଘରକୁ ଆସିଥିବା ଭିକାରିକୁ  ଅନ୍ନ, ବସ୍ତ୍ର ଓ କିଛିଟଙ୍କା ପଇସା ଦେଇ ସନ୍ତୁଷ୍ଟ କରିବାକୁ ମନୁଷ୍ୟ ଯଜ୍ଞ କୁହାଯାଏ। ସେଥିପାଇଁ ଘରୁ  କାହାକୁ ଖାଲି ହାତରେ ଛଡ଼ାଯାଏ ନାହିଁ। ଏହା କରିବା ଦ୍ୱାରା  ମନକୁ ଶାନ୍ତି ମିଳିବା ସହ ଘରର ସୁଖ ସବୃଦ୍ଧି ବଢ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story