ବିବାହରେ ସମସ୍ୟା ଉପୁଜୁଛି କି? ଆପଣାନ୍ତୁ ଏହି ଉପାୟ

ଆପଣ ବିବାହ ଯୋଗ୍ୟ ହୋଇଗଲେଣି। ପରିବାର ଲୋକେ ଆପଣଙ୍କ ବାହାଘର କରିବାକୁ ପାତ୍ର କି ପାତ୍ରୀ ଖୋଜୁଛନ୍ତି। ହେଲେ ବିବାହ ଠିକ୍‌ ହେବାରେ ସମସ୍ୟା ଉପୁଜୁଛି। ସବୁ କିଛି ଆଗେଇ ବି ବିବାହ ଭାଙ୍ଗି ଯାଉଛି। ଏହାକୁ ନେଇ ଆପଣ ଓ ଆପଣଙ୍କ ପରିବାର ଲୋକେ ଚିନ୍ତିତ ରହୁଛନ୍ତି। ଏହା ବାସ୍ତୁ ଦୋଷରୁ ହେଉଥାଇ ପାରେ। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁଶାସ୍ତ୍ରରେ କିଛି ଉପାୟ କୁହାଯାଇଛି। ଯାହାକୁ ଆପଣାଇଲେ ସମସ୍ୟା ଟଳିଯିବ। ଆସନ୍ତୁ ଜାଣିବା […]

vastu

vastu

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 08:47 AM IST

ଆପଣ ବିବାହ ଯୋଗ୍ୟ ହୋଇଗଲେଣି। ପରିବାର ଲୋକେ ଆପଣଙ୍କ ବାହାଘର କରିବାକୁ ପାତ୍ର କି ପାତ୍ରୀ ଖୋଜୁଛନ୍ତି। ହେଲେ ବିବାହ ଠିକ୍‌ ହେବାରେ ସମସ୍ୟା ଉପୁଜୁଛି। ସବୁ କିଛି ଆଗେଇ ବି ବିବାହ ଭାଙ୍ଗି ଯାଉଛି। ଏହାକୁ ନେଇ ଆପଣ ଓ ଆପଣଙ୍କ ପରିବାର ଲୋକେ ଚିନ୍ତିତ ରହୁଛନ୍ତି। ଏହା ବାସ୍ତୁ ଦୋଷରୁ ହେଉଥାଇ ପାରେ। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁଶାସ୍ତ୍ରରେ କିଛି ଉପାୟ କୁହାଯାଇଛି। ଯାହାକୁ ଆପଣାଇଲେ ସମସ୍ୟା ଟଳିଯିବ। ଆସନ୍ତୁ ଜାଣିବା ବିବାହରେ ବାଧା ସୃଷ୍ଟି କରୁଥିବା ସମସ୍ୟାକୁ କେମିତି ଦୂର କରାଯାଇପାରିବ।

୧. ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହ କରିବାକୁ ଇଚ୍ଛୁକ ଯୁବକଯୁବତୀ କଳା ରଙ୍ଗର ପୋଷାକ ପିନ୍ଧିବାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ଏହାର କାରଣ ହେଲା କଳା ରଙ୍ଗ ଶନି, ରାହୁ ଓ କେତୁଙ୍କ ପ୍ରତିନିଧିତ୍ୱ କରିଥାଏ। ଯାହା ବିବାହ ପାଇଁ ବାଧକ ସାଜିଥାଏ। ପ୍ରେମ ବିବାହ ହେଉ କି ପାରମ୍ପରିକ ବିବାହ ଉଭୟ କ୍ଷେତ୍ରରେ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ।

୨. ଯୁବକଯୁବତୀ ଯିଏ ବାହାରେ ରହି ପାଠ ପଢ଼ୁଛନ୍ତି କି ଚାକିରି କରୁଛନ୍ତି, ପ୍ରାୟତଃ ଘର ସେୟାର କରି ରହିଥାନ୍ତି। ଅର୍ଥାତ ଭଡ଼ଶ ଘର ନେଇ ସାଙ୍ଗଙ୍କ ସହ ରୁହନ୍ତି। ଏହାବି ବିବାହ ନହେବାର କାରଣ ହୋଇପାରେ। ଯଦି ଏପରି ରହୁଛନ୍ତି, ବିବାହକୁ ନେଇ ଥିବା ସମସ୍ୟା ଦୂର କରିବାକୁ ନିଜ ବିଛଣାକୁ କବାଟ ପାଖରେ ଲଗାଇ କି ପକାନ୍ତୁ। ଶୀଘ୍ର ମନ ଖୋଜୁଥିବା ଜୀବନସାଥୀ ପାଇଯିବେ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

୩. ବିବାହ ପ୍ରସ୍ତାବ ନେଇ ଘରୁକୁ ଆସୁଥିବା ବ୍ୟକ୍ତିଙ୍କୁ ଏମିତି ସ୍ଥାନରେ ବସାନ୍ତୁ, ଯାହାଦ୍ୱାରା ସେମାନଙ୍କ ମୁହଁ ଘରର ଭିତର ଆଡକୁ ରହିବ। ସେମାନନେ ବାହାରକୁ ମୁହଁ କରି ବସିଥିଲେ ବିବାହ ସ୍ଥିର ହେବାର ସମ୍ଭାବନା କମ ରହିଥାଏ।

୪. ପ୍ରେମିକ, ପ୍ରେମିକା ସାଧାରଣତଃ ଗୋଲାପ ଫୁଲ ଆଦାନ ପ୍ରଦାନ କରିଥାନ୍ତି। ଯଦି ଆପଣ ବି ପ୍ରେମ କରୁଛନ୍ତି ଓ ସାଥୀଙ୍କୁ ଗୋଲାପ ଫୁଲ ଉପହାରରେ ଦେଉଛନ୍ତି, ତେବେ ଗୋଟିଏ କଥା ଉପରେ ଧ୍ୟାନ ଦେବେ। ଫୁଲ ଦେବା ବେଳେ ସେଥିରେ ଥିବା କଣ୍ଟା ବାହାର କରିଦିଅନ୍ତୁ। କଣ୍ଟା ରହିଲେ ମତଭେଦ ସୃଷ୍ଟି ହେବାର ଆଶଙ୍କା ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଯଦି ପାରୁଛନ୍ତି ମନର ମଣିଷକୁ ଗୋଲାପ ବଦଳରେ ଲିଲି କିମ୍ବା ଆର୍କିଡ ଫୁଲତୋଡ଼ା ଦିଅନ୍ତୁ  ଅଥବା ନିଜ ଶୋଇବା ଘରେ ସଜାନ୍ତୁ। ସମ୍ପର୍କରେ ମଧୁରତା ଆସିବ।

୫. ବିବାହ କରୁବାକୁ ଚାହୁଁଥିବା ଯୁବକଯୁବତୀ ନିଜ ଗୋଡ ଉତ୍ତର ଦିଗକୁ ଓ ମୁଣ୍ଡ ଦକ୍ଷିଣ ଦିଗକୁ କରି ଶୋଇବା ଉଚିତ।

୬. ମନ ପସନ୍ଦ ଜୀବନ ସାଥୀ ଚାହୁଁଥିବା ଯୁବକଯୁବତୀଙ୍କୁ ଏମିତି କୋଠରୀରେ ଶୋଇବା ଉଚିତ, ଯେଉଁଠି ଗୋଟିଏରୁ ଅଧିକ କବାଟ ଥିବ।

୭. ବାସ୍ତୁଶାସ୍ତ୍ର ଅନୁସାରେ ବିବାହ ଯୋଗ୍ୟ ଯୁବକଯୁବତୀ ନିଜ କୋଠରୀକୁ ଗୋଲାପୀ, ହାଲକା ହଳଦିଆ ଓ ଧଳା ରଙ୍ଗ କରିବା ଉଚିତ।

୮. ବିବାହ ଯୋଗ୍ୟ ଯୁବକଯୁବତୀଙ୍କୁ ନିଜ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଲାଲ ଫୁଲର ପେଣ୍ଟିଂ ଲଗାଇବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story