ଭିମ୍‌ସାର ଗଣ୍ଡଗୋଳ ମାମଲା: ଆଗୁଆ ଜାମିନ ଆବେଦନ କଲେ ଡାକ୍ତରୀ ଛାତ୍ର

କଟକ: ଭିମ୍‌ସାର ଗଣ୍ଡଗୋଳ ମାମଲାରେ ଜଣେ ଡାକ୍ତରୀ ଛାତ୍ର ଆଗୁଆ ଜାମିନ୍ ଆବେଦନ କରିଛନ୍ତି।  ଡାକ୍ତରୀ ଛାତ୍ର ବଳଭଦ୍ର ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଛନ୍ତି। ୨ଟି ମାମଲାରେ ସେ ଆଗୁଆ ଜାମିନ୍ ଆବେଦନ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ବୁର୍ଲା ଭିମ୍‌ସାରରେ ସୃଷ୍ଟି ହୋଇଛି ଅଚଳାବସ୍ଥା। ଏହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ଏହି ସମସ୍ୟା ଦୂର ପାଇଁ ରାଜ୍ୟ ସରକାର ବିକଳ୍ପ ଭାବେ […]

Vimsar

Vimsar

Rakesh Mallick
  • Published: Wednesday, 02 August 2017
  • Updated: 02 August 2017, 08:56 AM IST

Sports

Latest News

କଟକ: ଭିମ୍‌ସାର ଗଣ୍ଡଗୋଳ ମାମଲାରେ ଜଣେ ଡାକ୍ତରୀ ଛାତ୍ର ଆଗୁଆ ଜାମିନ୍ ଆବେଦନ କରିଛନ୍ତି।  ଡାକ୍ତରୀ ଛାତ୍ର ବଳଭଦ୍ର ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଛନ୍ତି।

୨ଟି ମାମଲାରେ ସେ ଆଗୁଆ ଜାମିନ୍ ଆବେଦନ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ବୁର୍ଲା ଭିମ୍‌ସାରରେ ସୃଷ୍ଟି ହୋଇଛି ଅଚଳାବସ୍ଥା। ଏହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ଏହି ସମସ୍ୟା ଦୂର ପାଇଁ ରାଜ୍ୟ ସରକାର ବିକଳ୍ପ ଭାବେ ୧୧୬ ଜଣ ନୂଆ ଡାକ୍ତରଙ୍କୁ ଭିମସାରରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos