ପୁରୁଷମାନେ ଧ୍ୟାନ ଦିଅନ୍ତୁ: ଏହି ସବୁ ସମସ୍ୟା ଥିଲେ, ଆପଣ ହୋଇପାରନ୍ତି ଅପମାନିତ

ନିଜକୁ ଅନ୍ୟ ଆଗରେ ଭଲ ଭାବେ ଉପସ୍ଥାପନ କରିବାକୁ ସମସ୍ତେ ଚାହିଁଥାନ୍ତି। ଖାସ କରି ମହିଳାମାନଙ୍କ ଆଗରେ ପୁରଷମାନେ ଭଲ ଦିଶିବାକୁ ଚେଷ୍ଟା କରିଥାନ୍ତି। ହେଲେ ବେଳେ ବେଳେ ପୁରୁଷମାନେ ଏମିତି ସମସ୍ୟାରେ ପଡିଥାନ୍ତି, ଯେଉଁଥି ପାଇଁ ମହିଳାଙ୍କ ଆଗରେ ସେମାନଙ୍କୁ ଅପମାନିତ ହେବାକୁ ପଡିଥାଏ। ଏପରି ହେବାର ବହୁତ କାରଣ ରହିଛି। ହେଲେ ଏହି ସମସ୍ୟାରୁ ସହଜରେ ଛୁଟି ମିଳି ପାରିବ। ଆସନ୍ତୁ ଜାଣିବା ଏମିତି କିଛି ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ। ଅଧିକ […]

tpo pic

tpo pic

Rakesh Mallick
  • Published: Monday, 30 October 2017
  • Updated: 01 November 2017, 03:27 PM IST

Sports

Latest News

ନିଜକୁ ଅନ୍ୟ ଆଗରେ ଭଲ ଭାବେ ଉପସ୍ଥାପନ କରିବାକୁ ସମସ୍ତେ ଚାହିଁଥାନ୍ତି। ଖାସ କରି ମହିଳାମାନଙ୍କ ଆଗରେ ପୁରଷମାନେ ଭଲ ଦିଶିବାକୁ ଚେଷ୍ଟା କରିଥାନ୍ତି। ହେଲେ ବେଳେ ବେଳେ ପୁରୁଷମାନେ ଏମିତି ସମସ୍ୟାରେ ପଡିଥାନ୍ତି, ଯେଉଁଥି ପାଇଁ ମହିଳାଙ୍କ ଆଗରେ ସେମାନଙ୍କୁ ଅପମାନିତ ହେବାକୁ ପଡିଥାଏ। ଏପରି ହେବାର ବହୁତ କାରଣ ରହିଛି। ହେଲେ ଏହି ସମସ୍ୟାରୁ ସହଜରେ ଛୁଟି ମିଳି ପାରିବ। ଆସନ୍ତୁ ଜାଣିବା ଏମିତି କିଛି ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ।

hairଅଧିକ କେଶ: ଶରୀରରେ ଏଣ୍ଡ୍ରୋଜିନ୍‌ ହରମୋନର ବାଲାନ୍ସ ବିଗିଡି ଗଲେ କେଶ ଅଧିକ ପରିମାଣରେ ବଢିଥାଏ। ଏପରି ସ୍ଥିତିରେ ପୁରୁଷ ଲୋକଙ୍କ ପିଠି ଓ ପ୍ରାଇଭେଟ୍‌ ଏରିଆରେ କେଶ ଅଧିକ ଉଠିଥାଏ। ରେଜର କିମ୍ବାର ହେୟାର ରିମୁଭର କ୍ରିମ୍‌ ବ୍ୟବହାର କରି ଏହାକୁ ସଫା କରାଯାଇ ପାରିବ। ଏହାସହ ଲେଜର ଟ୍ରିଟମେଣ୍ଟ ଜରିଆରେ ସବୁଦିନ ପାଇଁ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ।

କୁଣ୍ଡେଇ ହେବକୁଣ୍ଡେଇ ହେବା: ବହୁ ସମୟରେ ଶରୀରର ବିଭିନ୍ନ ଅଙ୍ଗ କୁଣ୍ଡାଇ ହୋଇଥାଏ। ଖାସ୍‌ କରି ପ୍ରାଇଭେଟ୍‌ ଏରିଆ। ଡ୍ରାଏନେସ୍‌ ବଢିବା କିମ୍ବା ଫଙ୍ଗଲ ଯୋଗୁଁ ଏପରି ହୋଇଥାଏ। ଏଥିରୁ ମୁକ୍ତି ପାଇବାର ସହଜ ଉପାୟ ରହିଛି। ଗାଧୋଇବା ପରେ ତେଲ କିମ୍ବା ମଇସରାଜରକୁ ପୂରା ଶରୀରରେ ଲଗାନ୍ତୁ। ଇମ୍ଫେକ୍ସନରୁ ବଞ୍ଚିବାକୁ ଓଦା କିମ୍ବା ଟାଇଟ୍‌ କପଡା ବ୍ୟବହାର କରନ୍ତୁ ନାହିଁ। ଏହାସହ ଆପଣ ଆଣ୍ଟି ଫଙ୍ଗଲ କ୍ରିମ୍‌ ମଧ୍ୟ ବ୍ୟବହାର କରିପାରିବେ।

ଆହୁରି ମଧ୍ୟ ପଢନ୍ତୁ: କଲମ ବିକ୍ରେତାରୁ ସଫଳ ଉଦ୍ୟୋଗପତି: ଜାଣନ୍ତୁ ‘ସୁ-କାମ୍‌’ କମ୍ପାନୀ ମୁଖ୍ୟଙ୍କ ସଂଘର୍ଷର କାହାଣୀ

ପରିସ୍ରାବାରମ୍ବାର ପରିସ୍ରା ଲାଗିବା: ବୟସ ବଢିବା ସହ ପୁରୁଷମାନଙ୍କଠାରେ ଇନଲାର୍ଜ ପ୍ରୋଟେଷ୍ଟ (ପରିସ୍ରା ଲାଗିବା) ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ବାରମ୍ବାର ବାଥରୁମ୍‌ ଯିବାକୁ ପଡିଥାଏ। ୟୁରିନ୍‌ ସମ୍ପର୍କିତ ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ତାଙ୍କ କହିବା ଅନୁସାରେ ଚିକିତ୍ସା କରନ୍ତୁ।

ଚନ୍ଦାଚନ୍ଦା: ବହୁ ସମୟରେ କମ ବୟସରେ ବାଳ ଝଡି ଯାଇଥାଏ। ଶରୀରରେ ଆଇରନ, କ୍ୟାଲସିୟମ ଓ ପ୍ରୋଟିନ ଅଭାବରୁ ଏପରି ସମସ୍ୟା ଦେଖାଦେଇଥାଏ। ଏହାସହ ଚିନ୍ତା ବଢିବା ମଧ୍ୟ ଚନ୍ଦାପଣର ଆଉ ଏକ କାରଣ। ସବୁଜ ପରିବା ଓ ଡାଲି ଅଧିକ ପରିମାଣରେ ଖାଆନ୍ତୁ। ଏଥିରୁ ପ୍ରଚୁର ପରିମାଣରେ ନ୍ୟୁଟ୍ରିନ୍‌ ମିଳିବ। ଯାହା ଆପଣଙ୍କ ବାଳ ଝଡିବା ସମସ୍ୟା ଦୂର କରିଦେବ। ପ୍ରତିଦିନ ବ୍ୟାୟମ କରନ୍ତୁ, ଏହାଦ୍ୱାରା ଚିନ୍ତାମୁକ୍ତ ରହିବେ।

ବଡ଼ ପେଟପେଟ ବଢିବା: ପୁରୁଷଙ୍କ ପେଟ ଶୀଘ୍ର ବଢି ଯାଇଥାଏ। ଅନାବଶ୍ୟକ କ୍ୟାଲୋରୀଯୁକ୍ତ ଖାଦ୍ୟ ଏହାର କାରଣ। ପ୍ରତିଦିନି ଅତି କମରେ ୩୦ ମିନିଟ ବ୍ୟାୟାମ କରନ୍ତୁ। ଅଧିକ ମିଠା ଓ ତେଲିଆ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ।

ପାଟି ଗନ୍ଧମୁଖଗନ୍ଧ: ପ୍ରତିଦିନ ବ୍ରସ୍‌ ନକଲେ ମୁହଁରେ ବ୍ୟାକ୍ଟେରିଆ ବଢିଯାଇ ଦୁର୍ଗନ୍ଧ ହୋଇଥାଏ। ଅଧିକ ପରିମାଣରେ ପିଆଜ, ରସୁଣ, ଶୋରିଷ ଖାଇବା ଓ ସିଗାରେଟ ଟାଣିବା ଦ୍ୱାରା ପାଟି ଗନ୍ଧ ହୋଇଥାଏ। ପ୍ରତିଦିନ ଦୁଇଥର ବ୍ରସ୍‌ କରନ୍ତୁ। କିଛି ବି ଖାଇବା ପରେ ଭଲରେ କୁଳକୁଳ କରି ମୁହଁ ଧୁଅନ୍ତୁ। ଖାଇବା ପରେ ଡାଲଚିନ ପରି ମୁଖବାସ ଦ୍ରବ୍ୟ ପାଟିରେ ପକାନ୍ତୁ।

ଆହୁରି ମଧ୍ୟ ପଢନ୍ତୁ: ବଡ଼ ଲୋକଙ୍କ ବଡ଼ କଥା! ନୀତା ଅମ୍ବାନୀଙ୍କ କପେ ଚା’ର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ

ଘୁଙ୍ଗୁଡି ମାରିବାଘୁଙ୍ଗୁଡି ମାରିବା: ବହୁତ ପୁରୁଷ ଶୋଇବା ବେଳେ ଜୋରେ ଜୋରେ ଘୁଙ୍ଗୁଡି ମାରିଥାନ୍ତି। ଶୋଇବା ବେଳେ ଠିକ୍‌ରେ ନିଶ୍ୱାସ ନେଇ ନ ପାରିଲେ ଏପରି ସମସ୍ୟା ଦେଖାଦେଇଥାଏ। ରାତିରେ ଶୋଇବା ପୂର୍ବରୁ ଲୁଣ ପାଣି ନେଇ ଗଳଗଳ କରନ୍ତୁ। ଘୁଙ୍ଗୁଡ଼ି ମାରିବା ସମସ୍ୟା ଦୂର ହୋଇଯିବ।

ଝାଳଝାଳ ଗନ୍ଧ: ବହୁତ ପୁରୁଷ ଝାଳ ଗନ୍ଧକୁ ନେଇ ସମସ୍ୟାରେ ପଡିଥାନ୍ତି। ଶରୀର ଠିକ୍‌ରେ ସଫା ନକରିଲେ ଏହି ସମସ୍ୟାରେ ଅଧିକ ଦେଖିବାକୁ ମିଳିଥାଏ। ପାଣିରେ କିଛି ଲୁଣ କିମ୍ବା ଫିଟିକିରି ପକାଇ ଗାଧାନ୍ତୁ। ଏହାଦ୍ୱାରା ବ୍ୟାକ୍ଟେରିଆ କଣ୍ଟ୍ରୋଲ ହେବ ଓ ଝାଳ ଗନ୍ଧରୁ ମୁକ୍ତି ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story