ଦୁଗ୍ଦ ଚାଷୀଙ୍କ ପାଇଁ ଖୁସି ଖବର: ବାରଙ୍ଗରେ ହେବ ଦୁଗ୍ଧ ପ୍ଲାଣ୍ଟ

ଭୁବନେଶ୍ୱର: ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର। ବାରଙ୍ଗରେ ପ୍ରତିଷ୍ଠା ହେବ ୫ ଲକ୍ଷ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଦୁଗ୍ଧ ପ୍ଲାଣ୍ଟ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କୃଷି କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ କୃଷି ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି-“ଖାଦ୍ୟ ଶସ୍ୟ ଉତ୍ପାଦନରେ ରେକର୍ଡ କରିଛି ଓଡ଼ିଶା। ଗତବର୍ଷ ରାଜ୍ୟରେ ୧ କୋଟି ୧୮ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। ଏହି ସମୟ […]

setting-up-a-Milk-Processing-Business

setting-up-a-Milk-Processing-Business

Rakesh Mallick
  • Published: Saturday, 05 August 2017
  • Updated: 05 August 2017, 10:10 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର। ବାରଙ୍ଗରେ ପ୍ରତିଷ୍ଠା ହେବ ୫ ଲକ୍ଷ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଦୁଗ୍ଧ ପ୍ଲାଣ୍ଟ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କୃଷି କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ କୃଷି ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି-“ଖାଦ୍ୟ ଶସ୍ୟ ଉତ୍ପାଦନରେ ରେକର୍ଡ କରିଛି ଓଡ଼ିଶା। ଗତବର୍ଷ ରାଜ୍ୟରେ ୧ କୋଟି ୧୮ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୯୮ ଲକ୍ଷ ୭୪ ହଜାର ମେଟ୍ରିକ୍ ଟନ୍ ଚାଉଳ ଉତ୍ପାଦନ ହୋଇଛି।”

ସେ ଆହୁରି ମଧ୍ୟ କହିଛନ୍ତି-“ଲଗାଣ ବର୍ଷା ଯୋଗୁଁ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ମୋଟ୍‌ ୩୯,୦୦୦ ହେକ୍ଟର ଜମି ଜଳମଗ୍ନ ହୋଇଛି। ବନ୍ୟାରେ ପଶୁ ସମ୍ପଦଙ୍କର ବେଶୀ କ୍ଷୟକ୍ଷତି ହୋଇ ନାହିଁ। ରାୟଗଡ଼ା ବିଷମକଟକରେ କିଛି ଘରଦ୍ୱାର ଭାଙ୍ଗିଯାଇଛି। ବନ୍ୟା ଛାଡ଼ିଲେ କେତେ କ୍ଷୟକ୍ଷତି ହୋଇଛି ତାହା ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story