ଆପଣଙ୍କ ମୋବାଇଲ୍‌ ନମ୍ବରରେ ଏକାଧିକ ଥର ‘୯’ ଅଛି କି ? 

ଆପଣଙ୍କ ଫୋନ୍‌ ନମ୍ବର ଆପଣଙ୍କ ଭାଗ୍ୟ ବଦଳାଇ ଦେବ। ଜାଣିଛନ୍ତି ନା ନାହିଁ ? ଆଜ୍ଞା ହଁ, ଏମିତି କିଛି ଏବେ ଶୁଣିବାକୁ ମିଳୁଛି। ଆମେ କହୁନୁ, କିଛି ଜ୍ୟୋତିଷ ଏମିତି କହୁଛନ୍ତି। ଏ ସମ୍ପର୍କରେ ଜାଣିବାକୁ ଆପଣଙ୍କର ବି ଇଚ୍ଛା ହେଉଥିବ। ତା’ହେଲେ ପଢ଼ନ୍ତୁ। ବାସ୍ତବରେ ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ୯ ଅଙ୍କ ସବୁବେଳେ ଶୁଭପ୍ରଦ। ଏଣୁ ଆପଣଙ୍କ ଫୋନ୍‌ ନମ୍ବରରେ ଯଦି ଏହି ଅଙ୍କ ଏକାଧିକବାର ରହିଛି, ତା’ହେଲେ ଜାଣି ନିଅନ୍ତୁ ଆପଣ ବେଶ୍ ଭାଗ୍ୟବାନ୍‌। […]

mobile

mobile

Rakesh Mallick
  • Published: Wednesday, 25 April 2018
  • Updated: 25 April 2018, 10:10 AM IST

Sports

Latest News

ଆପଣଙ୍କ ଫୋନ୍‌ ନମ୍ବର ଆପଣଙ୍କ ଭାଗ୍ୟ ବଦଳାଇ ଦେବ। ଜାଣିଛନ୍ତି ନା ନାହିଁ ? ଆଜ୍ଞା ହଁ, ଏମିତି କିଛି ଏବେ ଶୁଣିବାକୁ ମିଳୁଛି। ଆମେ କହୁନୁ, କିଛି ଜ୍ୟୋତିଷ ଏମିତି କହୁଛନ୍ତି। ଏ ସମ୍ପର୍କରେ ଜାଣିବାକୁ ଆପଣଙ୍କର ବି ଇଚ୍ଛା ହେଉଥିବ। ତା’ହେଲେ ପଢ଼ନ୍ତୁ।

ବାସ୍ତବରେ ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ୯ ଅଙ୍କ ସବୁବେଳେ ଶୁଭପ୍ରଦ। ଏଣୁ ଆପଣଙ୍କ ଫୋନ୍‌ ନମ୍ବରରେ ଯଦି ଏହି ଅଙ୍କ ଏକାଧିକବାର ରହିଛି, ତା’ହେଲେ ଜାଣି ନିଅନ୍ତୁ ଆପଣ ବେଶ୍ ଭାଗ୍ୟବାନ୍‌। ଶାସ୍ତ୍ର କୁହେ ୯ ଅଙ୍କ ହେଉଛି ସବୁଠାରୁ ଶ୍ରେଷ୍ଠ । ଏପରିକି ଏହା ବୁଦ୍ଧି ଓ ପ୍ରଜ୍ଞାକାରକ ମଧ୍ୟ। ଏଣୁ ଦେଖିବେ ଅଧିକାଂଶ ସାହିତ୍ୟିକ, କବି, ଲେଖକ, ଚିତ୍ରକର, ଦାର୍ଶନିକ ଆଦି କଳାତ୍ମକ ବୃତ୍ତିଧାରୀ ଏହି ନମ୍ବର ଥିବା ସିମ୍‌ ହିଁ ରଖିବାକୁ ପସନ୍ଦ କରୁଥାନ୍ତି। ଜାଣତରେ ହେଉ ବା ଅଜାଣତରେ ‘୯’ ପ୍ରତି ସେମାନେ ବେଶି ଆକର୍ଷିତ ହୋଇଥାନ୍ତି।

ସେହିପରି ଏକାଧିକ ଥର ‘୮’ ବ୍ୟବହାର ହୋଇଥିବା ନମ୍ବର ନେବାବେଳେ ଟିକେ ସାବଧାନ ରୁହନ୍ତୁ। ଏହି ଅଙ୍କଟି ଆପଣଙ୍କ ଭାଗ୍ୟ ପାଇଁ ବଦ୍‌ମାସ୍‌ ସାବ୍ୟସ୍ତ ହୋଇପାରେ। ଆଉ ଯଦି ‘୩’ କିମ୍ବା ‘୪’ ଆପଣଙ୍କୁ ଭଲ ଲାଗୁଛି, ତା’ହେଲେ ଜାଣି ନିଅନ୍ତୁ ଆପଣଙ୍କ ଭାଗ୍ୟ ଫିଟିଗଲା। ଖାଲି ସେତିକି ନୁହେଁ ଆଜ୍ଞା, ଏହି ଅଙ୍କ ପସନ୍ଦ ହେଉଥିଲେ ଆମେ ତ କହିବୁ ଆପଣ ଭାରି ରୋମାଣ୍ଟିକ୍‌ ବି। କ’ଣ କହୁଛନ୍ତି ନମ୍ୱର ବାଛିବା ବେଳେ ଏଥର ଏ କଥାକୁ ଧ୍ୟାନ ଦେବ ତ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story