ବିଶ୍ୱର ସବୁଠାରୁ ବଡ଼ ଲୋମହର୍ଷଣକାରୀ ବଳି: ୧୪୦ ପିଲାଙ୍କ ଛାତି ଚିରି କାଢ଼ିନେଲେ ହୃତ୍‌ପିଣ୍ଡ

ଆଧୁନିକ ସମାଜରେ ଆଜି ବି କେଉଁଠି ନା କେଉଁଠି ବଳିପ୍ରଥା ଦେଖିବାକୁ ମିଳୁଛି। ଏହି ପ୍ରଥା ବହୁ ପୁରୁଣା। ବଳିକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କୁହାଯାଇଥାଏ। ହେଲେ ଆମେ ଆଜି ଯେଉଁ କଥା କହିବାକୁ ଯାଉଛୁ, ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ଭାବି ହେବେ, ମଣିଷ ଏମିତି ବି ନିଷ୍ଠୁର ହୋଇପାରେ। କଥାଟା ହେଲା, ଗୋଟେ ନୁହେଁ କି ଦୁଇଟି ନୁହେଁ ପ୍ରାୟ ୧୪୦ ପିଲାଙ୍କୁ ଏକା ସାଙ୍ଗରେ ବଳି ପକାଇ ଦିଆଗଲା। […]

child-sacrifice

child-sacrifice

Rakesh Mallick
  • Published: Sunday, 29 April 2018
  • Updated: 29 April 2018, 10:28 PM IST

Sports

Latest News

ଆଧୁନିକ ସମାଜରେ ଆଜି ବି କେଉଁଠି ନା କେଉଁଠି ବଳିପ୍ରଥା ଦେଖିବାକୁ ମିଳୁଛି। ଏହି ପ୍ରଥା ବହୁ ପୁରୁଣା। ବଳିକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କୁହାଯାଇଥାଏ। ହେଲେ ଆମେ ଆଜି ଯେଉଁ କଥା କହିବାକୁ ଯାଉଛୁ, ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ଭାବି ହେବେ, ମଣିଷ ଏମିତି ବି ନିଷ୍ଠୁର ହୋଇପାରେ। କଥାଟା ହେଲା, ଗୋଟେ ନୁହେଁ କି ଦୁଇଟି ନୁହେଁ ପ୍ରାୟ ୧୪୦ ପିଲାଙ୍କୁ ଏକା ସାଙ୍ଗରେ ବଳି ପକାଇ ଦିଆଗଲା। ଏହି ପିଲାମାନଙ୍କ ସହ ୨୦୦ ପଶୁଙ୍କୁ ମଧ୍ୟ ବଳି ଦିଆଗଲା। ଏହି ଲୋମହର୍ଷଣକାରୀ ବଳି ଘଟଣା ପେରୁରେ ଘଟିଥିଲା।

child-sacrificeପେରୁର ଉତ୍ତର ତଟରେ ପୁରାତତ୍ତ୍ୱବିତମାନେ ଖନନ ବେଳେ ପ୍ରାୟ ୧୪୦ ଶିଶୁ ଓ ୨୦୦ ଲାମା (ଏକ ପ୍ରକାର ପଶୁ)ର ଅବଶେଷ ପାଇଥିଲେ। ପିଲାମାନଙ୍କ ସବୁ ଅବଶେଷରେ ଛାତିରେ ବଡ଼ ଗାତ ଥିବା ଦେଖିବାକୁ ମିଳିଥିଲା।  ବୈଜ୍ଞାନିକଙ୍କ ମତରେ ପିଲାମାନଙ୍କ ଛାତିର ପଞ୍ଜରା ଭାଙ୍ଗି ସେମାନଙ୍କ ହୃତ୍‌ପିଣ୍ଡ ବାହାର କରାଯାଇଥିଲା। ଯାଞ୍ଚକାରୀ ଟିମ୍‌ ଏହାକୁ ମାନବ ଇତିହାସରେ ସବୁଠାରୁ ବଡ଼ ବଳି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୧ରେ ଏହି ଅଞ୍ଚଳର ଆଖପାଖରେ ରହୁଥିବା ଲୋକେ ବହୁତ ଗୁଡିଏ କଙ୍କାଳ ପାଥିଲେ। ଏହାପରେ ସରକାରଙ୍କ ପକ୍ଷରୁ ଏଠାରେ ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଖନନ କାର୍ଯ୍ୟ ଯେତେ ଆଗୁ ବଢ଼ିଲା, ଏଠାରେ ଶିଶୁ ଓ ପଶୁଙ୍କ କଙ୍କାଳ ମିଳିବା ମଧ୍ୟ ସେହି ଅନୁପାତରେ ବଢ଼ି ଚାଲିଥିଲା।

child-sacrificeମିଳିଥିବା ଅବଶେଷକୁ ପରୀକ୍ଷା କରିବା ପରେ ସାଇଣ୍ଟିଷ୍ଟମାନେ ସ୍ଥିର ନିଶ୍ଚିତ ହୋଇଯାଇଥିଲେ ଯେ, ଏହି ଶୁଶୁମାନଙ୍କୁ ଏକା ସାଙ୍ଗରେ ବଳି ଦିଆଯାଇଥିଲା। କଙ୍କାଳ ଗୁଡିକର ରେଡିଓ କାର୍ବନ ଡେଟିଂ କରାଯିବା ପରେ ଏହା ୫୫୦ ବର୍ଷ ପୁରୁଣା ବୋଲି ଜଣାପଡିଛି। ଏଥିରେ ଉଭୟ ପୁଅ ଓ ଝିଅଙ୍କ କଙ୍କାଳ ରହିଛି। ସବୁ ପିଲାଙ୍କ ବୟସ ୮ରୁ ୧୨ ବର୍ଷ ଭିତରେ ଥିଲା। ମିଳିଥିବା ଅବଶେଷରେ ଜଣେ ପିଲାର ବୟସ ୫ ବର୍ଷ ଥିବା ଜଣାପଡ଼ିଥିଲା।

ପୂର୍ବରୁ ଟେନୋସଟିଟେଲର ରାଜଧାନୀ ଏଜଟେକରେ ଦୁନିଆର ସବୁଠାରୁ ବଡ଼ ବଳି ଦିଆଯାଇଥିଲା ବୋଲି ବିଶ୍ୱାସ କରାଯାଉଥିଲା। ଏଠାରେ ୪୨ ଜଣ ପିଲାଙ୍କୁ ଏକା ସାଙ୍ଗରେ ବଳି ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story