ଧରାପଡ଼ିଲା ଦେଶର ସବୁଠୁ ଖତରନାକ ଏଟିଏମ୍‌ ହ୍ୟାକର: ପଢ଼ନ୍ତୁ କେମିତି କରୁଥିଲା ଅପରେସନ୍‌

ଭୁବନେଶ୍ୱର: ଖୋଲିବ ୧୦୦ କୋଟି ଟଙ୍କାର ଏଟିଏମ୍ ଲୁଟ୍ ଘଟଣାର ଗୁମର। ମଧ୍ୟପ୍ରଦେଶ ପୋଲିସ ହାତରେ ଧରା ପଡିଥିବା କୁଖ୍ୟାତ ଏଟିଏମ୍ ହ୍ୟାକର ସୟଦ କ୍ୟୁରେସି ମାଲ୍‌ୱେର ସପ୍ଟେୱେୟାର ବ୍ୟବହାର କରି ନିଜ ସହଯୋଗୀମାନଙ୍କ ସହାୟତାରେ ଅତି ଚତୁରତାର ସହ ଏଟିଏମ୍‌ରେ କଳାକନା ବୁଲାଉଥିଲା। କୁଖ୍ୟାତ ଏଟିଏମ୍ ହାକର ସୟଦ କ୍ୟୁରେସି। ୧୦୦ କୋଟିରୁ ଅଧିକ ଟଙ୍କା ଲୁଟ୍‌ର ମାଷ୍ଟରମାଇଣ୍ଡ କ୍ୟୁରେସି ଭୁବନେଶ୍ୱର,  କଟକ,  ରାଉରକେଲା ଆଦି ସ୍ଥାନରୁ ହୋଇଥିବା ଏଟିଏମ୍ ଲୁଟ୍ ଘଟଣାରେ ସମ୍ପୃକ୍ତ। ଏବେ […]

atm hakker in india

atm hakker in india

Rakesh Mallick
  • Published: Monday, 14 August 2017
  • Updated: 14 August 2017, 08:07 PM IST

Sports

Latest News

ଭୁବନେଶ୍ୱର: ଖୋଲିବ ୧୦୦ କୋଟି ଟଙ୍କାର ଏଟିଏମ୍ ଲୁଟ୍ ଘଟଣାର ଗୁମର। ମଧ୍ୟପ୍ରଦେଶ ପୋଲିସ ହାତରେ ଧରା ପଡିଥିବା କୁଖ୍ୟାତ ଏଟିଏମ୍ ହ୍ୟାକର ସୟଦ କ୍ୟୁରେସି ମାଲ୍‌ୱେର ସପ୍ଟେୱେୟାର ବ୍ୟବହାର କରି ନିଜ ସହଯୋଗୀମାନଙ୍କ ସହାୟତାରେ ଅତି ଚତୁରତାର ସହ ଏଟିଏମ୍‌ରେ କଳାକନା ବୁଲାଉଥିଲା।

କୁଖ୍ୟାତ ଏଟିଏମ୍ ହାକର ସୟଦ କ୍ୟୁରେସି। ୧୦୦ କୋଟିରୁ ଅଧିକ ଟଙ୍କା ଲୁଟ୍‌ର ମାଷ୍ଟରମାଇଣ୍ଡ କ୍ୟୁରେସି ଭୁବନେଶ୍ୱର,  କଟକ,  ରାଉରକେଲା ଆଦି ସ୍ଥାନରୁ ହୋଇଥିବା ଏଟିଏମ୍ ଲୁଟ୍ ଘଟଣାରେ ସମ୍ପୃକ୍ତ। ଏବେ ସେ ପୋଲିସର ଜାଲରେ ଫସି ଯାଇଛି। ଏହି ଧୂର୍ତ୍ତ ସପ୍ଟଓ୍ୱୟାର ଇଞ୍ଜିନିୟର ମଧ୍ୟପ୍ରଦେଶ ପୋଲିସ ହାବୁଡରେ ପଡିବା ପରେ ଏବେ ଖାଉଛି ଜେଲ୍‌ ହାଓ୍ୱା। ପୂର୍ବରୁ କ୍ୟୁରେସି ଗ୍ୟାଙ୍ଗର ଦୁଇ ସଦସ୍ୟ ଅଜୟ ଚୌଧୁରୀ ଓ ଗୋପାଳ କ୍ରିଷ୍ଣା ଧରା ପଡିଥିଲେ। ସେମାନଙ୍କଠାରୁ ସୁରଗ ପାଇ କ୍ୟୁରେସିକୁ କାବୁ କରିଥିଲା ପୋଲିସ। ତାକୁ ରିମାଣ୍ଡରେ ଆଣି ଜେରା କରିବା ଲାଗି ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଟିମ୍ ମଧ୍ୟପ୍ରଦେଶ ଯିବ।

ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି-“ଏଟିଏମ୍‌ ହାକର କ୍ୟୁରେସିକୁ ମଧ୍ୟପ୍ରଦେଶ ସାଇବର ସେଲ୍‌ ଧରିଛି। ଏବେ ସେ ବିଚାର ବିଭାଗୀୟ ହାଜତରେ ରହିଛି। ଓଡ଼ିଶାରେ ହୋଇଥିବା ଅନେକ ଏଟିଏମ୍‌ ଲୁଟ୍‌ ସେ ସମ୍ପୃକ୍ତ ଅଛି। ତେଣୁ ତାକୁ ଆଣିବା ପାଇଁ ଓଡ଼ିଶା ଆଣିବା ପାଇଁ କୋର୍ଟଙ୍କୁ ଅନୁରୋଧ କରିବୁ।”

କ୍ୟୁରେସି ଗ୍ୟାଙ୍ଗ କେମିତି ଲୁଟୁଥିଲା ଟଙ୍କା?

ଏଟିଏମ୍‌ରୁ କ୍ୟୁରେସି ଗ୍ୟାଙ୍ଗ ଅତି ଚତୁରତାର ସହ ଟଙ୍କା ଲୁଟ୍‌ କରୁଥିଲେ। ସେମାନେ ପ୍ରଥମେ ଏଟିଏମ୍ ଖୋଲି ସେଥିରେ ଏକ ମାଲ୍‌ୱେର ସପ୍ଟେୱେୟାର ଲୋଡ୍ କରି ରି-ବୁଟ୍‌ କରୁଥିଲା। ଏହାପରେ ଏଟିଏମ୍‌ରେ ସ୍କ୍ରିନ୍ ସଟ୍ ନେଇ ମୁମ୍ବାଇ ବସିଥିବା କ୍ୟୁରେସି ନିକଟକୁ ପଠାଉଥିଲେ। ତା’ପରେ ପୁରା ଏଟିଏମ୍‌ର ନାଡି ନକ୍ଷତ୍ର ଜାଣି ପାରୁଥିଲା କ୍ୟୁରେସି। ସେ ହ୍ୟାକରଙ୍କୁ ଏଟିଏମ୍‌ର ପିନ୍ ନମ୍ବର ଦେଉଥିଲା। ଏହା ସାହାଯ୍ୟରେ ହ୍ୟାକର ଅତି ସହଜରେ ଟଙ୍କା ଉଠାଇ ନେଉଥିଲେ। ହ୍ୟାଙ୍କର ଓ କ୍ୟୁରେସିଙ୍କ ମଧ୍ୟରେ ୫୦-୫୦ ଡିଲ୍ ରହୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story