୧୩ ବର୍ଷର ନାବାଳିକା ୭ ମାସର ଗର୍ଭବତୀ, ମୁଖ୍ୟ ଅଭିଯୁକ୍ତକୁ ଛାଡ଼ି ଜଣେ ନାବାଳକକୁ ଗିରଫ କଲା ପୋଲିସ୍

ନବରଙ୍ଗପୁର: ମା’ ହେବାକୁ ଯାଉଛି ୧୩ ବର୍ଷର ନାବାଳିକା। ବଳାତ୍କାରର ଶିକାର ହୋଇ ୭ ମାସର ଗର୍ଭବତୀ ହୋଇଛି ସେ। ଏହି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକରୁ। ଏନେଇ ପୀଡ଼ିତଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ମାମଲାରେ ପୋଲିସ୍ ଜଣେ ନାବାଳକକୁ ଗିରଫ କରି ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଇ ଦେଇଛି। ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଛାଡ଼ି ଜଣେ ନାବାଳକକୁ ଗିରଫ କରିଥିବା ଅଭିଯୋଗ ହୋଇଛି। ବାଲେଙ୍ଗା ପଞ୍ଚାୟତ ବାମୁଣି […]

nabarangpur

nabarangpur

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 11:02 AM IST

Sports

Latest News

ନବରଙ୍ଗପୁର: ମା’ ହେବାକୁ ଯାଉଛି ୧୩ ବର୍ଷର ନାବାଳିକା। ବଳାତ୍କାରର ଶିକାର ହୋଇ ୭ ମାସର ଗର୍ଭବତୀ ହୋଇଛି ସେ। ଏହି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକରୁ। ଏନେଇ ପୀଡ଼ିତଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ମାମଲାରେ ପୋଲିସ୍ ଜଣେ ନାବାଳକକୁ ଗିରଫ କରି ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଇ ଦେଇଛି। ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଛାଡ଼ି ଜଣେ ନାବାଳକକୁ ଗିରଫ କରିଥିବା ଅଭିଯୋଗ ହୋଇଛି।

ବାଲେଙ୍ଗା ପଞ୍ଚାୟତ ବାମୁଣି ଗାଁର ବିବାହିତ ଯୁବକ ଗୁପ୍ତ ହରିଜନ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରାୟ ଏକମାସ ପର୍ଯ୍ୟନ୍ତ ଏହି ନାବାଳିକା ସହ ଶାରୀରିକ ସଂପର୍କ ରଖିଥିଲେ। କିନ୍ତୁ ନାବାଳିକାଟି ଅନ୍ତଃସତ୍ୱା ହେବା ପରେ ଯୁବକ ଜଣଙ୍କ ତା ସହିତ ସମସ୍ତ ସଂପର୍କ ତୁଟାଇ ଦେଇଥିଲେ ଏବଂ ତାକୁ ଗାଁର ଆଉ ତିନି ଜଣଙ୍କ ନିକଟକୁ ପଠାଇ ଦେଇଥିଲେ। ସେମାନେ ଝିଅଟିକୁ ୧୫ ଦିନ ଧରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଚାରି ଜଣଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story