ଆପଣଙ୍କ ପାଦ ଗନ୍ଧ ହେଉଛି କି? ଦୁର୍ଗନ୍ଧ ଦୂରାଇବାକୁ ପଢ଼ନ୍ତୁ କିଛି ଘରୋଇ ଟିପ୍ସ୍

ଟିକେ ଗରମ ହେଲେ ବା ବର୍ଷା ପାଣିରେ ଭିଜିଲେ ଅନେକ ଲୋକଙ୍କର ଶରୀରରୁ ଦୁର୍ଗନ୍ଧ ବାହାରିଥାଏ। ବିଶେଷ କରି ପାଦରୁ ଅଧିକ ଦୁର୍ଗନ୍ଧ ବାହାରିଥାଏ। ଏହା ବ୍ୟତୀତ ଦିନସାରା ଜୋତା ପିନ୍ଧି ରହିଲେ ମଧ୍ୟ ପାଦରୁ ଖରାପ ବାସ୍ନା ଆସିଥାଏ। ଏହି ଦୁର୍ଗନ୍ଧ ପାଦରେ ଝାଳ ବହି ଜୀବାଣୁ ଲାଗିବାରୁ ହିଁ ହୋଇଥାଏ। ଫଳରେ ଆପଣ ଅନେକ ଥର ସର୍ବସାଧାରଣରେ ଅପମାନିତ ଅନୁଭବ କରିଥିବେ। ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବତାଇବୁ ଯାହାଦ୍ୱାରା ଆପଣଙ୍କର […]

Best-Foot-Deodorant

Best-Foot-Deodorant

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 09:47 PM IST

ଟିକେ ଗରମ ହେଲେ ବା ବର୍ଷା ପାଣିରେ ଭିଜିଲେ ଅନେକ ଲୋକଙ୍କର ଶରୀରରୁ ଦୁର୍ଗନ୍ଧ ବାହାରିଥାଏ। ବିଶେଷ କରି ପାଦରୁ ଅଧିକ ଦୁର୍ଗନ୍ଧ ବାହାରିଥାଏ। ଏହା ବ୍ୟତୀତ ଦିନସାରା ଜୋତା ପିନ୍ଧି ରହିଲେ ମଧ୍ୟ ପାଦରୁ ଖରାପ ବାସ୍ନା ଆସିଥାଏ। ଏହି ଦୁର୍ଗନ୍ଧ ପାଦରେ ଝାଳ ବହି ଜୀବାଣୁ ଲାଗିବାରୁ ହିଁ ହୋଇଥାଏ। ଫଳରେ ଆପଣ ଅନେକ ଥର ସର୍ବସାଧାରଣରେ ଅପମାନିତ ଅନୁଭବ କରିଥିବେ। ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବତାଇବୁ ଯାହାଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂର ହେଇଯିବ।

ଚାହାପତି ପାଣି- ପାଦର ଦୁର୍ଗନ୍ଧ ଦୂର କରିବାରେ ଚାହା ଭଲ କାମ ଦିଏ। ଏଥିପାଇଁ ପ୍ରଥମେ ପାଣିରେ ଚାହାପତି ପକାଇ ଫୁଟାଇ ଦିଅନ୍ତୁ। ପାଣି ଟିକେ ଉଷୁମ ଥିବାବେଳେ ଏଥିରେ ଅଧଘଣ୍ଟା ଯାଏଁ ପାଦ ବୁଡ଼ାଇ ରଖନ୍ତୁ। ପ୍ରତିଦିନ ବାହରୁ ଘରକୁ ଆସି ଏପରି କରନ୍ତୁ। ଦେଖିବେ ଧିରେ ଧିରେ ଆପଣଙ୍କତ ପାଦ ଗନ୍ଧ ହେବା ବନ୍ଦ ହୋଇଯିବ।

ଲୁଣ ପାଣି- ଲୁଣ ପାଣି ମଧ୍ୟ ଏହି ସମସ୍ୟା ଦୂର କରିଥାଏ।  ଏହା ଚର୍ମକୁ ଶୁଷ୍କ କରେ ଓ ଝାଳ ବୋହିବା ବନ୍ଦ କରିଦିଏ। ଏକ ପାତ୍ରରେ ଉଷୁମ ପାଣିରେ ଲୁଣ ମିଶାଇ ଏଥିରେ ୨୦ ରୁ ୩୦ ମିନିଟ୍‌ ଯାଏଁ ପାଦ ବୁଡ଼ାଇ ରଖନ୍ତୁ। ଏଭଳି ପ୍ରତି ଦିନ କଲେ ଭଲ ଫଳ ମିଳିବ।

ସେଓ ଭିନେଗାର- ବାହାରକୁ ଯିବା ପୁର୍ବରୁ ଗରମ ପାଣିରେ ସେଓ ଭିନେଗାର ପକାଇ କିଛି ସମୟ ଗୋଡ଼ ବୁଡ଼ାନ୍ତୁ। ଏହାପରେ ଜୋତା ପିନ୍ଧି ବାହାରକୁ ଯାଆନ୍ତୁ। ଆଉ ପାଦ ଗନ୍ଧ ହେବ ନାହିଁ।  ଏଭଳି ସପ୍ତାହରେ ୨ ଥର କରନ୍ତୁ।

ସାବୁନ- ପ୍ରତିଦିନ ସନ୍ଧ୍ୟାବେଳେ ଅଫିସ୍‌ରୁ ଫେରି ଗୋଡ଼କୁ ସାବୁନ ଦେଇ ଧୋଇଦିଅନ୍ତୁ। ଏପରି କଲେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ଜାବାଣୁ ନଷ୍ଟ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story