ନୂଆ ସମୀକରଣ ମୁହାଁ ଓଡ଼ିଶା ରାଜନୀତି: ବିଜେଡି ଚାହୁଁଛି କଂଗ୍ରେସ ଶକ୍ତିଶାଳୀ ହେଉ ! କାହିଁକି ଜାଣିଛନ୍ତି?

ଭୁବନେଶ୍ବର; (ରମେଶ ରଥ): କଥାରେ ଅଛି, ରାଜନୀତିରେ କେହି ଚିରନ୍ତନ ଶତ୍ରୁ କିମ୍ବା ମିତ୍ର ନୁହଁନ୍ତି । ବିଶେଷକରି ଭାରତୀୟ ରାଜନୀତିରେ ଏହାର ଉଦାହରଣ ସମୟ ବ୍ୟବଧାନରେ ମିଳିଥାଏ । ନିନ୍ଦୁକମାନଙ୍କ ଭାଷାରେ ଏହା ରାଜନୀତିର ଚାରିତ୍ରିକ ସ୍ଖଳନ ।  କିନ୍ତୁ ରାଜନୈତିକ ପଣ୍ଡିତମାନେ କହନ୍ତି, ଏହା ଗଣତନ୍ତ୍ରର ଆବଶ୍ୟକତା । ଓଡ଼ିଶା ରାଜନୀତିରେ ଏହାର ଅନେକ ଉଦାହରଣ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି । ଏହାକୁ ନେଇ ହଇଚଇ ହୋଇଛି। ତେବେ ଏ ଲେଖକ ସେ […]

bjp-1

bjp-1

Rakesh Mallick
  • Published: Wednesday, 16 August 2017
  • Updated: 17 August 2017, 02:37 PM IST

Sports

Latest News

ଭୁବନେଶ୍ବର; (ରମେଶ ରଥ): କଥାରେ ଅଛି, ରାଜନୀତିରେ କେହି ଚିରନ୍ତନ ଶତ୍ରୁ କିମ୍ବା ମିତ୍ର ନୁହଁନ୍ତି । ବିଶେଷକରି ଭାରତୀୟ ରାଜନୀତିରେ ଏହାର ଉଦାହରଣ ସମୟ ବ୍ୟବଧାନରେ ମିଳିଥାଏ । ନିନ୍ଦୁକମାନଙ୍କ ଭାଷାରେ ଏହା ରାଜନୀତିର ଚାରିତ୍ରିକ ସ୍ଖଳନ ।  କିନ୍ତୁ ରାଜନୈତିକ ପଣ୍ଡିତମାନେ କହନ୍ତି, ଏହା ଗଣତନ୍ତ୍ରର ଆବଶ୍ୟକତା । ଓଡ଼ିଶା ରାଜନୀତିରେ ଏହାର ଅନେକ ଉଦାହରଣ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି । ଏହାକୁ ନେଇ ହଇଚଇ ହୋଇଛି। ତେବେ ଏ ଲେଖକ ସେ ପ୍ରସଙ୍ଗରେ ଅଧିକ କିଛି କହିବାକୁ ଚାହୁଁନାହିଁ । ସିଧା ପଏଣ୍ଟକୁ ଆସିବା ।

କେହି କେବେ ଶତ୍ରୁର ଉତ୍ଥାନ ଚିନ୍ତା କରନ୍ତି ନାହିଁ । କିନ୍ତୁ ପୂର୍ବରୁ ତ କହିଛି, ରାଜନୀତିରେ ସବୁ ସମ୍ଭବ । କାରଣ ଭୋଟରେ ବିଜୟୀ ହେବାକୁ ହେଲେ ରାଜନୀତିର ଭୋଟ ଗଣିତରେ ସବୁ ଅଙ୍କ କଷିବାକୁ ହୋଇଥାଏ । ଏପରିକି ଚିରାଚରିତ ଶତ୍ରୁ, ଯେତିକି ଭୋଟ ପାଉଛି, ତାହା କେମିତି ବଜାୟ ରହିବ, ତାର ବି କୌଶଳ କରାଯାଏ I ଓଡ଼ିଶା ପରିପ୍ରେକ୍ଷୀରେ ବର୍ତ୍ତମାନ ଏହି ଅଙ୍କଟି କଷୁଛି ବିଜେଡ଼ି । ଏ କଥାଟି ଶୁଣି ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ, ଅବା କଥାଟା ହଜମ ହେଉନଥିବ । କିନ୍ତୁ ପାଠକେ, ଏହା ବି ରାଜନୀତିର ଗୋଟିଏ କିସମ । ଏଥିରେ ଭୁଲ ବି କିଛି ନାହିଁ । ଏହି କୌଶଳକୁ ଇଂରାଜୀରେ କୁହାଯାଏ ଭୋଟ୍ ଡ଼ିଭିଜନ ବା ଓଡ଼ିଆରେ କହିଲେ ଭୋଟଭାଗ ବୋଲି କହିପାରିବେ ।

ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ଉତ୍ଥାନକୁ ଦେଖି ବିଜେଡ଼ି ତାର ରଣକୌଶଳ ତିଆରିରେ ଲାଗିଛି । ପ୍ରତିଯୋଗିତା ରାଜନୀତିରେ ଏହା କିଛି ଅସ୍ୱାଭାବିକ ନୁହେଁ । କିନ୍ତୁ ବିଜେଡି ଏବେ ନିଜର ବିକାଶ କଥା ଯେତିକି ଚିନ୍ତା କରୁଛି, ତାର ପାରମ୍ପରିକ ପ୍ରତିଦ୍ୱନ୍ଦୀ କଂଗ୍ରେସର ବିକାଶ କଥା ବି ସେତିକି ଚିନ୍ତା କରୁଛି । କଂଗ୍ରେସ ଦଳର ଭୋଟ ଭାଗ କମୁଥିବାରୁ ଏହା ବିଜେଡ଼ିକୁ ଚିନ୍ତାରେ ପକାଇ ଦେଇଛି । ଏହାର ଯଥେଷ୍ଟ କାରଣ ବି ରହିଛି । ପ୍ରଶ୍ନ ଉଠୁଛି, ବିଜେଡି ହଠାତ୍ ଏମିତି କାହିଁକି ଚିନ୍ତା କରୁଛି । କାରଣ ହେଲା, ବିଜେପି ଏବେ କଂଗ୍ରେସର ଭୋଟକୁ ହିଁ ହାତେଇବା ପାଇଁ ଉଦ୍ୟମ ଚଳାଇଛି । ଏଇଠି ହିଁ ରହିଛି ଗଣିତ । କାରଣ ବିଜେପି ଏଥିରେ ସଫଳ ହେଲେ, ବିଜେଡ଼ିର ବିରୋଧି ଭୋଟ ଗୁଡ଼ିକ ଏକପାଖିଆ ହୋଇଯିବ । ସୁତରାଂ ଏହାକୁ ବିଜେଡ଼ି ଚେକ୍ ଦେବାକୁ ଚାହିଁବା ସ୍ୱାଭାବିକ୍‌ । କଳେବଳେ କୌଶଳେ, ଭୋଟ ଡ଼ିଭିଜନ ନିହାତି ହେବା ଦରକାର । ଅର୍ଥାତ କଂଗ୍ରେସ ତା ଭୋଟକୁ ନିଜ ପାଖରେ ରଖିଲେ ହିଁ ଆଗାମୀ ନିର୍ବାଚନରେ ବିଜେପି କିଛି କରିପାରିବ ନାହିଁ । କିନ୍ତୁ ଘଟଣାକ୍ରମରେ ଓଡ଼ିଶାରେ ଦିନକୁ ଦିନ କଂଗ୍ରେସ ଦୁର୍ବଳ ହେଉଥିବାରୁ ବିଜେଡ଼ିକୁ ଚିନ୍ତା ପଡ଼ିଛି ।

ଏବେ ଦେଖନ୍ତୁ ଗତ ନିର୍ବାଚନର ଗଣିତ । ଏଥିରୁ ହିଁ ସ୍ପଷ୍ଟ ହୋଇଯିବ ବିଜେଡି କାହିଁକି ଏପରି ଚାହୁଁଛି । ଗତ ନିର୍ବାଚନରେ ବିଜେଡ଼ି ୪୪ ପ୍ରତିଶତ ଭୋଟ ପାଇଥିଲା । ଅର୍ଥାତ ବିଜେଡ଼ି ବିରୋଧରେ ୫୬ ପ୍ରତିଶତ ଭୋଟ ରହିଛି । ଏଥିରୁ କଂଗ୍ରେସ ୨୬ ପ୍ରତିଶତ ଓ ବିଜେପି ୨୧ ପ୍ରତିଶତ ଏବଂ ଅନ୍ୟାନ୍ୟ ପ୍ରାର୍ଥୀ ୯ ପ୍ରତିଶତ ଭୋଟ ପାଇଥିଲେ । କଂଗ୍ରେସ, ବିଜେପି ଓ ଅନ୍ୟାନ୍ୟଙ୍କ ଭୋଟ ମିଶିଲେ ମୋଟ ହେଉଛି ୫୨ ପ୍ରତିଶତ । ସୁତରାଂ କଂଗ୍ରେସ ଭୋଟ ଯଦି ୭ ପ୍ରତିଶତକୁ ଖସିଯାଏ କିମ୍ବା ବିଜେଡ଼ି ଭୋଟକୁ ବିଜେପି ସାମାନ୍ୟ କମାଇବାରେ ସଫଳ ହୁଏ, ତେବେ ବିଜେପିର ବିଜୟ ଆଶା ବଢିଯିବା ସ୍ୱାଭାବିକ । ଏହି ଚିନ୍ତା ବିଜେଡ଼ିକୁ ନିଶ୍ଚିତ ଭାବରେ ଘାଇଲା କରିଛି । ତେଣୁ କେମିତି କଂଗ୍ରେସ ତାର ପାରମ୍ପରିକ ଭୋଟକୁ ବଜାୟ ରଖିବ ସେ ଚିନ୍ତା କଂଗ୍ରେସକୁ ଯେତେ ନୁହେଁ, ତା ଠାରୁ ଅଧିକ ବିଜେଡ଼ିକୁ ଘାରିଛି । ଏଣେ ବିଜେଡ଼ି ତାର ନିଜ ଭୋଟକୁ ରକ୍ଷା କଲେ ଆଉକିଛି ଦରକାର ନାହିଁ । କିନ୍ତୁ କଂଗ୍ରେସରେ ଚାଲିଥିବା ନେତୃତ୍ୱ କନ୍ଦଳ, ଅସ୍ଥିରତା ଓ କେନ୍ଦ୍ରର ଦୁର୍ବଳ ନେତୃତ୍ୱ ପାଇଁ ଭୋଟରକ୍ଷା କଷ୍ଟକର ହୋଇପଡ଼ିବ । ଓଡ଼ିଶାରେ ତେଣୁ ଜଣେ ଟାଣୁଆ ନେତା କଂଗ୍ରେସକୁ ନେତୃତ୍ୱ ଦେଲେ କଂଗ୍ରେସ ଭୋଟ ଗୁଡ଼ିକ ଅନ୍ୟ ଆଡ଼େ ଯିବା କଷ୍ଟକର ହୋଇଯିବ । ତେଣୁ ରାଜନୈତିକ ଦୃଷ୍ଟିରୁ ଦେଖିଲେ, ବିଜେଡ଼ିର ଚାଲ କିଛି ଖରାପ ନୁହେଁ । କିନ୍ତୁ ଏହା କିପରି ସମ୍ଭବ ହେବ ତାହା ହିଁ ସବୁଠୁ ବଡ଼ କଥା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story