ଜାଣନ୍ତୁ କେଉଁ ସ୍ଥାନରେ ପରିସ୍ରା କଲେ ଅମଙ୍ଗଳ

pee-boy copy

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପରିସ୍ରା ଲାଗିବା ପ୍ରକୃତିର ନିୟମ। କେତେବେଳେ କେଉଁ ସମୟରେ ପରିସ୍ରା ଲାଗିକ ତାହା କେହି କହିପାରିବେ ନାହିଁ। ଏମିତି କିଛି ସ୍ଥାନକୁ ଯାତ୍ରା କରିବା ସମୟରେ ହଠାତ୍‌ ପରିସ୍ରା ଲାଗିବା ମାତ୍ରେ ଆମେ ଯେଉଁଠି ନା ସେଇଠି ଅଟକି ପରିସ୍ରା କରିଦେଉ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏମିତି କରିବା ଅନୁଚିତ୍। ପରିସ୍ରା କରିବା ସମୟରେ ଟିକେ ସାବଧାନ୍ ରୁହନ୍ତୁ। ‘ତୀର୍ଥ ସ୍ଥାନ’, ‘ଶ୍ମଶାନ’ ଓ ‘ନିଜ ଛାଇ’ ଉପରେ କେବେ ପରିସ୍ରା କରନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ।

Previous ArticleNext Article

Send this to a friend