ସଫଳତାର ମନ୍ତ୍ର କହିଲେ ଓଏଏସ୍‌ ଟପ୍ପର ଚିନ୍ମୟୀ, ଶୁଣନ୍ତୁ ତାଙ୍କ ମୁହଁରୁ  

<p>ଭୁବନେଶ୍ୱର:( ଓଡ଼ିଶା ରିପୋର୍ଟ): ସ୍ମାର୍ଟ ୱାର୍କ ଓ କ୍ୱାଲିଟି ଷ୍ଟ୍ରାଟେଜି ଦ୍ୱାରା ହିଁ ସଫଳତା ହାସଲ କରାଯାଇ ପାରିବ। ଏହି ମନ୍ତ୍ର ଦେଇଛନ୍ତି ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଟପ୍ପର ହୋଇଥିବା ଚିନ୍ମୟୀ ଚେତନା ଦାସ। ଇଞ୍ଜିନିୟରିଂ ଗ୍ରାଜୁଏଟ ଚିନ୍ମୟୀ ନିଜର ପ୍ରଥମ ଚେଷ୍ଟାରେ ହିଁ ଏହି ସଫଳତା ହାସଲ କରିଛନ୍ତି । ସଫଳତା ପାଇଁ ସେ ନିଜ ବାପା-ମାଙ୍କୁ ଶ୍ରେୟ ଦେଇଥିବା ବେଳେ ଭବିଷ୍ୟତରେ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ତାଙ୍କ ଲକ୍ଷ ବୋଲି କହିଛନ୍ତି ଚିନ୍ମୟୀ । &nbsp;ଗତକାଲି ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା-୨୦୧୬ର ଚୂଡ଼ାନ୍ତ ପରୀକ୍ଷାଫଳ &nbsp;ପ୍ରକାଶ ପାଇଥିଲା। ଏଥିରେ ମୋଟ ୧୪୫ ଜଣ ପ୍ରାର୍ଥୀ କୃତିତ୍ୱ ହାସଲ କରିଛନ୍ତି। ଓଏଏସ୍&zwnj;, ଓଏଫ୍&zwnj;ଏସ୍&zwnj; ଏବଂ ଓପିଏସ୍&zwnj; ପଦରେ ର&zwj;୍ୟାଙ୍କ ଅନୁଯାୟୀ ଏହି ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ଏହି ପରୀକ୍ଷାରେ ଚିନ୍ମୟୀ ଚେତନା ଦାଶ ଟପ୍ପର୍&zwnj; ହୋଇଥିଲେ।</p> <p>&amp;nbsp;</p>

Ordigital Desk
  • Published: Saturday, 10 March 2018
  • Updated: 10 March 2018, 10:19 PM IST

Sports

Latest News

<p>ଭୁବନେଶ୍ୱର:( ଓଡ଼ିଶା ରିପୋର୍ଟ): ସ୍ମାର୍ଟ ୱାର୍କ ଓ କ୍ୱାଲିଟି ଷ୍ଟ୍ରାଟେଜି ଦ୍ୱାରା ହିଁ ସଫଳତା ହାସଲ କରାଯାଇ ପାରିବ। ଏହି ମନ୍ତ୍ର ଦେଇଛନ୍ତି ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଟପ୍ପର ହୋଇଥିବା ଚିନ୍ମୟୀ ଚେତନା ଦାସ। ଇଞ୍ଜିନିୟରିଂ ଗ୍ରାଜୁଏଟ ଚିନ୍ମୟୀ ନିଜର ପ୍ରଥମ ଚେଷ୍ଟାରେ ହିଁ ଏହି ସଫଳତା ହାସଲ କରିଛନ୍ତି । ସଫଳତା ପାଇଁ ସେ ନିଜ ବାପା-ମାଙ୍କୁ ଶ୍ରେୟ ଦେଇଥିବା ବେଳେ ଭବିଷ୍ୟତରେ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ତାଙ୍କ ଲକ୍ଷ ବୋଲି କହିଛନ୍ତି ଚିନ୍ମୟୀ । &nbsp;ଗତକାଲି ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା-୨୦୧୬ର ଚୂଡ଼ାନ୍ତ ପରୀକ୍ଷାଫଳ &nbsp;ପ୍ରକାଶ ପାଇଥିଲା। ଏଥିରେ ମୋଟ ୧୪୫ ଜଣ ପ୍ରାର୍ଥୀ କୃତିତ୍ୱ ହାସଲ କରିଛନ୍ତି। ଓଏଏସ୍&zwnj;, ଓଏଫ୍&zwnj;ଏସ୍&zwnj; ଏବଂ ଓପିଏସ୍&zwnj; ପଦରେ ର&zwj;୍ୟାଙ୍କ ଅନୁଯାୟୀ ଏହି ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ଏହି ପରୀକ୍ଷାରେ ଚିନ୍ମୟୀ ଚେତନା ଦାଶ ଟପ୍ପର୍&zwnj; ହୋଇଥିଲେ।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos