ପ୍ରଶ୍ନ

ଦୋଷ କାହାର? ଝଡୁଥିବା ପତ୍ରର ନା ଦଲ୍‌କାଏ ପବନର କିଏ ଜିତିବ? ବଢୁଥିବା ବୟସ ନା ସରୁଥିବା ଆୟୁଷ, ପରୀକ୍ଷା କାହାର? ଭୋକ ମାରୁଥିବା ମାଆର ନା କିଛି ନ ଜାଣିପାରୁଥିବା ପିଲାର କାହାର କ୍ଷତି? ଧୋକା ଦେଉଥିବା ମଣିଷର ନା ଭୁଲି ଯାଉଥିବା ସ୍ୱଭାବର।   ସଉଦା କାହାର? ବିକ୍ରି ହେଉଥିବା ଇଜ୍ଜତ୍‌ର ନା ତା ପାଉଣା ସ୍ଥିର କରୁଥିବା ମାନସିକତାର ଲାଭ କାହାର? ହରେଇ ଦେଉଥିବା ପରିସ୍ଥିତିର ନା ଜିତିବା ପାଇଁ ବାରମ୍ବାର ଜନ୍ମ […]

final biswobandita

final biswobandita

Rakesh Mallick
  • Published: Monday, 25 June 2018
  • Updated: 25 June 2018, 02:35 PM IST

Sports

Latest News

ଦୋଷ କାହାର? ଝଡୁଥିବା ପତ୍ରର ନା ଦଲ୍‌କାଏ ପବନର

କିଏ ଜିତିବ? ବଢୁଥିବା ବୟସ ନା ସରୁଥିବା ଆୟୁଷ,

ପରୀକ୍ଷା କାହାର? ଭୋକ ମାରୁଥିବା ମାଆର ନା କିଛି ନ ଜାଣିପାରୁଥିବା ପିଲାର

କାହାର କ୍ଷତି? ଧୋକା ଦେଉଥିବା ମଣିଷର ନା ଭୁଲି ଯାଉଥିବା ସ୍ୱଭାବର।

ସଉଦା କାହାର? ବିକ୍ରି ହେଉଥିବା ଇଜ୍ଜତ୍‌ର ନା ତା ପାଉଣା ସ୍ଥିର କରୁଥିବା ମାନସିକତାର

ଲାଭ କାହାର? ହରେଇ ଦେଉଥିବା ପରିସ୍ଥିତିର ନା ଜିତିବା ପାଇଁ ବାରମ୍ବାର ଜନ୍ମ ନେଉଥିବା କଅଁଳ ମନର,

ଏଠି ଅଲୋଡ଼ା କିଏ? ଡଷ୍ଟବିନ୍‌ରୁ ମିଳୁଥିବା ନବଜାତ କନ୍ୟାଟି ନା ପରିଚୟ ପାଇ ନଥିବା ସ୍ତ୍ରୀ ଟି

କିଏ ବେଶି ଉପଭୋଗ କରେ? କର୍ତ୍ତବ୍ୟ ଭୁଲି ଯାଉଥିବା ପୁଅଟି ନା ବୃଦ୍ଧାଶ୍ରମରେ ମୁକ୍ତି ଅନୁଭବ କରୁଥିବା ମାଆଟି।

ଗର୍ବ କାହାକୁ କରିବା ଉତିତ? ବଢୁଥିବା ଅନ୍ଧକାରକୁ ନା ନିକଟ ହେଉଥିବା ସୂର୍ଯ୍ୟକୁ

ଜୀବନ କାହାର? ଧାଉଁଥିବା ପାଦର ନା ଅଧା ଗଢ଼ା ସ୍ୱପ୍ନର,

କିଏ ବିଚାର କରିଛି? ଆଖିରେ କଳା କପଡ଼ା ବାନ୍ଧି ନିକିତି ଧରିଥିବା ନ୍ୟାୟ ହାତରେ, ଖୁସି କାହାର ଆଉ ଦୁଃଖ କାହାର!

ବିଶ୍ୱବନ୍ଦିତା ସ୍ୱାଇଁ

swainbiswobandita@gmail.com

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story