ବଞ୍ଚି ଥାଉ ଥାଉ ସହିଦ୍‌ ହେଲେ ଓଡ଼ିଶା ପୋଲିସ ଡିଜି: ତାମିଲ ଫିଲ୍ମରେ ଲାଗିଲା ଫଟୋ

ଭୁବନେଶ୍ୱର: ସହିଦ ତାଲିକାରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ କନୱର ବ୍ରଜେଶ ସିଂଙ୍କ ନାଁ। କଥାଟି ଶୁଣିବାକୁ ଅବାସ୍ତବ ଲାଗିଲେ ମଧ୍ୟ ସତ। ତାମିଲ ଓ ହିନ୍ଦୀ ଫିଲ୍ମ ‘ଏସିପି ଶିବା’ରେ ଡିଜିପି ସିଂଙ୍କୁ ସହିଦ ଭାବେ ବର୍ଣ୍ଣନା କରାଯାଇଛି। ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡିଜିପି କହିଛନ୍ତି ଦେଶ ପାଇଁ ସହିଦ ହେବା ଭଲ କିନ୍ତୁ ମୁଁ ବଞ୍ଚିଛି। ୨୦୧୭ ମାର୍ଚ୍ଚ ୯ ତାରିଖରେ ରିଲିଜ୍ ହୋଇଥିବା ତାମିଲ୍ ଫିଲ୍ମ ‘ମୋଟ୍ଟା ଶିବା କେଟ୍ଟା ଶିବା’। […]

odisha dgp

odisha dgp

Rakesh Mallick
  • Published: Friday, 04 August 2017
  • Updated: 04 August 2017, 08:09 PM IST

Sports

Latest News

ଭୁବନେଶ୍ୱର: ସହିଦ ତାଲିକାରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ କନୱର ବ୍ରଜେଶ ସିଂଙ୍କ ନାଁ। କଥାଟି ଶୁଣିବାକୁ ଅବାସ୍ତବ ଲାଗିଲେ ମଧ୍ୟ ସତ। ତାମିଲ ଓ ହିନ୍ଦୀ ଫିଲ୍ମ ‘ଏସିପି ଶିବା’ରେ ଡିଜିପି ସିଂଙ୍କୁ ସହିଦ ଭାବେ ବର୍ଣ୍ଣନା କରାଯାଇଛି। ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡିଜିପି କହିଛନ୍ତି ଦେଶ ପାଇଁ ସହିଦ ହେବା ଭଲ କିନ୍ତୁ ମୁଁ ବଞ୍ଚିଛି।

୨୦୧୭ ମାର୍ଚ୍ଚ ୯ ତାରିଖରେ ରିଲିଜ୍ ହୋଇଥିବା ତାମିଲ୍ ଫିଲ୍ମ ‘ମୋଟ୍ଟା ଶିବା କେଟ୍ଟା ଶିବା’। ଏହାର ହିନ୍ଦୀ ଭର୍ସନ ‘ଏସିପି ଶିବା’ ଚଳିତବର୍ଷ ମେ’ ୫ ତାରିଖରେ ରିଲିଜ୍ ହୋଇଛି। ଏଥିରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଅଧସ୍ତନ କର୍ମଚାରୀଙ୍କୁ ସହିଦ ପୋଲିସଙ୍କ ସମ୍ପର୍କରେ କହୁଛନ୍ତି। ଆଉ ଏହି ସହିଦଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶା ପୋଲିସ ଡିଜି କନୱର ବ୍ରଜେଶ ସିଂଙ୍କ ଫଟୋ।

ଏହାକୁ ନେଇ ଡିଜିପି କେବି ସିଂହ କହିଛନ୍ତି-“ଇଣ୍ଟରନେଟରୁ ଭୁଲ୍ ବଶତଃ ସେମାନେ ଫଟୋ ନେଇଛନ୍ତି। ଫଟୋ ବ୍ୟବହାର ପୂର୍ବରୁ ତାହା ଠିକ କି ନୁହେଁ ଦେଖିବା ଉଚିତ ଥିଲା। ଯାହା କରାଯାଇଛି ସେମିତି ହେବା ଉଚିତ ନୁହେଁ। ସହିଦ ହେବା ଭଲ କିନ୍ତୁ ମୁଁ ବଞ୍ଚିଛି।”

ସାଇ ରମଣିଙ୍କ ନିର୍ଦ୍ଦେଶିତ ୧୫୨ ମିନିଟ୍‌ ଏହି ଚଳଚ୍ଚିତ୍ରଟି ଜଣେ ଦୁର୍ନୀତିଗ୍ରସ୍ତ ରାଜନେତା ଓ ପୋଲିସର ସମ୍ପର୍କ ଉପରେ ପର୍ଯ୍ୟବେଶିତ। ଆଶୁତୋଷ ରାଣା, ରାଘବ ଲରେନ୍ସ ଭଳି କଳାକାର ଏଥିରେ ଅଭିନୟ କରିଛନ୍ତି। ତେବେ ଏହି ଫିଲ୍ମରେ ଦେଖା ଯାଉଥିବା ସହିଦ୍‌ଙ୍କ ଫଟୋରେ ଭୁଲ୍ କେବଳ ଓଡ଼ିଶା ଡିଜିପିଙ୍କ ଫଟୋକୁ ନେଇ ହୋଇଛି ନା ଅନ୍ୟ ଜୀବିତ ଅଧିକାରୀଙ୍କୁ ମଧ୍ୟ ସହିଦ୍‌ ବୋଲି ଦର୍ଶାଯାଇଛି, ତାହା ଜଣାପଡିନିା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story