ଲାଗୁ ହେଲା ସପ୍ତମ ବେତନ କମିଶନ: ଜାଣନ୍ତୁ କିଏ କେତେ ପାଇବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଯଦି କେନ୍ଦ୍ରୀୟ ଢ଼ାଞ୍ଚାରେ ସପ୍ତମ ବେତନ କମିଶନ ସୁପାରିଶକୁ ଅବିକଳ ଲାଗୁ କରନ୍ତି, ତାହାହେଲେ ମୂଳ ଦରମାର ୧୭ ପ୍ରତିଶତ ବଢିବା ସମ୍ଭାବନା ରହିଛି। ଏହି ଅନୁସାରେ ଜଣେ ଚତୁର୍ଥ ଶ୍ରେଣୀ ବା ଗ୍ରୁପ୍ ଡି କର୍ମଚାରୀଙ୍କ ମୂଳଦରମା ସର୍ବନିମ୍ନ ୬,୪୫୦ରୁ ବଢି ୧୮,୦୦୦ ହେବାର ସମ୍ଭାବନା ରହିଛି। ଗ୍ରୁପ୍-ସି କର୍ମଚାରୀଙ୍କ ଦରମା ୭୧୦୦ରୁ ବଢ଼ି ୧୯,୯୦୦ ହୋଇପାରେ। ଗ୍ରୁପ୍-ବି କର୍ମଚାରୀଙ୍କ ବେସିକ୍ ୧୩,୫୦୦ରୁ ବଢ଼ି ୩୫,୪୦୦ ରେ ପହଞ୍ଚିପାରେ। ସେହିପରି […]

7th pay

7th pay

Rakesh Mallick
  • Published: Tuesday, 29 August 2017
  • Updated: 29 August 2017, 09:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଯଦି କେନ୍ଦ୍ରୀୟ ଢ଼ାଞ୍ଚାରେ ସପ୍ତମ ବେତନ କମିଶନ ସୁପାରିଶକୁ ଅବିକଳ ଲାଗୁ କରନ୍ତି, ତାହାହେଲେ ମୂଳ ଦରମାର ୧୭ ପ୍ରତିଶତ ବଢିବା ସମ୍ଭାବନା ରହିଛି। ଏହି ଅନୁସାରେ ଜଣେ ଚତୁର୍ଥ ଶ୍ରେଣୀ ବା ଗ୍ରୁପ୍ ଡି କର୍ମଚାରୀଙ୍କ ମୂଳଦରମା ସର୍ବନିମ୍ନ ୬,୪୫୦ରୁ ବଢି ୧୮,୦୦୦ ହେବାର ସମ୍ଭାବନା ରହିଛି। ଗ୍ରୁପ୍-ସି କର୍ମଚାରୀଙ୍କ ଦରମା ୭୧୦୦ରୁ ବଢ଼ି ୧୯,୯୦୦ ହୋଇପାରେ। ଗ୍ରୁପ୍-ବି କର୍ମଚାରୀଙ୍କ ବେସିକ୍ ୧୩,୫୦୦ରୁ ବଢ଼ି ୩୫,୪୦୦ ରେ ପହଞ୍ଚିପାରେ। ସେହିପରି ଗ୍ରୁପ-ଏ କର୍ମଚାରୀଙ୍କ ବେସିକ୍ ୨୧ରୁ ବଢି ୫୬,୧୦୦ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story