୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଆଲୋଚନା ପରେ ସଂଘ ଏପରି ନିଷ୍ପତ୍ତି ନେଇଛି। ଆସନ୍ତା ମଙ୍ଗଳବାରଠାରୁ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ ବୋଲି ସଂଘ କହିଛି। ସମାନ କାମକୁ ସମାନ ଦରମା ଓ ସ୍ଥାୟୀ ନିଯୁକ୍ତି ପରି ବିଭିନ୍ନ ଦାବି ପୂରଣ ପାଇଁ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀମାନେ ଡିସେମ୍ୱର ୬ ତାରିଖରୁ ଲୋୟର […]

govt-agree

govt-agree

Rakesh Mallick
  • Published: Saturday, 10 December 2016
  • Updated: 10 December 2016, 08:06 PM IST

govt-agreeଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଆଲୋଚନା ପରେ ସଂଘ ଏପରି ନିଷ୍ପତ୍ତି ନେଇଛି। ଆସନ୍ତା ମଙ୍ଗଳବାରଠାରୁ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ ବୋଲି ସଂଘ କହିଛି।

ସମାନ କାମକୁ ସମାନ ଦରମା ଓ ସ୍ଥାୟୀ ନିଯୁକ୍ତି ପରି ବିଭିନ୍ନ ଦାବି ପୂରଣ ପାଇଁ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀମାନେ ଡିସେମ୍ୱର ୬ ତାରିଖରୁ ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ।

ଆଜି ସଂଘର କର୍ମକର୍ତ୍ତାମାନେ ଦାବି ପୂରଣ ନେଇ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଦାବି ଗୁଡ଼ିକୁ ଖୁବ୍‌ଶୀଘ୍ର ପୂରଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story