କହିଥିଲେ କରିପାରିଲେନି: ପ୍ରତିବର୍ଷ ହୋଇପାରିନି ଯୁକ୍ତଦୁଇ କାଉନ୍‌ସିଲ୍‌ ପରୀକ୍ଷା

ଭୁବନେଶ୍ୱର: ଛାତ୍ରଛାତ୍ରୀ ସିବିଏସ୍ ଢାଞ୍ଚାରେ ପଢିବେ। ପ୍ରତି ବର୍ଷ ପରୀକ୍ଷା କାଉନ୍‌ସିଲ ଦ୍ୱାରା ପରିଚାଳିତ ହେବ। ଯୁକ୍ତ ଦୁଇ ପାଇଁ ଏଭଳି ଯୋଜନା କରିଥିଲେ ରାଜ୍ୟ ସରକାର। ତେବେ ପିଲାମାନେ ସିବିଏସ୍ଇ ଢାଞ୍ଚାରେ ପଢିଲେ। ହେଲେ ପ୍ରଥମ ବର୍ଷ ପରୀକ୍ଷା ଦେଇପାରିଲେ ନାହିଁ। ଏହାକୁ ନେଇ ଶିକ୍ଷାବିତ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ନୂଆ ସିଲାବସ୍ ଆସିଲା। ସିବିଏସ୍ଇ ଢାଞ୍ଚାରେ ପାଠପଢା ହେଲା। ହେଲେ ଯୋଜନା ଅନୁୟାୟୀ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ହୋଇପାରିଲାନି କାଉନ୍‌ସିଲ ପରୀକ୍ଷା। ରାଜ୍ୟରେ […]

council

council

Rakesh Mallick
  • Published: Tuesday, 15 August 2017
  • Updated: 15 August 2017, 08:06 PM IST

Sports

Latest News

ଭୁବନେଶ୍ୱର: ଛାତ୍ରଛାତ୍ରୀ ସିବିଏସ୍ ଢାଞ୍ଚାରେ ପଢିବେ। ପ୍ରତି ବର୍ଷ ପରୀକ୍ଷା କାଉନ୍‌ସିଲ ଦ୍ୱାରା ପରିଚାଳିତ ହେବ। ଯୁକ୍ତ ଦୁଇ ପାଇଁ ଏଭଳି ଯୋଜନା କରିଥିଲେ ରାଜ୍ୟ ସରକାର। ତେବେ ପିଲାମାନେ ସିବିଏସ୍ଇ ଢାଞ୍ଚାରେ ପଢିଲେ। ହେଲେ ପ୍ରଥମ ବର୍ଷ ପରୀକ୍ଷା ଦେଇପାରିଲେ ନାହିଁ। ଏହାକୁ ନେଇ ଶିକ୍ଷାବିତ୍ ଅସନ୍ତୋଷ ପ୍ରକାଶ କରିଛନ୍ତି।

ନୂଆ ସିଲାବସ୍ ଆସିଲା। ସିବିଏସ୍ଇ ଢାଞ୍ଚାରେ ପାଠପଢା ହେଲା। ହେଲେ ଯୋଜନା ଅନୁୟାୟୀ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ହୋଇପାରିଲାନି କାଉନ୍‌ସିଲ ପରୀକ୍ଷା। ରାଜ୍ୟରେ ଶିକ୍ଷାର ମାନବୃଦ୍ଧି ପାଇଁ ଗତ ବର୍ଷ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର। ଏହା ଦ୍ୱାରା ୟୁକ୍ତ ଦୁଇର ପ୍ରଥମ ବର୍ଷରେ କାଉନସିଲ ପରୀକ୍ଷା ହେବା କଥା। ତେବେ ଘରେ ନପସୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ଭିତ୍ତିଭୂମି ନଥିବା ଦର୍ଶାଇ ପ୍ରଥମରୁ ହିଁ ପରୀକ୍ଷା କରିବା ଲାଗି ଅସମର୍ଥ ହୋଇଛନ୍ତି ରାଜ୍ୟ ସରକାର। ତେଣୁ କାଉନସିଲ୍ ପରୀକ୍ଷା ହୋଇପାରିନି। ଏପଟେ ଆଗାମୀ ବର୍ଷ କଣ ହେବ ତାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ଲାଗି ରହିଛି। ଅନ୍ୟପକ୍ଷରେ ପିଲାଙ୍କ ଫଣ୍ଡା କ୍ଲିୟର କରିବା ଲକ୍ଷ୍ୟରେ ପ୍ରଥମ ବର୍ଷରେ କାଉନସିଲ୍ ପରୀକ୍ଷା ଲାଗି ସ୍ଥିର ହୋଇଥିଲା। ଏହା ନ ହେଲେ ପାଠର ମାନ କମିବ ବୋଲି ଶିକ୍ଷାବିତ କହିଛନ୍ତି।

ପରୀକ୍ଷା ପାଇଁ କଣ ଥିଲା ବ୍ଲୁ ପ୍ରିଣ୍ଟ

ଯୁକ୍ତ ଦୁଇର ପ୍ରଥମ ବର୍ଷରେ ସମସ୍ତ ୬ଟି ବିଷୟର କାଉନସିଲ୍ ପରୀକ୍ଷା ହେବ। ପ୍ରତି ବିଷୟରେ ୫୦ ନମ୍ବର ପରୀକ୍ଷା କରାଯିବ। ଛାତ୍ରଛାତ୍ରୀମାନେ ଓଏମ୍ଆର୍ ସିଟ୍‌ରେ ପରୀକ୍ଷା ଦେବେ। ତେବେ ଏତେ ସବୁ ଆଡମ୍ବର ଲଘୁ କ୍ରିୟାରେ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story