ଏମିତି ଏକ ଉପାୟ ଯାହା ଦୂର କରିଦେବ ଖରାପ ସମୟ

ଆପଣଙ୍କ ସମୟ ଠିକ୍‌ରେ ଚାଲୁନାହିଁ କି ? ପ୍ରତିଦିନ ନୂଆ ସମସ୍ୟା ଦେଖା ଦେଉଛି କି ? ଜୀବନରେ ଶାନ୍ତି ପାଉନାହାନ୍ତି କି ? ଯଦି ଏପରି ସ୍ଥିତିରେ ପଡିଛନ୍ତି ତେବେ ପ୍ରତିଦିନ ଗୋଟିଏ ଛୋଟ ଉପାୟ ଆପଣାଇଲେ ଏହା ଦୂର ହୋଇଯିବ। ବେଶି କିଛି ନୁହେଁ, ଗୋଟିଏ ରୁଟି ଏହି ସବୁ ସମସ୍ୟାରୁ ମୁକ୍ତି ଦେଇପାରିବ। ଏନେଇ ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଏହି ରୁଟିକୁ ବ୍ୟବହାର କରିବାର କିଛି ଉପାୟ ରହିଛି, ଯାହାକୁ ପାଳନ […]

roti

roti

Rakesh Mallick
  • Published: Saturday, 10 March 2018
  • Updated: 10 March 2018, 07:01 AM IST

Sports

Latest News

ଆପଣଙ୍କ ସମୟ ଠିକ୍‌ରେ ଚାଲୁନାହିଁ କି ? ପ୍ରତିଦିନ ନୂଆ ସମସ୍ୟା ଦେଖା ଦେଉଛି କି ? ଜୀବନରେ ଶାନ୍ତି ପାଉନାହାନ୍ତି କି ? ଯଦି ଏପରି ସ୍ଥିତିରେ ପଡିଛନ୍ତି ତେବେ ପ୍ରତିଦିନ ଗୋଟିଏ ଛୋଟ ଉପାୟ ଆପଣାଇଲେ ଏହା ଦୂର ହୋଇଯିବ। ବେଶି କିଛି ନୁହେଁ, ଗୋଟିଏ ରୁଟି ଏହି ସବୁ ସମସ୍ୟାରୁ ମୁକ୍ତି ଦେଇପାରିବ। ଏନେଇ ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଏହି ରୁଟିକୁ ବ୍ୟବହାର କରିବାର କିଛି ଉପାୟ ରହିଛି, ଯାହାକୁ ପାଳନ କଲେ ଏ ସବୁ ସମସ୍ୟାରୁ ମୁକ୍ତି ମିଳିଯିବ। ଆସନ୍ତୁ କ’ଣ ଏହି ଉପାୟ ବିଷୟରେ।

ଉପାୟ

୧. ସକାଳେ ଘରେ ରୁଟି କରିବା ବେଳେ ପ୍ରଥମ ରୁଟିକୁ ଅଲଗା ବାହାର କରିଦିଅନ୍ତୁ। ଧ୍ୟାନ ରଖିବେ ଏହି ରୁଟିଟି ଅନ୍ୟ ରୁଟିଗୁଡିକଠାରୁ ଆକାରରେ ବଡ଼ ହୋଇଥିବ। ଏହାଦ୍ୱାରା ରୁଟିକୁ ସହଜରେ ଭାଗ କରିହେବ।

୨. ଏବେ ରୁଟିକୁ ସମାନ ୪ ଭାଗରେ ଛିଡାଇ ଦିଅନ୍ତୁ। ଏହି ଟୁକୁରାରେ ମିଠା, ଖିର, ଗୁଡ କିମ୍ବା ଚିନି ଯାହା ଉପଲବ୍ଧ ଥିବ ଦିଅନ୍ତୁ। ଏପରି କରିବା ବେଳେ ଧ୍ୟାନ ଦେବେ ବାହାରର କୌଣସି ଲୋକ ଯେମିତି ଏହା ନ ଦେଖନ୍ତି।

1୩. ରୁଟିର ପ୍ରଥମ ଟୁକୁରାକୁ ଗାଈକୁ ଖୁଆଇ ଦିଅନ୍ତୁ। ଏହି ସମୟରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଆପଣଙ୍କ ସବୁ ସମସ୍ୟା ଦୂର କରିଦେବାକୁ। ଧର୍ମଗ୍ରନ୍ଥ ଅନୁସାରେ ଗାଈ ଶରୀରରେ ସବୁ ଦେବଦେବୀ ବାସ କରିଥାନ୍ତି। ଏଥିପାଇଁ ପ୍ରଥମେ ଗାଈକୁ ଖାଇବାକୁ ଦିଅନ୍ତୁ।

2୪. ଏବେ ଦ୍ୱିତୀୟ ଟୁକୁରାକୁ କୁକୁରକୁ ଖାଇବାକୁ ଦିଅନ୍ତୁ। ଶିବପୁରାଣ ଅନୁସାରେ କୁକୁରକୁ ରୁଟି ଖୁଆବା ବେଳେ କୁହନ୍ତୁ, ଜମରାଜଙ୍କ ପଥ ଅନୁସରଣ କରିଥିବା ଶ୍ୟାମ ଓ ଶବଳଙ୍କ ନାମରେ ଦୁଇଟି କୁକୁର ଅଛନ୍ତି। ମୁଁ ସେମାନଙ୍କ ପାଇଁ ଅନ୍ନର ଏହି ଭାଗ ଦେଉଛି। ସେମାନେ ଏହି ଭୋଜନକୁ ଗ୍ରହଣ କରନ୍ତୁ। ଏହାକୁ ‘କୁକ୍କର ବାଲି’ କୁହାଯାଇଥାଏ।

3୫. ଏବେ ରୁଟିର ତୃତୀୟ ଟୁକୁରାକୁ କୁଆକୁ ଖାଇବାକୁ ଦିଅନ୍ତୁ। ଚାରି ଦିଗରେ ରହୁଥିବା ପୂଣ୍ୟଆତ୍ମା କେହି ଥିଲେ ସେ ମୋର ଏହି ଖାଇବାକୁ ଗ୍ରହଣ କରନ୍ତୁ ବୋଲି କହି ଜୁହାର ହୁଅନ୍ତୁ। ଧର୍ମଗ୍ରନ୍ଥରେ ଏହାକୁ ‘କାକ ବାଲି’ କୁହାଯାଇଥାଏ।

4୬. ଏବେ ରୁଟିର ଶେଷ ଭାଗକୁ ଘରକୁ ଆସିଥିବା କୌଣସି ଭିକାରୀଙ୍କୁ ଖାଇବାକୁ ଦେଇ ଦିଅନ୍ତୁ।

ଏହି ପ୍ରକାର ଉପାୟ ଆପଣାଇଲେ ଖରାପ ସମୟ ଶୀଘ୍ର ଦୂର ହୋଇଯିବ ଓ ଆପଣଙ୍କ ଘରେ ଓ ମନରେ ଶାନ୍ତି ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story