୨ ହଜାର ୧୭୩ଟି ପଦବୀ ଖାଲି, ଆବେଦନର ଶେଷ ତାରିଖ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଓଡ଼ିଶା ଲୋକସେବା ଆୟୋଗ (OPSC) ୨୧୭୩ଟି ମେଡିକାଲ୍ ଅଫିସର ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଯଦି ଆପଣଙ୍କ ପାଖରେ ଏମ୍‌ବିବିଏସ୍‌ ଡିଗ୍ରୀ ଅଛି, ତେବେ ଆପଣ ଏହି ପଦ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଲା ୧୭ ଜାନୁଆରୀ ୨୦୧୮। ଜରୁରୀ ସୂଚନା: ପଦବୀର ନାଁ- ମେଡିକାଲ ଅଫିସର ଶେଷ ତାରିଖ- ଜାନୁଆରୀ ୧୭ ଖାଲି ପଡ଼ିଥିବା ପଦବୀ ସଂଖ୍ୟା- ୨୧୭୩ ଆବେଦନ ପାଇଁ ସର୍ବନିମ୍ନ ବୟସ- […]

opsc

opsc

Ordigital Desk
  • Published: Saturday, 16 December 2017
  • Updated: 16 December 2017, 05:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଓଡ଼ିଶା ଲୋକସେବା ଆୟୋଗ (OPSC) ୨୧୭୩ଟି ମେଡିକାଲ୍ ଅଫିସର ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଯଦି ଆପଣଙ୍କ ପାଖରେ ଏମ୍‌ବିବିଏସ୍‌ ଡିଗ୍ରୀ ଅଛି, ତେବେ ଆପଣ ଏହି ପଦ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଲା ୧୭ ଜାନୁଆରୀ ୨୦୧୮।

opscଜରୁରୀ ସୂଚନା:

ପଦବୀର ନାଁ- ମେଡିକାଲ ଅଫିସର

ଶେଷ ତାରିଖ- ଜାନୁଆରୀ ୧୭

ଖାଲି ପଡ଼ିଥିବା ପଦବୀ ସଂଖ୍ୟା- ୨୧୭୩

ଆବେଦନ ପାଇଁ ସର୍ବନିମ୍ନ ବୟସ- ୨୧ ବର୍ଷ

ସର୍ବାଧିକ ବୟସ- ୩୨ ବର୍ଷ

ଦରମା- ୧୫ ହଜାର ୭୦୦ ଟଙ୍କାରୁ ୩୯ ହଜାର ୧୦୦ ଟଙ୍କା। ଏଥିସହ ଅନ୍ୟାନ୍ୟ ଭତ୍ତା ଓ ସୁବିଧା

ଇଚ୍ଛୁକ ବ୍ୟକ୍ତି ଏହାର ଅଫିସିଆଲ ୱେବ୍‌ସାଇ www.opsc.gov.in ରେ ଜାନୁଆରି ୧୭ ତାରିଖ ପୂର୍ବରୁ ଆବେଦନ କରିପାରିବେ।

ସବିଶେଷ ଜାଣିବାକୁ ଆପଣ ସିଧାସଳଖ http://www.opsc.gov.in/notification.php

ଲିଙ୍କରେ କ୍ଲିକ୍ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story