ମୁହଁରେ ପାଇରିଆର କାରଣ ଓ ନିରାକରଣ

ମୁହଁର ସୌନ୍ଦର୍ଯ୍ୟ ପାଇଁ ଦାନ୍ତର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଦାନ୍ତର ସଠିକ ଭାବେ ଯତ୍ନ ନନେଲେ ପାଇରିଆ ହୋଇଥାଏ। ଏହି  ରୋଗ ହେଲେ ପାଟିରୁ ଦୁର୍ଗନ୍ଧ, ମାଢିରୁ ରକ୍ତ ବୋହିବା ପରି ଲକ୍ଷଣ ଦେଖାଯାଏ। ପାଇରିଆ ହେଲେ ଅସମୟରେ ଦାନ୍ତ କ୍ଷୟ ହେବା ସହ ଗଳିଯାଏ। ମୁହଁରେ ପ୍ରାୟ ୭୦୦ ପ୍ରକାର ବ୍ୟାକ୍ଟେରିଆ ଥାଏ। ଏହି ବ୍ୟାକ୍ଟେରିଆ ଦାନ୍ତ ଓ ମୁହଁ ରୋଗରୁ ରକ୍ଷା କରିଥାଏ। ଦାନ୍ତ ଓ ଜିଭର ଠିକ୍‌ ଭାବେ ସଫା ନକଲେ ଏହି […]

maxresdefault

maxresdefault

Rakesh Mallick
  • Published: Saturday, 14 April 2018
  • Updated: 14 April 2018, 01:05 PM IST

Sports

Latest News

ମୁହଁର ସୌନ୍ଦର୍ଯ୍ୟ ପାଇଁ ଦାନ୍ତର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଦାନ୍ତର ସଠିକ ଭାବେ ଯତ୍ନ ନନେଲେ ପାଇରିଆ ହୋଇଥାଏ। ଏହି  ରୋଗ ହେଲେ ପାଟିରୁ ଦୁର୍ଗନ୍ଧ, ମାଢିରୁ ରକ୍ତ ବୋହିବା ପରି ଲକ୍ଷଣ ଦେଖାଯାଏ। ପାଇରିଆ ହେଲେ ଅସମୟରେ ଦାନ୍ତ କ୍ଷୟ ହେବା ସହ ଗଳିଯାଏ।

ମୁହଁରେ ପ୍ରାୟ ୭୦୦ ପ୍ରକାର ବ୍ୟାକ୍ଟେରିଆ ଥାଏ। ଏହି ବ୍ୟାକ୍ଟେରିଆ ଦାନ୍ତ ଓ ମୁହଁ ରୋଗରୁ ରକ୍ଷା କରିଥାଏ। ଦାନ୍ତ ଓ ଜିଭର ଠିକ୍‌ ଭାବେ ସଫା ନକଲେ ଏହି ବ୍ୟାକ୍ଟେରିଆ ଦାନ୍ତ ଓ ମାଢିକୁ କ୍ଷତି ପହଞ୍ଚାଇଥାଏ। ପାଇରିଆ ହେଲେ ମାଢି ହଳଦିଆ ହୋଇଯିବା ସହ ରକ୍ତ ବାହାରିଥାଏ। ଶ୍ୱାସ ଦୁର୍ଗନ୍ଧ ମଧ୍ୟ ବାହରିଥାଏ।

ପାଇରିଆର ଲକ୍ଷଣ

  • ପାଇରିଆ ହେଲେ ଶ୍ୱାସ ଦୁର୍ଗନ୍ଧ ବାହାରିଥାଏ।
  • ମାଢି ଦରଜ ହୋଇଥାଏ।
  • ଦାନ୍ତ ଦୁର୍ବଳ ହୋଇ ହଲିବାକୁ ଲାଗେ।
  • ଗରମ କିମ୍ୱା ଥଣ୍ଡାପାଣି ପିଇବା ଦ୍ୱାରା ଦାନ୍ତ ଝିମ୍‌ ଝିମ୍‌ ଅନୁଭୂତ ହୁଏ।
  • ଦୁଇ ଦାନ୍ତ ମଧ୍ୟରେ ଫାଙ୍କ ସୃଷ୍ଟି ହୁଏ।

ପାଇରିଆରୁ ରକ୍ଷା ପାଇବେ କିପରି

ଖାଇବା  ପରେ ଦାନ୍ତ ଓ ମାଢିର ସଠିକ୍‌ ଯତ୍ନ ନିଅନ୍ତୁ। ବ୍ରସ୍‌ ସମୟରେ ଦାନ୍ତକୁ ଠିକ୍ ଭାବେ ବ୍ରସ୍‌ କରିବା କରିବା ଜରୁରୀ। ବ୍ରସ୍‌ କରିବା ବେଳେ ଧ୍ୟାନ ଦେବେ ଯେପରି ଖାଦ୍ୟର କୌଣସି ଖଣ୍ଡ ଦାନ୍ତ ମଝିରେ ନ ଅଟକେ। ଟଙ୍ଗ୍‌ କ୍ଲିନର ସାହାଯ୍ୟରେ ଜିଭକୁ ସଫାକଲେ ଏହି ରୋଗରୁ ରକ୍ଷା ପାଇହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story