୧୨ ଦିନ ହେଲା ନିଖୋଜ ଶିକ୍ଷୟିତ୍ରୀଙ୍କ ସ୍କୁଟି ଓ ବସ୍ତ୍ର ନଦୀରୁ ଜବତ

ପାଲଲହଡ଼ା: ଗତ ୧୩ ତାରିଖରୁ ନିଖୋଜ ଥିବା ବନ୍ଧାଭୂଇଁ ବାଳିକା ହାଇସ୍କୁଲ୍‌ର ଶିକ୍ଷୟିତ୍ରୀ ମୁନି ସଏ (୩୩)ଙ୍କ ସ୍କୁଟି ତାଙ୍କ ଗାଁ ଜମରଡ଼ିହ ପାଖ କଖାରୁଆ ନଦୀରୁ ଜବତ କରାଯାଇଛି। ସେହିପରି ନଦୀ କୂଳରୁ ତାଙ୍କର ଶାଢ଼ି, ସାୟା, ଜୋତା ଓ ଭ୍ୟାନିଟି ବ୍ୟାଗ୍ ଜବତ କରାଯାଇଛି। ଗତକାଲି ରାତିରେ ସ୍ଥାନୀୟ ଲୋକଙ୍କଠାରୁ ଏନେଇ ଖବର ପାଇବା ପରେ ଆଜି ପୋଲିସ୍ ନିଖୋଜ ଶିକ୍ଷୟିତ୍ରୀଙ୍କ ଏହି ସବୁ ଜିନିଷ ଜବତ କରିଛି। ତାଙ୍କୁ ହତ୍ୟା କରି ନଦୀରେ […]

jabat

jabat

Rakesh Mallick
  • Published: Sunday, 25 December 2016
  • Updated: 25 December 2016, 12:02 PM IST

Sports

Latest News

jabatପାଲଲହଡ଼ା: ଗତ ୧୩ ତାରିଖରୁ ନିଖୋଜ ଥିବା ବନ୍ଧାଭୂଇଁ ବାଳିକା ହାଇସ୍କୁଲ୍‌ର ଶିକ୍ଷୟିତ୍ରୀ ମୁନି ସଏ (୩୩)ଙ୍କ ସ୍କୁଟି ତାଙ୍କ ଗାଁ ଜମରଡ଼ିହ ପାଖ କଖାରୁଆ ନଦୀରୁ ଜବତ କରାଯାଇଛି। ସେହିପରି ନଦୀ କୂଳରୁ ତାଙ୍କର ଶାଢ଼ି, ସାୟା, ଜୋତା ଓ ଭ୍ୟାନିଟି ବ୍ୟାଗ୍ ଜବତ କରାଯାଇଛି।

ଗତକାଲି ରାତିରେ ସ୍ଥାନୀୟ ଲୋକଙ୍କଠାରୁ ଏନେଇ ଖବର ପାଇବା ପରେ ଆଜି ପୋଲିସ୍ ନିଖୋଜ ଶିକ୍ଷୟିତ୍ରୀଙ୍କ ଏହି ସବୁ ଜିନିଷ ଜବତ କରିଛି। ତାଙ୍କୁ ହତ୍ୟା କରି ନଦୀରେ ଫୋପାଡ଼ି ଦିଆଯାଇଥିବା ନେଇ ସନ୍ଦେହ କରାଯାଉଛି।

ମୁନି ସଏଙ୍କ ଘର ଜମରଡ଼ିହ ଗାଁର ଗୋପପୁର ସାହିରେ। ଗତ ୧୩ ତାରିଖ ଦିନ ସ୍କୁଲ୍‌ରେ ୨ଟି କ୍ଲାସ୍‌ କରି ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଛୁଟି ଦରଖାସ୍ତ ଦେଇ ଚାଲି ଆସିଥିଲେ। ସ୍କୁଲ୍‌ରୁ ବାହାରିବା ସମୟରେ କିଛି ସହକର୍ମୀଙ୍କ ସହିତ କଥା ମଧ୍ୟ ହୋଇଥିଲେ। ସହକର୍ମୀମାନଙ୍କୁ ସେ କହିଥିଲେ ଯେ ଆଜି ତାଙ୍କ ଭାଇ ବୁର୍ଲାରୁ ଆସୁଛନ୍ତି, ତାଙ୍କୁ ୬୦୦୦ ଟଙ୍କା ଦେବାର ଅଛି।

ସେହି ଦିନ ଅପରାହ୍ନ ୪ଟା ବେଳେ ମୁନି ତାଙ୍କ ଭାଇ ସହିତ ଫୋନ୍‌ରେ କଥା ହୋଇଥିଲେ। ତାଙ୍କ ଭାଇ ସନ୍ଧ୍ୟା ପ୍ରାୟ ୫ଟା ୪୦ରେ ପହଞ୍ଚିଥିଲେ। କିନ୍ତୁ ମୁନିଙ୍କୁ ପାଇ ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story